Browsing Category
Featured
ଭାରତରେ ଲଞ୍ଚ ହେଲା Realmeର ପ୍ରିମିୟମ ଗେମିଙ୍ଗ୍ ଫୋନ୍
ନୂଆଦିଲ୍ଲୀ: Realme ଏହାର ଫ୍ଲାଗସିପ ଫୋନ Realme GT 5G କୁ ଭାରତରେ ଲଞ୍ଚ କରିଛି । ଏହା ୪୦ ହଜାର ମଧ୍ୟରେ କମ୍ପାନୀର ପ୍ରମିୟମ ସ୍ମାର୍ଟଫୋନ ଅଟେ । ଏହା ସହ କମ୍ପାନୀ Realme GT 5G Master Edition କୁ ମଧ୍ୟ ଲଞ୍ଚ…
ମୁସଲିମଙ୍କୁ ପସନ୍ଦ ନୁହେଁ ମସଜିଦ ଭିତରେ ଜାତୀୟ ପତାକା; ଥାନାରେ ପହଞ୍ଚିଲା ମାମଲା
ନୂଆଦିଲ୍ଳୀ: ତିରଙ୍ଗା ବା ଭାରତୀୟ ଜାତୀୟ ପତାକାକୁ ଏକତାର ପ୍ରତୀକ ଭାବରେ ବିବେଚନା କରାଯାଉଥିବା ବେଳେ ଏହାକୁ ନେଇ ଘନେଇଛି ବିବାଦ । ଜାମା ମସଜିଦ ମଧ୍ୟରେ ଜାତୀୟ ପତାକା ଉତ୍ତୋଳନକୁ ନେଇ ଥାନାରେ ମାମଲା ପହଞ୍ଚିଥିବା…
ଏହି କାରଣରୁ ତାଲିବାନକୁ ମାନ୍ୟତା ଦେବାକୁ ରାଜି ଚୀନ, ଜାଣନ୍ତୁ କେମିତି ରହିଛି ଉଭୟଙ୍କ ମଧ୍ୟରେ ସଂପର୍କ
ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନ କବ୍ଜା କରିଛି । ଆଫଗାନିସ୍ତାନରେ ତାଲିବାନ ଯେଉଁଭଳି ଭାବରେ ଏତେ ଶୀଘ୍ର ଅକ୍ତିଆର କରିଛି, ଏହାକୁ ନେଇ ସବୁ ଦେଶ ଆଶ୍ଚର୍ଯ୍ୟ ହୋଇଛନ୍ତି । ଭାରତ, ଆମେରିକା, କତର,…
DORTMUNDକୁ ଡୁବାଇଲେ ଲିଓଣ୍ଡୋସ୍କି; ବାୟେର୍ଣ୍ଣ ମ୍ୟୁନିକ ଜିତିଲା ସୁପର କପ୍
ନୂଆଦିଲ୍ଳୀ: ପୋଲାଣ୍ଡର ଷ୍ଟାର ଷ୍ଟ୍ରାଇକର ରବର୍ଟ ଲିଓଣ୍ଡୋସ୍କିଙ୍କ ଡବଲ ଗୋଲ ବଳରେ ସୁପର କପ୍ ଜିତିବାରେ ସକ୍ଷମ ହୋଇଛି ବାୟେର୍ଣ୍ଣ ମ୍ୟୁନିକ୍ । ଜର୍ମନ ସୁପର କପରେ ବୋରୁସିଆ ଡର୍ଟମୁଣ୍ଡକୁ ୩-୧ରେ ପରାସ୍ତ କରି ଟାଇଟଲ…
ଧୂମପାନ ଅଭ୍ୟାସ ଛାଡ଼ିବେ କିପରି, ଆପଣାନ୍ତୁ ଏହିସବୁ ତରିକା
ବର୍ତ୍ତମାନ ସମୟରେ ଯୁବପୀଢ଼ିଙ୍କ ପାଇଁ ଧୂମପାନ ହେଉଛି ଏକ ମୁଖ୍ୟ ସମସ୍ୟା । ଏହାର କବଳରେ ପଡ଼ି ଅନେକଙ୍କ ଜୀବନହାନୀ ହେଉଥିବା ଦେଖାଯାଉଛି । ଧୂମପାନ କରିବା ସମୟରେ ନିର୍ଗତ ଧୂଆଁ ଆମର ଫୁସଫୁସ୍ ପାଇଁ ବହୁତ କ୍ଷତିକାରକ ।…
ACF ଡେଥ୍ ମିଷ୍ଟ୍ରି: ଆଜି ସନ୍ଧ୍ୟାରେ ଜେରା ହେବେ ତହସିଲଦାର, ଜିଲ୍ଲାପାଳ ଓ ଡିଏଫଓ କେବେ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା । ଚାରିଦିନ ପୂର୍ବେ କ୍ରାଇମବ୍ରାଞ୍ଚ ଏହି ଘଟଣାର ଦାୟିତ୍ୱ ନେବା ପରେ…
ଛୋଟ ପିଲାଙ୍କୁ କରୋନା ହେଲେ କେମିତି ଜାଣିବେ? ଜାଣନ୍ତୁ କ’ଣ କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଛୋଟ ଶିଶୁମାନେ ବି ଏବେ ଏହାର ଶିକାର ହେବାରେ ଲାଗିଛନ୍ତି । ଏହାରି ମଧ୍ୟରେ ପ୍ରଶ୍ନ ଉଠୁଛି ଯେ, ଛୋଟ ପିଲାଙ୍କୁ କରୋନା ହେଲେ ଜାଣିବେ…
ଟିକା ନେବା ପରେ ବି ପଜିଟିଭ: ଜାଣନ୍ତୁ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ଅନୁସାରେ କେତେ ଚିହ୍ନଟ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଟିକା ନେବା ପରେ ବି ଲୋକମାନେ ପଜିଟିଭ୍ ହେଉଛନ୍ତି । ସେହିପରି ରାଜ୍ୟରେ ବି ଟିକା ନେଇଥିବା ଲୋକେ ପଜିଟିଭ୍…
ପ୍ରିମିୟମ୍ ନଥିଲେ ବି Freeରେ YouTube Video କରିପାରିବେ ଡାଉନଲୋଡ୍, ଶିଖନ୍ତୁ ଏହିସବୁ ଟେକନିକ୍
ବର୍ତ୍ତମାନର ଡିଜିଟାଲ ଜମାନାରେ ୟୁଟ୍ୟୁବ୍ ଏକ ପପୁଲାର ଭିଡିଓ ଷ୍ଟ୍ରିମିଂ ସର୍ଭିସ୍ । ସାଧାରଣତଃ ଭିଡିଓରେ ଲୋ ଓ ହାଇ-କ୍ୱାଲିଟି ଷ୍ଟ୍ରିମ୍ ଅପସନ ରହିଥାଏ । ଏହାଛଡ଼ା ଏଥିରେ କିଛି ଲିମିଟେସନ୍ସ ୟୁଟ୍ୟୁବ ୟୁଜର୍ସ ପାଇଁ…
ୟୁଟ୍ୟୁବରେ +୨ ପିଲାଙ୍କ ପାଠପଢ଼ାକୁ ନେଇ ଏପରି କହିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀର ପ୍ରକୋପ ଏବେ ବି ଜାରି ରହିଛି । ଏହାରି ମଧ୍ୟରେ +୨ ପିଲାଙ୍କ ପାଠପଢ଼ାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।…