fbpx
Browsing Category

ବିଦେଶ

ଇସ୍ରାଏଲ ବିରୁଦ୍ଧରେ ଆମେରିକା ନେବ ବଡ କାର୍ଯ୍ୟାନୁଷ୍ଠାନ , ରାଗରେ ଜଳୁଛନ୍ତି ବେଞ୍ଜାମିନ୍ ନେତନ୍ୟାହୁ

ତେଲଆଭିଭ୍‌: ଇସ୍ରାଏଲ୍ ସେନା ପାଲେଷ୍ଟାଇନ୍ ୱେଷ୍ଟବ୍ୟାଙ୍କରେ ମାନବାଧିକାର ଉଲଙ୍ଘନ କରିଥିବା ନେଇ ଗମ୍ଭୀର ଅଭିଯୋଗ ହୋଇଛି । ଏହାରି ମଧ୍ୟରେ ଏପରି ଖବର ଆସିଛି କି ଆମେରିକା ସେଠାରେ ସାଧାରଣ ଲୋକଙ୍କୁ ଟାର୍ଗେଟ୍…

ଶରଣାର୍ଥୀ କ୍ୟାମ୍ପ ଉପରେ ଲଗାତାର ଆକ୍ରମଣ: ୧୪ ଜଣଙ୍କ ମୃତ୍ୟୁ, ଏକାଧିକ ଆହତ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଇସ୍ରାଏଲକୁ ନେଇ ଚିନ୍ତିତ ରହିଛି । ଗୋଟିଏ ପଟେ ହମାସ ସହ ଯୁଦ୍ଧ ଲାଗି ରହିଥିବା ବେଳେ ଇରାନ ବିପକ୍ଷରେ ମଧ୍ୟ ତିକ୍ତତା ଆରମ୍ଭ ହୋଇଛି । ଏହାମଧ୍ୟରେ ଆଜି ହମାସର ଶରଣାର୍ଥୀ କ୍ୟାମ୍ପରେ…

ବିନାଶକ କ୍ଷେପଣାସ୍ତ୍ର ତିଆରି କରୁଥିଲା ପାକିସ୍ତାନ: ଆମେରିକା ନେଲା ବଡ କାର୍ଯ୍ୟାନୁଷ୍ଠାନ

ୱାଶିଂଟନ୍‌: ପାକିସ୍ତାନର ମିସାଇଲ୍ କାର୍ଯ୍ୟକ୍ରମ ଲାଗି ବିଭିନ୍ନ ଉପକରଣ ଯୋଗାଉଥିବା ଚୀନ୍‌ର ୩ ଓ ବେଲାରୁଷର ଏକ କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧ ଲଗାଇଛି । ଆମେରିକା ବିଦେଶ ବିଭାଗ କହିଛି ଯେଉଁ କମ୍ପାନୀ ଉପରେ…

ପାକିସ୍ତାନରେ ଘଟିଲା ଏକ ବିରଳ ଘଟଣା: ଏକସଙ୍ଗେ ୬ ଜଣ ଶିଶୁଙ୍କୁ ଜନ୍ମଦେଲେ ଜଣେ ମହିଳା

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଶିଶୁ ଜନ୍ମ ସହ ଜଡ଼ିତ ଏପରି କିଛି ମାମଲା ଘଟିଯାଏ, ଯାହାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ । ପୂର୍ବରୁ ଏକାଧିକ ମୁଣ୍ଡ, ହାତ ଓ ଗୋଡ଼ ଥାଇ କିଛି ଶିଶୁ ଜନ୍ମଲାଭ କରିଥିବାର ଖବର…

ଏଲନ୍ ମସ୍କଙ୍କ ଭାରତ ଯାତ୍ରା ହେଲା ରଦ୍ଦ, ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହେବାର ଥିଲା ଆଲୋଚନା

ନୂଆଦିଲ୍ଲୀ: ଟେସଲା ସିଇଓ ଏଲନ୍ ମସ୍କ ଏପ୍ରିଲ ୨୧ ଓ ୨୨ରେ ଭାରତ ଗସ୍ତରେ ଆସିବାର ଥିଲା । କିନ୍ତୁ ଏକ ବିଶେଷ ସୂତ୍ରରୁ ଜଣାପଡିଛି କି ସେ ତାଙ୍କର ଯାତ୍ରା ସ୍ଥଗିତ କରି ଦେଇଛନ୍ତି । ଏହି ଯାତ୍ରା ସମୟରେ ସେ…

(Video)ଇରାନ ପରେ ଇରାକରେ ଏୟାର ଷ୍ଟ୍ରାଇକ୍: ମିଲିଟାରୀ ବେସରେ ଜବରଦସ୍ତ ବିସ୍ଫୋରଣ, ଇସ୍ରାଏଲ ଉପରେ ଆକ୍ରମଣର ସନ୍ଦେହ

ନୂଆଦିଲ୍ଲୀ: ଇରାକର 'ଲୋକପ୍ରିୟ ମୋବାଇଲାଇଜେସନ୍ ଫୋର୍ସ' (ପିଏମଏଫ) କହିଛି ଯେ ଶୁକ୍ରବାର (ଏପ୍ରିଲ ୧୯) ରାତିରେ ଏହାର କଲସୋ ମିଲିଟାରୀ ବେସର କମାଣ୍ଡ ପୋଷ୍ଟରେ ଏକ ଜବରଦସ୍ତ ବିସ୍ଫୋରଣ ଘଟିଛି । କାଲସୋ ମିଲିଟାରୀ…

ଏପ୍ରିଲ ୩୦ ପର୍ଯ୍ୟନ୍ତ ତେଲ୍ ଆଭିବକୁ ସମସ୍ତ ବିମାନ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଏପ୍ରିଲ ୩୦ ପର୍ଯ୍ୟନ୍ତ ତେଲ୍ ଆଭିବକୁ ସମସ୍ତ ବିମାନ ବାତିଲ କଲା ଏୟାର ଇଣ୍ଡିଆ। ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାର ଇଣ୍ଡିଆ ଶୁକ୍ରବାର କହିଛି ଯେ ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ…

ଏଭରେଷ୍ଟ ‘ଫିସ୍ କରି’ ମସଲା ଉପରେ ଲାଗିଲା ପ୍ରତିବନ୍ଧ, ସିଙ୍ଗାପୁର ଖାଦ୍ୟ ଏଜେନ୍ସୀ ଆଣିଲା ଏପରି ଅଭିଯୋଗ

ନୂଆଦିଲ୍ଲୀ: ଭାରତର ଚର୍ଚ୍ଚିତ ମସଲା ବ୍ରାଣ୍ଡ ଏଭରେଷ୍ଟର ‘ଫିସ୍ କରୀ ମସଲା’ ଉପରେ ସିଙ୍ଗାପୁରରେ ଲାଗିଲା ପ୍ରତିବନ୍ଧ । ଏପ୍ରିଲ ୧୮ ତାରିଖରେ ଜାରି ଏକ ବୟାନ ଅନୁସାରେ ସିଙ୍ଗାପୁର ଖାଦ୍ୟ ଏଜେନ୍ସୀ ଏଭରେଷ୍ଟର ଫିସ୍ କରୀ…

ଇରାନ ଉପରେ ଆକ୍ରମଣ କଲା ଇସ୍ରାଏଲ, ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଟାର୍ଗେଟ କରିବା ନେଇ ଦାବି

ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ ମିସାଇଲ ଆକ୍ରମଣ କରିବା ଖବର ସାମ୍ନାକୁ ଆସିଛି । କିଛି ରିପୋର୍ଟରେ କୁହାଯାଇଛି ଯେ, ଇସ୍ରାଏଲର କ୍ଷେପଣାସ୍ତ୍ର ଇରାନର ଆଣବିକ କାରଖାନାକୁ ଟାର୍ଗେଟ କରିଛି । ଏହି ଆକ୍ରମଣ ଖବର…

କେନିୟାରେ ବିମାନ ଦୁର୍ଘଟଣାଗ୍ରସ୍ତ: ଅତିକମରେ ୮ ଜଣ ମିଲିଟାରୀ ଅଫିସରଙ୍କ ମୃତ୍ୟୁ ନେଇ ସୂଚନା

ନୂଆଦିଲ୍ଲୀ: କେନିଆରୁ ଆସିଛି ଏକ ବଡ଼ ଖବର । ଏକ ବିମାନ ଦୁର୍ଘଟଣା ହେବା ସହ ସେଥିରେ ଅତିକମରେ ୮ ଜଣ ମିଲିଟାରୀ ଅଫିସରଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ଉକ୍ତ ବିମାନରେ କେନିୟା ପ୍ରତିରକ୍ଷା ବାହିନୀ ମୁଖ୍ୟ…