fbpx
Browsing Category

ବିଦେଶ

ଚାଇନା ପାଇଁ ବହୁ କ୍ଷତିକାର ହେବାର ଲାଗିଛି କରୋନା;ଗୋଟେ ଦିନରେ ଯାଉଛି ୩୬,୦୦୦ ହଜାର ଲୋକଙ୍କ ଜୀବନ

ନୂଆଦିଲ୍ଲୀ:ଚାଇନାରେ କରୋନା ଜୀବାଣୁ ର ତରଙ୍ଗ ଆଶଙ୍କା ଅପେକ୍ଷା ଅଧିକ ବିପଜ୍ଜନକ ବୋଲି ପ୍ରମାଣିତ ହେଉଛି । ମଙ୍ଗଳବାର ଦିନ ପ୍ରକାଶିତ ଏକ ନୂତନ ପ୍ରୋଜେକ୍ଟ ଅନୁଯାୟୀ, କୋଭିଡ ସଂକ୍ରମଣ ହେତୁ ଜାନୁଆରୀ ୨୬ ପର୍ଯ୍ୟନ୍ତ…

କରାଚିର କେଉଁ ସ୍ଥାନରେ ଲୁଚିଛି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ? ଭଣଜା କହିଲା ଠିକଣା

ନୂଆଦିଲ୍ଲୀ: ୨୦୨୨ ସେପ୍ଟେମ୍ବରରେ ଏନଆଇଏ ଦାଉଦ ଇବ୍ରାହିମର ଭଉଣୀ ହସିନା ପାରକରଙ୍କ ପୁଅ ଅଲିଶାହର ବୟାନ ରେକର୍ଡ କରିଥିଲା, ଯେଉଁଥିରେ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି । ଦାଉଦ ଇବ୍ରାହିମ୍ ଏବଂ ଡି କମ୍ପାନୀ ସହ ସମ୍ବନ୍ଧ…

୬ ଦଶକ ପରେ ପ୍ରଥମଥର ପାଇଁ କମିଲା ଚୀନର ଜନସଂଖ୍ୟା: ଖୋଦ୍ ଡ୍ରାଗନ୍ କଲା ଘୋଷଣା, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଅଧିକ ଜନବହୁଳ ଦେଶ ଚୀନର ଜନସଂଖ୍ୟା ୬ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ହ୍ରାସ ପାଇବାରେ ଲାଗିଛି । ଚୀନ୍ ନିଜେ ଏହା ଘୋଷଣା କରିଛି । ବେଜିଂର ଜାତୀୟ ପରିସଂଖ୍ୟାନ ବ୍ୟୁରୋ ଅନୁଯାୟୀ,…

ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ବଡ଼ ଆକ୍ସନ: ୨୭୧ ଜଣ ବିଧାୟକ ଓ ସାଂସଦ ସସପେଣ୍ଡ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାକିସ୍ତାନର ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି । ଦେଶରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ରହିଥିବା ବେଳେ ପାକିସ୍ତାନ ବିଭିନ୍ନ ଦେଶ ତଥା ଅନ୍ତର୍ଜାତୀୟ ସଂଗଠନରୁ ଋଣ ପାଇଁ…

ଜୁନ ପରେ ଭାରତରେ ଆସିପାରେ ମାନ୍ଦାବସ୍ଥା: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ

ନୂଆଦିଲ୍ଲୀ: ଆସନ୍ତା ଜୁନ ମାସ ପରେ ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା ଦେଖାଦେଇପାରେ । ତେଣୁ ଏପରି ସ୍ଥିତିରେ ମାନ୍ଦାବସ୍ଥାର ପ୍ରଭାବ ଯେପରି ଭାରତୀୟଙ୍କ ଉପରେ ନ ପଡ଼ିବ ସେନେଇ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି ।…

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ, ୬ବର୍ଷର ଶିଶୁ ସମେତ ୬ ମୃତ

ନ୍ୟୁୟର୍କ: ଆମେରିକା କାଲିଫର୍ଣ୍ଣିଆରେ ପୁଣି ଥରେ ଏକ ହୃଦୟ ବିଦାରକ ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ୬ବର୍ଷ ଶିଶୁ ସମେତ ୬ଜଣଙ୍କ ମୃତ୍ୟୁ ଘଟିଥିବା କଥା ସାମ୍ନାକୁ ଆସିଛି । ୨ଅଭିଯୁକ୍ତଙ୍କୁ ଧରିବା ନେଇ ପୋଲିସ…

ପାକିସ୍ତାନକୁ ବଡ଼ ଝଟକା: ଅବଦୁଲ ରେହମାନକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କଲା ମିଳିତ ଜାତିସଂଘ

ନୂଆଦିଲ୍ଲୀ: ଆତଙ୍କବାଦ କାର୍ଯ୍ୟକଳାପର ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ଲାଗିଛି ଏକ ବଡ଼ ଝଟକା । ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କୀକୁ ଗ୍ଲୋବାଲ ଆତଙ୍କୀ ଭାବେ ଘୋଷଣା କରିଛି…

ଏଣିକି ଆଇସୋଲେସନରେ ରହିବେ କେତେ ଦିନ ? WHO ଜାରି କଲା କରୋନାର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଚୀନ୍ ଜାପାନ ଓ ଆମେରିକା ସହିତ ବିଶ୍ୱର ଅନେକ ଦେଶରେ କରୋନାର ନୂଆ ତରଙ୍ଗ ଯୋଗୁଁ ହାହାକାର ସୃଷ୍ଟି ହୋଇଛି । ଏହି ଦେଶଗୁଡ଼ିକରେ ବଢ଼ୁଥିବା ମାମଲା ଯୋଗୁଁ ଭାରତ ମଧ୍ୟ ଚିନ୍ତାରେ ପଡ଼ିଯାଇଛି । ଆମେରିକାର ରୋଗ…

ଦୁନିଆର ସବୁଠାରୁ ବିପଜ୍ଜନକ ବିମାନବନ୍ଦର, ଯେଉଁଠାରେ ଅବତରଣ ସମୟରେ ପାଇଲଟ୍ କୁ ମଧ୍ୟ ଲାଗିଥାଏ ଡର

ନୂଆଦିଲ୍ଲୀ :ଜାନୁଆରୀ ୧୫, ରବିବାର ଦିନ ନେପାଳର ପୋଖରାଠାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ସମୁଦାୟ ୭୨ ଜଣ ଲୋକ ଥିଲେ। ଏଥିମଧ୍ୟରୁ ୬୮ ଜଣ ଯାତ୍ରୀ ଏବଂ ୪ ଜଣ କ୍ରୁ ସଦସ୍ୟ ଥିଲେ। ଏହି…

ବିନା ପ୍ୟାଣ୍ଟରେ ପୁରୁଷ ଏବଂ ମହିଳା କରୁଛନ୍ତି ଟ୍ରେନରେ ଯାତ୍ରା,ଏହାର କାରଣ ଜାଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:ଲଣ୍ଡନର ମେଟ୍ରୋ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ଅଜବ ଫଟୋ ଭାଇରାଲ ହେଉଛି। ଏହି ଫଟୋଗୁଡ଼ିକରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଲୋକମାନେ ପ୍ୟାଣ୍ଟ ବିନା ଯାତ୍ରା କରୁଛନ୍ତି । ଅନ୍ୟ ସମସ୍ତ ଜିନିଷ…