Browsing Category

ଦୁର୍ଗା ପୂଜା

ଏବର୍ଷ କେତେ ଦିନ ପାଳନ ହେବ ନବରାତ୍ରୀ? ବ୍ରତ ରଖିବା ପୂର୍ବରୁ ଜାଣି ନିଅନ୍ତୁ ପ୍ରକୃତ ତିଥି

ହିନ୍ଦୁ ଧର୍ମରେ ନବରାତ୍ରୀର ମହତ୍ତ୍ୱ ଖୁବ ଅଧିକ ରହିଥାଏ । ଏହା ଭିତରେ ଶାରଦୀୟ ନବରାତ୍ରୀ ହନ୍ଦୁ ଧର୍ମର ସବୁଠୁ ବଡ ପର୍ବ ଭାବରେ ପାଳନ କରାଯାଏ । ଭାରତୀୟ ପଞ୍ଚାଙ୍ଗ ଅନୁସାରେ, ଆଶ୍ୱୀନ ମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ…

ଗୋଟିଏ ବର୍ଷରେ କେତେ ଥର ଆସେ ନବରାତ୍ରି ? ଜାଣନ୍ତୁ ଗୁପ୍ତ ନବରାତ୍ରିର ରହସ୍ୟ

ଧର୍ମ ଗ୍ରନ୍ଥରେ ଦେବୀ ଉପାସନା ପାଇଁ ଅନେକ ପୂଜା-ପର୍ବାଣୀ, ବ୍ରତ ବିଷୟରେ କୁହାଯାଇଛି । ଏଥିରେ ନବରାତ୍ରି ବହୁତ ଖାସ୍ ହୋଇଥାଏ । ବର୍ଷରେ ୧ ନୁହେଁ ୪ ନବରାତ୍ରି ପାଳନ କରାଯାଏ । କିନ୍ତୁ ଅଧିକାଂଶ ଲୋକେ କେବଳ ୨…

ଦେଶବାସୀଙ୍କୁ ବିଜୟା ଦଶମୀ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି ହେଉଛି ବିଜୟା ଦଶମୀ । ଏହି ଦିନ ପ୍ରଭୁ ରାମଚନ୍ଦ୍ର ରାବଣକୁ ବଧ କରି ଅସତ୍ୟ ଉପରେ ଧର୍ମର ବିଜୟ ପ୍ରତିଷ୍ଠା କରିଥିଲେ । ତେବେ ଆଜିର ପବିତ୍ର ଦିବସରେ ଦେଶବାସୀଙ୍କ ମଙ୍ଗଳା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ…

ଦଶହରାରେ କରନ୍ତୁ ଏହି ଉପାୟ, ଦୂର ହେବ ନକରାତ୍ମକ ଶକ୍ତି

ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଦଶହରା ପାଳନ କରାଯାଇଥାଏ । ମାନ୍ୟତା ରହିଛି ଏହି ଦିନ ଭଗବାନ ଶ୍ରୀରାମ ରାବଣର ବଦ୍ଧ କରିଥିଲେ । ଏହି ଦିନକୁ ନେଇ ଅନ୍ୟ ଏକ ମାନ୍ୟତା ରହିଛି ଯେ ଏହି ଦିନ ମା’ ଦୁର୍ଗା…

ଶାରଦୀୟ ଦୁର୍ଗାଉତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ଚାଲିଛି ନାଗା ଉପାସନା

ପୁରୀ: ଶ୍ରୀକ୍ଷେତ୍ରରେ ନାଗା ଉପାସନା ବହୁ ପ୍ରାଚୀନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପରମ ପାବନ ଶ୍ରୀକ୍ଷେତ୍ରରେ ଶାରଦୀୟ ଦୁର୍ଗାଉତ୍ସବ ଅବସରେ ଚାଲିଛି ନାଗାଉପାସନା  । ଆବାହନମାନ କାଳରୁ ଶ୍ରୀକ୍ଷେତ୍ରର ଥିବା ଅନେକ…

ଦଶହରାରେ ନିଜ ରାଶି ହିସାବରେ କରନ୍ତୁ କାମ, ଶତ୍ରୁଙ୍କ ଉପରେ ସର୍ବଦା ମିଳିବ ବିଜୟ

ଦଶହରା ଦିନ ଭଗବାନ ଶ୍ରୀରାମ ରାବଣର ବଧ କରିଥିଲେ । ଦଶହରା ଦିନରେ କିଛି ଖାସ୍ ଉପାୟ ମାଧ୍ୟମରେ ଶତ୍ରୁ ଉପରେ ବିଜୟ ହାସଲ କରାଯାଇ ପାରିବ । ଦଶହରାରେ ନିଜ ରାଶି ହିସାବରେ କିଛି କାମ କରିବା ଦ୍ୱାରା ଆପଣ ବି ଶତ୍ରୁଙ୍କ…

ଗ୍ୟାସ ସିଲିଣ୍ଡର୍ ବୁକ୍ କଲେ ମିଳିବ ୧୦ହଜାର ଟଙ୍କାର ସୁନା ଜିତିବାର ମଉକା, ଜାଣନ୍ତୁ କଣ ରହିଛି ଦୁର୍ଗା ପୂଜା ଅଫର୍

ନୂଆଦିଲ୍ଲୀ: ଗ୍ୟାସ ସିଲିଣ୍ଡରର ଦାମ୍ ବୃଦ୍ଧି ପାଉଥିବାରୁ ସାଧାରଣ ଲୋକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ୁଛି । ବର୍ତ୍ତମାନ ପେଟ୍ରୋଲ-ଡିଜେଲ୍ ଦର ମଧ୍ୟ ବଢ଼ିଚାଲିଛି । ତେଣୁ ବିଭିନ୍ନ ଜିନିଷର ଦରଦାମ୍ ବୃଦ୍ଧି…

ଦୁର୍ଗାଷ୍ଟମୀରେ ମା’ଙ୍କ କୃପା ପାଇବାକୁ ଚାହାଁନ୍ତି କି? ତେବେ କରନ୍ତୁ ଏହି ଉପାୟ

ଶାରଦୀୟ ଦୁର୍ଗାପୂଜାର ଆଜି ଅଷ୍ଟମୀର ତିଥିରେ ମା’ ଦୁର୍ଗାଙ୍କ ୮ମ ସ୍ୱରୂପ ତଥା ମା' ମହାଗୌରୀଙ୍କ ପୂଜା କରାଯାଉଛି । କୁହାଯାଏ ଯେ, ମା ମହାଗୌରୀ ପ୍ରସନ୍ନ ହେଲେ ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ କରିବା ସହିତ ପାପର…

ଶନିଦୋଷରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ନବରାତ୍ରିର ସପ୍ତମୀରେ କରନ୍ତୁ କାଳରାତ୍ରୀଙ୍କ ପୂଜା

ହିନ୍ଦୁଧର୍ମରେ ନବରାତ୍ରିର ବିଶେଷ ମହତ୍ତ୍ୱ ରହିଛି । ଶାରଦୀୟ ନବରାତ୍ରିର ବ୍ରତର ପର୍ବ ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷର ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ । ନବରାତ୍ରୀର ୯ ଦିନ ମଧ୍ୟରେ ମା ଦୁର୍ଗାଙ୍କ ଅଲଗା…

ନବରାତ୍ରି ମହାଷ୍ଟମୀ ଅକ୍ଟୋବର୧୩ ନା ୧୪ରେ? ଜାଣନ୍ତୁ କେଉଁ ତାରିଖଟି ଠିକ୍ ଓ ପୂଜାର ଶୁଭ ମୁହୂର୍ତ୍ତ

ଓଡ଼ିଶା ଭାସ୍କର ବ୍ୟୁରୋ: ନବରାତ୍ରିରେ ମା' ଦୁର୍ଗାଙ୍କ ପୂଜା କରିବା ବିଶେଷ କଲ୍ୟାଣକାରୀ ହୋଇଥାଏ । ଆଦି ଶକ୍ତି ମା' ଦୁର୍ଗାଙ୍କ ପରମ କୃପା ପ୍ରାପ୍ତ କରିବା ପାଇଁ ଏହା ହେଉଛି ସବୁଠାରୁ ଭଲ ଓ ସଠିକ୍ ମୁହୂର୍ତ୍ତ । ତେବେ…