fbpx
Browsing Category

କରୋନା

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୪ ଲକ୍ଷ ୩ ହଜାର ପାର

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୪ ଲକ୍ଷ ୩ ହଜାର ୯୯୪ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୪୨ ଲକ୍ଷ ୬୨…

DRDOର ଔଷଧ ‘2 DG’କୁ କୁହାଯାଉଛି କରୋନାର ‘ସଞ୍ଜୀବନୀ’, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ଚିନ୍ତା ଲାଗିରହିଥିବା ବେଳେ ଭାରତରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ 2 DG ଔଷଧ ଲଞ୍ଚ ହୋଇଛି । କରୋନା ବିରୋଧ ଯୁଦ୍ଧରେ DRDOର ଏହି ନୂଆ ଔଷଧ ଆଶାର କିରଣ ନେଇ ଆସିଛି । ଏହି ଔଷଧର…

ଏବେ ବିବାହ ଏବଂ ଅନ୍ତିମ ସଂସ୍କାର ପାଇଁ ନେବାକୁ ହେବ ଇ-ପରମିସନ

ଭୁବନେଶ୍ୱର: ରାଜଧାନୀରେ ବିବାହ କାର୍ଯ୍ୟ ତଥା ଅନ୍ତିମ ସଂସ୍କାର ପାଇଁ ଅନୁମତି ଦେବା ପାଇଁ କମିଶନରେଟ୍ ପୋଲିସ ସୋମବାର ଇ-ପୋଲିସ୍ ଲାଇସେନ୍ସ ସେବା ଆରମ୍ଭ କରିଛି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା…

ଭୁବନେଶ୍ୱରରୁ ଆଜି ୮୬୪ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୭ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୮୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ଖୁସି ଖବର : ଓଡ଼ିଶାରେ ଆଜି ୧୧,୮୨୧ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୭।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧,୮୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ସୋନୁଙ୍କ ଠାରୁ ଆସିନି କୌଣସି ସହଯୋଗ, ଗଞ୍ଜାମରେ ଅଭାବ ନାହିଁ ବେଡ୍

ବ୍ରହ୍ମପୁର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକମାନଙ୍କୁ ସାହାଯ୍ୟ କରିଆସୁଛନ୍ତି । ଲୋକଙ୍କୁ ଯାତାୟାତ ଠାରୁ ଆରମ୍ଭ କରି ବିଭିନ୍ନ ହସ୍ପିଟାଲରେ ପହଞ୍ଚିବା, କୋଭିଡ୍…

ଆଉ ଏକ ଭାରତୀୟ କମ୍ପାନି ପ୍ରସ୍ତୁତ କରିବ ‘ସ୍ପୁଟନିକ୍-ଭି’

ନୂଆଦିଲ୍ଲୀ,୧୭।୫(ଓଡ଼ିଶା ଭାସ୍କର): ମହାମାରୀ କରୋନା କବଳରେ କଲବଲ ହେଉଛି ସାରା ଦେଶ । ସବୁଠି ଶୁଭୁଛି କରୁଣ ସ୍ୱର । କେବେ ହଟିବ ଏ ମହାମାରୀ? ଏହି ଚିନ୍ତାରେ ସାରା ଦେଶବାସୀ । ମହାମାରୀର ଦ୍ୱିତୀୟ ଲହରରେ କୋଟିକୋଟି…

ମହାରାଷ୍ଟ୍ରରେ ବ୍ଲାକ୍ ଫଙ୍ଗସ୍ ନେଲାଣି ୫୨ ଜଣଙ୍କ ଜୀବନ

ମୁମ୍ବାଇ, ୧୪/୦୫(ଓଡିଶା ଭାସ୍କର) : ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି ବ୍ଲାକ୍ ଫଙ୍ଗସ୍ । ମହାରାଷ୍ଟ୍ରରେ ଏହି ସଂକ୍ରମଣ ନେଲାଣି ୫୨ ଜଣଙ୍କ ଜୀବନ । ଆଉ ଏହି ୫୨ ଜଣଙ୍କ ଠାରେ ବ୍ଲାକ୍ ଫଙ୍ଗସ୍ କୋଭିଡ୍ ମହାମାରୀରୁ…

ବିଦେଶରୁ ଏବେସୁଦ୍ଧା ଆସିଲାଣି ୪ଲକ୍ଷରୁ ଅଧିକ ରେମଡେସିଭର୍, ୧୨ହଜାରୁ ଅଧିକ ଅକ୍ସିଜେନ୍ ସିଲିଣ୍ଡର

ନୂଆଦିଲ୍ଲୀ, ୧୪/୦୫(ଓଡିଶା ଭାସ୍କର) : ଭାରତରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହା ଫଳରେ ହସ୍ପିଟାଲରେ ଅକ୍ସିଜେନର…