Browsing Category

Featured

କରୋନା ଭୟ: ସୂର୍ଯ୍ୟୋଦୟ ପୂର୍ବରୁ ଗାଁ ଛାଡୁଛନ୍ତି ଗାମବାସୀ, ରାତିରେ ଫେରୁଛନ୍ତି ଗାଁକୁ

ମଧ୍ୟପ୍ରଦେଶ, ୨୮/୦୪: ମଧ୍ୟପଦେଶ-ରାଜସ୍ଥାନ ସୀମା ନିକଟ ଝାଲାୱାଡ ଜିଲ୍ଲାର ଗାଁ ମାନଙ୍କରେ କରୋନାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ । ପରିସ୍ଥିତି ଏଭଳି ହୋଇଛି ଗ୍ରାମବାସୀମାନେ ଭୟରେ ଜଙ୍ଗଲକୁ ପଳେଇଯାଉଛନ୍ତି…

୧ ଲକ୍ଷ ପୋର୍ଟେବଲ୍ ଅକ୍ସିଜେନ୍ କନସେନଟ୍ରେଟର୍ କିଣିବା ନେଇ ମଞ୍ଜୁରୀ ପ୍ରଦାନ କଲେ ମୋଦୀ

ନୂଆଦିଲ୍ଲୀ,୨୮ ।୪ (ଓଡ଼ିଶା ଭାସ୍କର)  : ଦେଶରେ କରୋନା ମହାମାରୀର ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ଅଭାବରେ ଶହ ଶହ କରୋନା ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ…

କରୋନା ଟିକା ନେଇଥିଲେ ବି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ଟେଷ୍ଟ କରନ୍ତୁ: RMRC ନିର୍ଦ୍ଦେଶିକାଙ୍କ ସୂଚନା

ଭୁବନେଶ୍ୱର ୨୮ ।୪ (ଓଡ଼ିଶା ଭାସ୍କର) : ମହାମାରୀର ଦ୍ୱିତୀୟ ଲହର ସବୁବେଳେ ପୂର୍ବାପେକ୍ଷା ଅଧିକ ତୀବ୍ର ଥାଏ । ଯଦି କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ ତେବେ ଟେଷ୍ଟ କରାଇବା ଜରୁରୀ । ଲକ୍ଷଣ ଥିଲେ ତୁରନ୍ତ…

କରୋନାର ନାଇଟ୍ କର୍ଫ୍ୟୁରେ ସୁଟିଂ କରୁଥିଲେ ବଲିଉଡର ଏହି ଅଭିନେତା, ବାନ୍ଧିନେଲା ପୋଲିସ

ଲୁଧିଆନା, ୨୮ ।୪: କରୋନାର ଭୟାବହତାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଓ ଆଉ କେତେକ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଛି । କରୋନାର ନାଇଟ କର୍ଫ୍ୟୁରେ ସୁଟିଂ କରିବା ଜଣେ ଅଭିନେତାଙ୍କୁ ମହଙ୍ଗା ପଡିଛି ।…

ଚିକିତ୍ସା ବ୍ୟବସ୍ଥାର ନଗ୍ନ ରୁପ: ଜୀବନ ଯିବାପରେ ପ୍ରଶାସନ ପଚାରୁଛି “ଭଲ ଅଛନ୍ତି କି ନାହିଁ”

ବହ୍ମପୁର, ୨୮ା୪ (ଓଡିଶା ଭାସ୍କର) : ଚିକିତ୍ସାରେ ଅବହେଳାର ସୀମା ଟପିଗଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । କୋଭିଡ୍ ରୋଗୀର ମୃତ୍ୟୁ ପରେ ଫୋନରେ ପଚାରାଯାଉଛି "ଭଲ ଅଛନ୍ତି କି ନାହିଁ, ସ୍ୱାସ୍ଥ୍ୟ ସେବା ମିଳୁଛି କି ନାହିଁ"…

ନିଜ ସହିତ ଶାହାରୁଖ ଖାନଙ୍କୁ ତୁଳନା କରି ଟ୍ରୋଲ ହେଉଛନ୍ତି କଙ୍ଗନା

ମୁମ୍ବାଇ, ୨୮ା୪ (ଓଡିଶା ଭାସ୍କର) : ନିଜ ସକ୍ସେସ୍ ଷ୍ଟୋରୀକୁ ଶାହାରୁଖ ଖାନଙ୍କ ସହ ତୁଳନା କରି ଟ୍ରୋଲ ହେଉଛନ୍ତି କନଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତ । ଆଜି କଙ୍ଗନାଙ୍କ ପ୍ରଥମ ଫିଲ୍ମ "ଗ୍ୟାଙ୍ଗଷ୍ଟାର"କୁ ୧୫ ବର୍ଷ…

କରୋନା ଲକ୍ଷଣ ଥାଇ ରିପୋର୍ଟ ନେଗେଟିଭ୍ ଆସିଲେ ଜାଣନ୍ତୁ କଣ କରିବେ

ନୂଆଦିଲ୍ଲୀ ୨୮ ।୪ (ଓଡ଼ିଶା ଭାସ୍କର) : ଅନ୍ୟ ଦେଶ ଅପେକ୍ଷା ଭାରତରେ କରୋନା ସଂକ୍ରମଣ ଲଗାତାର ବଢିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ଲାଗୁ ହୋଇଛି। କରୋନା…

କ୍ରାସ ହେଲା CoWin ପୋର୍ଟାଲ

ଭାରତରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଆରମ୍ଭ ହୋଇଛି ଟିକାକରଣ । ତେବେ ପୂର୍ବରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଥିବାବେଳେ ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ ବର୍ଷରୁ ଅଧିକ ବୟସରୁ…

କରୋନା ରୋଗୀଙ୍କ ପାଇଁ ୧୦୦ଟି ଅକ୍ସିଜେନ୍ କନସେନଟ୍ରେଟର୍ ଦେଲେ ଅକ୍ଷୟ-ଟ୍ୱିଙ୍କଲ୍

ମୁମ୍ବାଇ, ୨୮ା୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀର ଦ୍ରୁତ ସଂକ୍ରମଣ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଅକ୍ସିଜେନର ଅଭାବ ଦେଖାଦେଇଛି । ଏହିଭଳି ସମୟରେ ସହଯୋଗର ହାତ ବଢ଼ାଇଛନ୍ତି ଖିଲାଡି ଅକ୍ଷୟ କୁମାର ଏବଂ…

କେବେ ସରିବ କରୋନା ସୁନାମୀ? ଜାଣନ୍ତୁ କ’ଣ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୮ ।୪: କରୋନା ଭାଇରସର ଦ୍ୱିତୀୟ ଲହର ଲୋକମାନଙ୍କୁ ଭୟଭୀତ କରିଛି । ଲୋକମାନେ ଆଖି ସାମ୍ନାରେ ନିଜର ସମ୍ପର୍କୀୟମାନଙ୍କୁ ଶେଷ ନିଶ୍ୱାସ ତ୍ୟାଗ କରୁଥିବାର ଦେଖୁଛନ୍ତି । ମେଡିକାଲରେ କେଉଁଠି ବେଡ ନାହିଁ ତ ଆଉ…