Browsing Category
Featured
ତାମିଲନାଡ଼ୁ ନିର୍ବାଚନରେ ଡିଏମକେ ଆଗୁଆ
ଚେନ୍ନାଇ, ୨ା୫: ଆଜି ତାମିଲନାଡ଼ୁରେ ଭୋଟ ଗଣନା ଜାରି ରହିଛି । ମୋଟ ୨୩୪ଟି ଆସନ ମଧ୍ୟରୁ ଡିଏମକେ ୧୪୧ଟି ସିଟରେ ଆଗୁଆ ରହିଛି । ଏଆଇଏଡିଏମକେ ୮୭ଟି ସିଟରେ ଆଗୁଆ ରହିଥିବା ସୂଚନା ମିଳିଛି । ସେହିପରି ଅନ୍ୟାନ୍ୟ ଦଳ ୬ଟି…
ନନ୍ଦିଗ୍ରାମରେ କଡା ଟକ୍କର, ପଛରେ ରହିଗଲେ ମମତା ବାନାର୍ଜୀ
କୋଲକାତା,୨ ।୫: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଆଜି ଭୋଟ୍ ଗଣତି ଚାଲିଥିବା ବେଳେ ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ମଧ୍ୟରେ ହୋଇଛି କଡା ଟକ୍କର । ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନର ଫଳାଫଳ ଉପରେ…
ଓଡିଶାରେ ଲକଡାଉନ ସମୟରେ କ’ଣ ବନ୍ଦ ଓ କ’ଣ ଖୋଲା ରହିବ? ଜାଣନ୍ତୁ
ଭୁବନେଶ୍ୱର,୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଆଜି ବଡ ଘୋଷଣା କରିଛନ୍ତି ସରକାର । ଓଡିଶାରେ ମେ’୫ରୁ ୧୯ ତାରିଖ ଯାଏଁ ଲକଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ…
ବଡ ଘୋଷଣା: ଓଡିଶାରେ ମେ’ ୫ରୁ ଲକଡାଉନ୍
ଭୁବନେଶ୍ୱର,୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ସକ୍ରିୟ ହେବାରେ ଲାଗିଛି । ଏହାକୁ ନେଇ ଆଜି ବଡ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ମେ’ ୫ରୁ ସବୁ ଜିଲ୍ଲାରେ…
ପୁଣି ଆସୁଛି ଏକ ବାତ୍ୟା! ମେ ମଧ୍ୟଭାଗରେ ଛୁଇଁବ ଓଡ଼ିଶା ଉପକୂଳ
ଭୁବନେଶ୍ୱର, ୨ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ି ଚାଲିଥିବା ବେଳେ ଆଉ ଏକ ବିପଦ ମାଡ଼ିଆସୁଛି । ଆସନ୍ତା ମାସରେ ପୁଣି ଏକ ଭୟଙ୍କର ବାତ୍ୟା ଆସିବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଏକ…
୩୫ ହଜାରରେ ବିକ୍ରି କରୁଥିଲେ ନକଲି ରେମଡେସିଭିର: ଗିରଫ ହେଲେ ୨ ଯୁବକ
ନୂଆଦିଲ୍ଲୀ, ୨ା୫: କରୋନା ସମୟରେ କଳାବଜାରୀ ଘଟଣା ବଢ଼ି ଚାଲିଛି । ନକଲି ରେମଡେସିଭିର ବିକ୍ରି କରି ଗିରଫ ହୋଇଛନ୍ତି ଦୁଇଜଣ ଯୁବକ । ପୋଲିସ ଦୁଇଜଣଙ୍କ ଠାରୁ ୧୭ ରେଡେସିଭିର ଇଞ୍ଜେକସନ ଜବତ କରିଛି । ଜବତ ରେମଡେସିଭିର…
ଦିନକରେ ୩.୯୨ ଲକ୍ଷ ପଜିଟିଭ୍ ଚିହ୍ନଟ, ଚାଲିଗଲା ୩୬୮୯ ଜୀବନ
ନୂଆଦିଲ୍ଲୀ,୨ ।୫: ଦେଶରେ କରୋନା ପଜିଟିଭ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ବି ବଢିଚାଲିଛି । ଗତ ୨୪ ଘଣ୍ଟାରେ ୩ ହଜାର ୬୮୯ ଜୀବନ ନେଇଛି କରୋନା । ଏହି କ୍ରମରେ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୫ ହଜାର ୫୪୨କୁ ବୃଦ୍ଧି…
ରାଜ୍ୟରେ ୧୪ ଜୀବନ ନେଲା କରୋନା
ଭୁବନେଶ୍ୱର,୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସହ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟରେ ୧୪ ଜୀବନ ନେଇଛି କରୋନା । ରାୟଗଡା ଜିଲ୍ଲାରୁ ସର୍ବାଧିକ ୪, କେନ୍ଦୁଝରରୁ ୨ କରୋନା…
ପଶ୍ଚିମବଙ୍ଗ ଫାଇଟ୍: ନନ୍ଦିଗ୍ରାମ ଉପରେ ରହିଛି ସମସ୍ତଙ୍କ ନଜର
କୋଲକାତା,୨ ।୫: ଭୋଟ ଗ୍ରହଣ ପରେ ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି । କିନ୍ତୁ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ଏଯାଏ ଭୋଟ ଗଣତିର ପ୍ରାଥମିକ…
କରୋନାର ଭୟଙ୍କର ସଂକ୍ରମଣ: ଏହି ସହରରେ ଲକଡାଉନ୍ ନିଷ୍ପତ୍ତି
ଚଣ୍ଡିଗଡ଼, ୨ା୫: କରୋନା ଭାଇରସର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ରେ ସପ୍ତାହାନ୍ତ ଲକଡାଉନ ଘୋଷଣା କରାଯାଇଛି । ମେ ୧ ତାରିଖ ସକାଳ ୫ଟାରୁ ଏହି ନିୟମ କାର୍ଯ୍ୟକାରୀ କରାଯାଇଛି । ଏହାଛଡ଼ା ଦୈନିକ କର୍ଫ୍ୟୁ…