Browsing Category

Featured

କରୋନାର ଦ୍ୱିତୀୟ ଲହର ଝଡ ପରି ଆସିଛି, ଲକଡାଉନ ହେଉ ଅନ୍ତିମ ବିକଳ୍ପ : ମୋଦୀ

ନୂଆଦିଲ୍ଲୀ,୨୦ ।୪: କରୋନା କାଳରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶରେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ, କରୋନା ବିପକ୍ଷରେ…

ଆଜିଠୁ ରାଜଧାନୀରେ ଲାଗିଲା ଲକଡାଉନ୍ ‌

ନୂଆଦିଲ୍ଲୀ,୨୦ ।୪: କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି, ଯେଉଁଥିରୁ ବାଦ୍ ପଡିନି ରାଜଧାନୀ ଦିଲ୍ଲୀ । ବଡୁଥିବା ସଂକ୍ରମଣ କାରଣରୁ ଦିଲ୍ଲୀରେ ସ୍ୱାସ୍ଥ୍ୟ ସେବା ଭୁଶୁଡି ପଡିଛି । କରୋନା ମୁକାବିଲା କରିବା ପାଇଁ…

ବଢୁଛି କରୋନା: ଭୁବନେଶ୍ୱରରୁ ଆଜି ପୁଣି ୫୮୧ ପଜିଟିଭ ଚିହ୍ନଟ,୨୦୪ ସୁସ୍ଥ

ଭୁବନେଶ୍ୱର,୨୦।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ୫୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ…

ରାଜ୍ୟକୁ ଲେଉଟିଲା ତାତି: ୪୦ ଡିଗ୍ରୀ ଛୁଇଁଲା ୧୨ ସହରର ତାପମାତ୍ରା

ଭୁବନେଶ୍ୱର,୨୦ ।୪(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଅନେକ ଦିନର ବ୍ୟବଧାନ ପରେ ପୁଣି ଉତ୍ତପ୍ତ ହୋଇଛି ରାଜ୍ୟର ଅନେକ ସହର । ଏହାରି ମଧ୍ୟରେ ଆଜି ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି ।…

କରୋନା ସମୀକ୍ଷା ପରେ ଜିଲ୍ଲାପାଳଙ୍କୁ କ’ଣ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ?

ଭୁବନେଶ୍ୱର,୨୦ ।୪(ଓଡିଶା ଭାସ୍କର): ): ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । କରୋନା ମୁକାବିଲା ପାଇଁ ଗତକାଲି ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଏସଆରସି ପ୍ରଦୀପ ଜେନା । ଏହାରି…

ଗର୍ଭବତୀ ଥାଇ ମଧ୍ୟ ଦେଶର କରୋନା ମୋର୍ଚ୍ଚା ସମ୍ଭାଳିଛନ୍ତି ଡିଏସପି ଶିଳ୍ପା ,କର୍ତ୍ତବ୍ୟ ଦେଖି ଲୋକେ କରୁଛନ୍ତି ପ୍ରଶଂସା

ଛତିଶଗଡ ୨୦ ।୪ (ଓଡିଶା ଭାସ୍କର) :  ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କରୋନା ନିୟମକୁ କଡାକଡି ପାଳନ କରିବା ପାଇଁ ଦେଶର ପୋଲିସ୍ ଅଧିକାରୀ ମାନଙ୍କୁ ଦାୟିତ୍ୱ  ଦେଇଛନ୍ତି ସରକାର । କରୋନା ନିୟମ ଲୋକମାନେ…

ଭାଇରାଲ୍ ହେଉଛି କଙ୍ଗନାଙ୍କ ନୁଆ ଫଟୋ ସୁଟ୍; ବ୍ୟାକଲେସ୍ ବ୍ଲାଉଜ୍ ସହ ଧଳା ଶାଢ଼ୀ, ଉଡାଉଛି ଫ୍ୟାନ୍ସଙ୍କ ହୋସ୍

ମୁମ୍ବାଇ, ୨୦ ।୪ (ଓଡିଶା ଭାସ୍କର)   : ବଲିଉଡ୍ ର କୁଇନ୍ କଙ୍ଗନା ସବୁବେଳେ ନିଜର ବୟାନବାଜୀ ପାଇଁ ଚର୍ଚ୍ଚାରେ ଥାନ୍ତି । ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ୍ ଥାନ୍ତି । ପ୍ରତିଦିନ କିଛି ନା କିଛି ପୋଷ୍ଟ ସେୟାର…

୭ ଦିନ ଲକଡାଉନ୍ ଘୋଷଣା କଲେ ଏହି ରାଜ୍ୟ ସରକାର

ଦେଶରେ ବଢୁଥିବା କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢି ଚାଲିଛି । ଏହାକୁ ଦେଖି ଅନେକ ରାଜ୍ୟ ଲକଡାଉନ୍ ଘୋଷଣା କରିଛନ୍ତି । କରୋନାର ପ୍ରଭାବକୁ ଭାଙ୍ଗିବା ପାଇଁ ଝାଡଖଣ୍ଡ ସରକାର ନିଜ ରାଜ୍ୟକୁ ଲାକଡାଉନ୍ କରିବା ପାଇଁ…