Browsing Category

Featured

ଆସନ୍ତା ୫ ଦିନ ଲାଗି ରହିବ କାଳବୈଶାଖୀ

ଭୁବନେଶ୍ୱର, ୩୦ା୪ (ଓଡିଶା ଭାସ୍କର): ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଅନୁଭୂତ ହେବ । ବର୍ଷା, ଘଡ଼ଘଡ଼ି ଓ ବିଜୁଳି ସାଙ୍ଗକୁ ୩୦ରୁ ୪୦ କିମି ବେଗରେ ପବନ ବହିବ । କାଳବୈଶାଖୀର ପ୍ରଭାବ ତତକ୍ଷଣାତ…

ଏହି ଲକ୍ଷଣରୁ ଜାଣି ପାରିବେ ଶରୀରରେ କାମ କରୁଛି କି ନାହିଁ କରୋନା ଭ୍ୟାକସିନ୍ !

ନୂଆଦିଲ୍ଲୀ ୩୦ ।୪ (ଓଡ଼ିଶା ଭାସ୍କର) : ଦେଶର କରୋନା ପରିସ୍ଥିତି ଏତେ ଭୟାଭୟ ଯେ ଏହାକୁ ରୋକିବା କଷ୍ଟକର ହୋଇଯାଉଛି । କରୋନାର ଭାଇରସରୁ ବଞ୍ଚିବା ପାଇଁ ଭ୍ୟାକସିନ୍ ଲାଗାଯାଉଛି । ଏଥିରେ ହେଉଥିôବା କିଛିଟା…

୩୦ ହଜାର ଲୋକଙ୍କୁ ସାହଯ୍ୟ କଲେ ଅର୍ଜୁନ କପୁର ଏବଂ ଭଉଣୀ ଅଂଶୁଲା

ମୁମ୍ବାଇ ୩୦ା୪ : କରୋନା ମହାମାରୀ ଦେଶରେ ଆତଙ୍କ ଖେଳାଇଥିବା ବେଳେ ଦିନକୁ ଦିନ ଏହା ଭୟଙ୍କର ରୁପ ନେବାରେ ଲାଗିଛି । ବର୍ତ୍ତମାନ ଦେଶର ଜନସାଧାରଣ କରୋନା ସଂକ୍ରମଣକୁ ନେଇ ହନ୍ତସନ୍ତ ହେଉଛନ୍ତି । ଦେଶର ଏପରି…

ଆସନ୍ତା ୩ରୁ କଟକରେ ସ୍ୱେଚ୍ଛାକୃତ ଲକଡାଉନ୍

କଟକ ୩୦ ।୪ (ଓଡ଼ିଶା ଭାସ୍କର) : କଟକରେ ଆରମ୍ଭ ହେବ ସ୍ୱେଚ୍ଛାକୃତ ଲକଡାଉନ୍ । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଦିଆଯାଉଛି ଗୁରୁତ୍ୱ । ଆସନ୍ତା ୩ ତାରିଖରୁ ୧୫ ତାରିଖ ଯାଏ ସଂଘ ସ୍ୱେଚ୍ଛାକୃତ ଭାବେ ଲକଡାଉନ୍ ନେଇ…

କରୋନାରେ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ମାଗଣା ପାଠ୍ୟପୁସ୍ତକ, ଗଣଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ୱର, ୩୦ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ବନ୍ଦ ରହିଛି । ତେବେ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ବିକାଶ ନେଇ ସରକାର ଏକ…

କରୋନାରେ ଆଜତକର ସାମ୍ବାଦିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୩୦ା୪ : କରୋନା ନେଲା ଆଉ ଜଣେ ବରିଷ୍ଟ ସାମ୍ବାଦିକଙ୍କ ଜୀବନ । ଆଜି କରୋନାରେ ଜାତୀୟ ଗଣମାଧ୍ୟମ ଆଜତକ୍ ନ୍ୟୁଜ୍ ଚ୍ୟାନେଲର ସାମ୍ବାଦିକ ରୋହିତ୍ ସରଦାନ୍ ଙ୍କ ମୃତ୍ୟୁ ଘଟିଛି । ଯାହା ସୁଚନା ରହିଛି ସେ କରୋନା…

କରୋନାରୁ ସୁସ୍ଥ ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶ ୩୦ ।୪ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କରୋନାରୁ ସୁସ୍ଥ ହୋଇ ଯାଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏକଥା ମଧ୍ୟ କହିଛନ୍ତି କି…

ଆସନ୍ତାକାଲିଠାରୁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର, ୩୦ା୪ : ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନିଆଯାଇଛି । ତାହା ହେଉଛି ଆସନ୍ତାକାଲିଠାରୁ ନନ୍ଦନକାନନ ବନ୍ଦ ରହିବ । ରାଜଧାନୀ ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣର…

୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ଟଙ୍କା ଯୋଗାଡ କରି ଗରିବଙ୍କ ପାଇଁ ୨୦୦ ଅକ୍ସିମିଟର୍ କିଣିଲେ ଦଶମ ଶେଣ୍ରୀ ଛାତ୍ରୀ

ବେଙ୍ଗାଲୁରୁ, ୩୦ା୪ : କରୋନା ମହାମାରୀରେ ସାରାଦେଶ ହନ୍ତସନ୍ତ ହେଉଛି । ବିଶେଷ କରି ଗରିବ ଲୋକମାନେ ଖୁବ୍ ଅସୁବିଧା ଦେଇ ଗତି କରୁଛନ୍ତି । ଏହି ସମୟରେ ବେଙ୍ଗାଲୁରୁ ଗ୍ରିନଉଡ୍ ଇନ୍ଟରନ୍ୟାସନାଲ୍ ସ୍କୁଲ୍ ର ଦୁଇଟି ଦଶମ…

ମେ ୧ରୁ ଆଉ ଖୋଲିବନି ସ୍କୁଲ, ସରକାର ଜାରି କଲେ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ, ୩୦ା୪: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ହିମାଚଳ ପ୍ରଦେଶ ସରକାର ସ୍କୁଲ ଖୋଲିବା ନେଇ ଏକ ନୂଆ ନିୟମ ଜାରି କରିଛନ୍ତି । ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ସ୍ଥଗିତ ରଖାଯାଇଛି । ଆଗାମୀ…