
Browsing Category
ସ୍ୱାସ୍ଥ୍ୟ
ଯାହାକୁ ମିନରଲ ୱାଟର ଭାବି ପିଉଛ, ତାହା ଯୋଗୁଁ ଉପୁଜିପାରେ ବନ୍ଧ୍ୟାକରଣ ସମସ୍ୟା: ରିସର୍ଚ୍ଚ
ଜଳ ବିନା ଜୀବନର କଳ୍ପନା କରାଯାଇପାରିବ ନାହିଁ । ଏକ ସମୟ ଥିଲା ଯେତେବେଳେ ଲୋକମାନେ ପୋଖରୀ, ନଦୀ ଓ କୂଅରୁ ପାଣି ନେଇ ସେମାନଙ୍କର ଶୋଷ ମେଣ୍ଟାଉଥିଲେ । ତା’ପରେ ହ୍ୟାଣ୍ଡ ପମ୍ପର ସମୟ ଆସିଗଲା, ସେପର୍ଯ୍ୟନ୍ତ ମାମଲା…
କର୍ମଜୀବୀ ମହିଳା ଏପରି ନିଅନ୍ତୁ ନିଜ ସ୍ୱାସ୍ଥ୍ୟର ଯତ୍ନ
ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କର୍ମଜୀବୀ ମହିଳାମାନେ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି । ଘର ଏବଂ ଅଫିସ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ସେମାନଙ୍କ ପାଇଁ ଏକ ଆହ୍ୱାନ ପାଲଟିଯାଇଛି । ଉଭୟ…
କମିବ ଗର୍ଭାଶୟ କର୍କଟର ଟେନସନ୍! ସାରା ଦେଶରେ ଦିଆଯିବ ଟିକା, ଜାଣନ୍ତୁ କେଉଁ ମାସରୁ ଆରମ୍ଭ ହେବ ଅଭିଯାନ
ମହିଳାମାନଙ୍କ ଠାରେ ଗର୍ଭାଶୟ କର୍କଟ ରୋଗର ସଙ୍କଟ ଲଗାତାର ଭାବେ ବୃଦ୍ଧି ପାଉଛି ଏବଂ ଏହି ରୋଗର ମୁକାବିଲା ପାଇଁ ସରକାର ବର୍ତ୍ତମାନ ଏକ ବଡ ଯୋଜନା କରୁଛନ୍ତି । ଏହା ଅଧୀନରେ ସାରା ଦେଶରେ ୯ ରୁ ୧୪ ବର୍ଷ ବୟସର…
କ’ଣ ଆପଣ ବି ଲଗାଉଛନ୍ତି ନିଜ ଶିଶୁ ଆଖିରେ କଜଳ? ଜାଣନ୍ତୁ କ’ଣ ରହିଛି ସାଇଡ଼ ଇଫେକ୍ଟ
ଭାରତରେ ପିଲାମାନଙ୍କ ଆଖିକୁ ସୁନ୍ଦର କରିବା ପାଇଁ ମା'ମାନେ ସେମାନଙ୍କ ଆଖିରେ କାଜଲ ବା କଜଳ ଲଗାଇବା ପରମ୍ପରା ଏବେ ମଧ୍ୟ ଚାଲି ଆସୁଛି । ତେବେ ବିଶ୍ୱାସ କରାଯାଇଥାଏ ଯେ ଏହା ଦ୍ୱାରା ପିଲାମାନଙ୍କୁ ଖରାପ ଦୃଷ୍ଟି…
ଆପଣଙ୍କର କିଡନୀ ଖରାପ ହେଲେ ଜାଣିବେ କିପରି? ଏ କ୍ଷେତ୍ରରେ ଦେଖାଦେଇଥାଏ ୧୩ଟି ବଡ଼ ଲକ୍ଷଣ, ଆଗୁଆ ସତର୍କ ରୁହନ୍ତୁ
ମଣିଷ ପାଇଁ କିଡନୀ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଶରୀରର ମଇଳା ପଦାର୍ଥକୁ ଫିଲ୍ଟର କରାଇବା ହେଉଛି ଏହାର ମୁଖ୍ୟ କାର୍ଯ୍ୟ । ତେଣୁ କିଡନୀରେ କୌଣସି ପ୍ରକାରର ସମସ୍ୟା ଦେଖାଦେଲେ ମଣିଷ ରୋଗଗ୍ରସ୍ତ ହୋଇଥାଏ । ଅନେକ ସମୟରେ…
ଗାଧୋଇବା ପରେ ଶରୀରରେ କାହିଁକି କରାଯାଏନି ତେଲ ମସାଜ ? ଏହି ସମସ୍ୟାକୁ ନେଇ ଚେତାବନୀ ଦେଇଛନ୍ତି ବିଶେଷଜ୍ଞ
ବର୍ତ୍ତମାନ ଶୀତ ଋତୁ ଚାଲିଥିବା ବେଳେ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ସ୍ୱାସ୍ଥ୍ୟ ସହ ଶରୀର ମଧ୍ୟ ଯତ୍ନ ନେଇଥାନ୍ତି । ଖାସ୍ କରି ଚର୍ମକୁ ଭଲ ଏବଂ ସତେଜ ରଖିବା ପାଇଁ ସେମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାନ୍ତି ।…
ଡାଇବେଟିସ ଏବଂ କର୍କଟ ପରି ରୋଗ ପାଇଁ ରାମବାଣ ହେଉଛି କଖାରୁ ମଞ୍ଜି! ଏବେଠାରୁ ନ ଫୋପାଡି ରଖନ୍ତୁ ସାଇତି
ଅନେକ ପନିପରିବା ଅଛି ଯାହାକୁ କାଟିବାବେଳେ, ଆମେ ସେଥିରୁ ମଞ୍ଜି ବାହାର କରି ଫିଙ୍ଗିଦେଇଥାଉ। ଯେତେବେଳେ କି, ଲୋକମାନେ ଜାଣନ୍ତି ନାହିଁ ଯେ ସେହି ମଞ୍ଜିରେ କିଛି ଉପକାରିତା ଗୁଣ ଅଛି। କଖାରୁ ମଧ୍ୟ ଏପରି ପନିପରିବା…
ଓଡ଼ିଶାରେ ପ୍ରଥମ: SCBରେ ସଫଳ ହେଲା ରକ୍ତ କର୍କଟ ରୋଗୀଙ୍କ ‘ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଦିନକୁ ଦିନ ଚିକିତ୍ସା କ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡ଼ୁଛି । ଏହା ମଧ୍ୟରେ କଟକ ବଡ଼ ମେଡିକାଲରେ ଏକ ବିରଳ ପ୍ରତିରୋପଣ କରାଯାଇଛି । ରାଜ୍ୟରେ…
ଆପଣଙ୍କ ପିଲାମାନଙ୍କଠାରେ ଦେଖାଯାଉଛି କି ଏହି ସବୁ ଲକ୍ଷଣ! ହୋଇପାରେ ପ୍ୟାନିକ ଆଟାକ’ର ସଙ୍କେତ, ଏପରି କରନ୍ତୁ ସୁରକ୍ଷା
ରୋଗ ବୟସ ଦେଖି ଆସିନଥାଏ । ବର୍ତ୍ତମାନ ସମୟରେ ଛୋଟ ପିଲାମାନେ ମଧ୍ୟ ଭୟଙ୍କର ରୋଗର ଶିକାର ହେଉଛନ୍ତି । ଏମାନଙ୍କ ମଧ୍ୟରେ ଅନ୍ୟତମ ହେଉଛି ପ୍ୟାନିକ ଆଟାକ । ଏହା ବଡ଼ ଲୋକମାନଙ୍କ ସହିତ ପିଲାମାନଙ୍କ ମଧ୍ୟରେ ବେଶ ସାଧାରଣ…
ସବୁ ସମୟରେ ମୋବାଇଲ ଦେଖୁଛନ୍ତି କି? ସାବଧାନ! ମସ୍ତିଷ୍କ ଉପରେ ପଡ଼ିପାରେଏହି ସବୁ ପ୍ରଭାବ
ବର୍ତ୍ତମାନ ସମୟରେ ମୋବାଇଲ ଲୋକମାନଙ୍କ ପାଇଁ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି । ମୋବାଇଲ ସାହାଯ୍ୟରେ ସାରା ବିଶ୍ୱକୁ ମନୁଷ୍ୟ ହାତ ମୁଠାରେ କଏଦ କରିପାରିବାର ସାମର୍ଥ୍ୟ ରହିଛି । ତେବେ ଏହା ଆମ ଦୈନନ୍ଦିନ ଜୀବନର ଏକ…