Browsing Category
Featured
ମଧ୍ୟପ୍ରଦେଶରେ ମେ’ ୧୫ ପର୍ଯ୍ୟନ୍ତ ବଢିଲା କରୋନା କର୍ଫ୍ୟୁର ଅବଧି
ଭୋପାଳ,୬ ।୫: କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରେ କରୋନା କର୍ଫ୍ୟୁର ଅବଧିକୁ ମେ’ ୧୫ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି । ରାଜ୍ୟରେ ସାପ୍ତାହାନ୍ତ କର୍ଫ୍ୟୁ ପୂର୍ବରୁ ଲାଗୁ…
କୋଭିଡ-୧୯: ଭାରତରୁ ଯାତ୍ରୀଙ୍କ ଆଗମନ ଉପରେ ପ୍ରତିବନ୍ଧ ଳଗାଇଲା ଶ୍ରୀଲଙ୍କା
ନୂଆ ଦିଲ୍ଲୀ, ୦୫/୦୫: ଭାରତରେ କରୋନା ଭାଇରସ ସଂକ୍ରମଣ ମାମଲା ବଢିବା ଯୋଗୁଁ ଶ୍ରୀଲଙ୍କା ଭାରତରୁ ଯାଉଥିବା ଯାତ୍ରୀଙ୍କ ଉପରେ ରୋକ ଲଗାଇଛି । ବ୍ରିଟେନ, ୟୁଏଇ, ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁର ଭଳି ଅନେକ ଦେଶ ପୂର୍ବରୁ…
କରୋନାର ଦ୍ୱିତୀୟ ଲହରରେ ହାହାକାର, ତୃତୀୟକୁ ଭୟ ! କ’ଣ ସମ୍ପୂର୍ଣ୍ଣ ଲକଡାଉନ୍ କରିବେ ମୋଦୀ ସରକାର, ଚାଲିଛି ସମୀକ୍ଷା
ନୂଆଦିଲ୍ଲୀ,୬ ।୫: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କରୋନାର ତୃତୀୟ ମହାମାରୀ ନିଶ୍ଚିତ ଆସିବ ବୋଲି ବୈଜ୍ଞାନିକମାନେ କହିଛନ୍ତି, ଯାହାକୁ ନେଇ ଲୋକେ…
ସିଙ୍ଗଲ ଡୋଜ ବିଶିଷ୍ଟ ‘ସ୍ପୁଟନିକ ଲାଇଟ’ ଟୀକାକୁ ଋୁଷିଆର ଅନୁମତି
ନୂଆଦିଲ୍ଲୀ, ୦୫/୦୫: ଆଣ୍ଟି-କୋଭିଡ ଟୀକା ‘ସ୍ପୁଟନିକ ଭି’ ର ଏକ ନୂତନ ସଂସ୍କରଣକୁ ଅନୁମତି ଦେଇଛି ଋଷିଆ । ‘ସ୍ପୁଟନିକ ଲାଇଟ’ ନାମକ ଏହି ଟିକା ୮୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ବୋଲି ଦାବି କରାଯାଇଛି । ଏହି…
ଟୀକାରୁ GST ଛାଡ଼ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ୱର, ୦୫/୦୫: ରାଜ୍ୟରେ କରୋନା ଭୂତାଣୁକୁ ରୋକିବା ପାଇଁ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । ପୂର୍ବରୁ ୪୫ ବର୍ଷରୁ ଅଧିକଙ୍କୁ ଟୀକା ଦିଆଯାଉଥିବାବେଳେ ଏହି ତୃତୀୟ ପର୍ଯ୍ୟାୟ ଟୀକାକରଣରେ ୧୮ରୁ ୪୪ ବର୍ଷ…
ଖୁସି ଖବର : ଓଡ଼ିଶାରେ ଆଜି ୬୮୫୪ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୬।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬୮୫୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…
ପ୍ରଦୀପ୍ତ, ରଘୁନାଥଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, ୦୫/୦୫: କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପରିବାର…
ଭୁବନେଶ୍ୱରରେ ଆଜି ବି ହଜାରେ ଟପିଲା ସଂକ୍ରମଣ: ୧୧୧୮ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୬ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୧୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…
ପଶ୍ଚିମବଙ୍ଗ ହିଂସାକାଣ୍ଡ: ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମିଳିବ ୨ଲକ୍ଷ ଟଙ୍କା
କୋଲକାତା, ୦୬/୦୫ (ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗ ନିର୍ବାଚନ ପରେ ସେଠାରେ ହିଂସାକାଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଏହି ବଡ ଧରଣର ହିଂସାକାଣ୍ଡର ଶିକାର ହେଉଛନ୍ତି । ଏହା ଭିତରେ…
ଭାରତର ଏହି ଭୟାବହତା ସ୍ଥିତି ସମସ୍ତଙ୍କ ପାଇଁ ଏକ ସତର୍କ ଘଣ୍ଟି: UNICEF
ନୂଆ ଦିଲ୍ଲୀ, ୦୫/୦୫: ଭାରତରେ କୋଭିଡ-୧୯ର ଭୟାନକ ସ୍ଥିତି ଆମ ସମସ୍ତଙ୍କ ପାଇଁ ଏକ ଚେତାବନୀ ଏବଂ ଏହାର ପ୍ରତିଧ୍ୱନି, ଭାଇରସ ସମ୍ବନ୍ଧୀୟ ମୃତ୍ୟୁ, ଭାଇରସରେ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଣରେ ବିଳମ୍ବର…