fbpx
Browsing Category

ବିଦେଶ

ଇରାନ୍‌-ଇସ୍ରାଏଲ ଯୁଦ୍ଧ ହେଲେ କାହାର ହେବ ବିଜୟ? କାହାର କେତେ ଶକ୍ତି? ଜାଣନ୍ତୁ….

ଓଡ଼ିଶା ଭାସ୍କର: ବର୍ତ୍ତମାନ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ଇରାନ୍‌-ଇସ୍ରାଏଲ ମଧ୍ୟରେ ତିକ୍ତତା । ଉଭୟ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ଯୁଦ୍ଧର ପୂର୍ବଭାଷ ଦେଇଛି । ଶନିବାର ରାତିରେ ଇସ୍ରାଏଲ ଉପରେ…

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଦଳିଯିବ ବିଶ୍ୱ, AI ଆଙ୍କିଲା ଭୟଙ୍କର ଚିତ୍ର

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ସୋସିଆଲ ମିଡିଆରେ ଏହା ଚର୍ଚ୍ଚା ହେଉଛି କି ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ଗତି କରୁଛି । ବିଶେଷଜ୍ଞଙ୍କ ମତ ତୃତୀୟ ବିଶ୍ୱଯୁଦ୍ଧ ଦୁଇ ଶକ୍ତିଶାଳୀ ଦେଶ ମଧ୍ୟରେ…

ଆଫଗାନିସ୍ତାନ ଏବଂ ପାକିସ୍ତାନରେ ବନ୍ୟା: ବଜ୍ରପାତ ଯୋଗୁଁ ୫୭ ମୃତ, ମରିଗଲେ ୨୫୦ ରୁ ଅଧିକ ପ୍ରାଣୀ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଏବଂ ପାକିସ୍ତାନରେ ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ ୫୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଉଭୟ ଦେଶରେ ଏକ ହଜାରରୁ ଅଧିକ ଘର ନଷ୍ଟ ହେବା ସହ ୨୫୦ ରୁ ଅଧିକ ପ୍ରାଣୀଙ୍କର ମଧ୍ୟ ମୃତ୍ୟୁ…

ଇସ୍ରାଏଲକୁ ସପୋର୍ଟ କରୁଛି ଆମେରିକା: ଇରାନର ୬ ମିସାଇଲ ୮୦ ଡ୍ରୋନକୁ ନଷ୍ଟ କରିଥିବା ଦାବି

ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛି ଇରାନ । ଇସ୍ରାଏଲର ବିଭିନ୍ନ ସହର ଉପରକୁ ଇରାନ୍ ଏକା ସାଙ୍ଗରେ ୩୦୦ ଡ୍ରୋନ୍ ଏବଂ ମିସାଇଲ ଆଟାକ କରିଛି । ତେବେ ଏହାର ୯୯% ମିସାଇଲ…

ଅଣ୍ଡରୱାର୍ଲ୍ଡ ଡନ୍ ଅମୀର ସରଫରାଜକୁୁ ଗୁଳି କରି ହତ୍ୟା, ସରବଜିତ୍ ମର୍ଡର କେସ୍‌ରେ ଥିଲା ସାମିଲ

ନୂଆଦିଲ୍ଲୀ: ପାକିସ୍ତାନରେ ଏକ ଅଣ୍ଡରୱାର୍ଲ୍ଡ ଡନ୍‌ର ହତ୍ୟା କରିଦିଆଯାଇଛି । କୁହାଯାଉଛି କି କେହି ଅଜ୍ଞାତ ବ୍ୟକ୍ତି ଗୁଳି କରି ଅଣ୍ଡରୱାର୍ଲ୍ଡ ଡନ୍ ଅମୀର ସରଫରାଜକୁ ହତ୍ୟା କରିଛି । ଲାହୋରରେ ତା’କୁ ହତ୍ୟା କରାଯାଇଛି…

Iran attack Israel: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ମଧ୍ୟରେ ଭାରତୀୟ ଦୂତାବାସ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି

ଗତକାଲି ରାତି ଅଧରେ ଇରାନ ଇସ୍ରାଏଲ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା । ଇରାନ ନିଜ କ୍ଷେତ୍ରରୁ ଇସ୍ରାଏଲ ଉପରେ ଡ୍ରୋନ ମାଡ଼ କରିଥିବା ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି । ଇରାନ ଆକ୍ରମଣ ପରେ ଇସ୍ରାଏଲ ଡିଫେନ୍ସ ଫୋର୍ସ…

ପାକିସ୍ତାନରୁ ଆସିଲା ଚାଞ୍ଚଲ୍ୟକର ଘଟଣା: ଜଣେ ଶିଖ ବ୍ୟକ୍ତିଙ୍କୁ ଉଲଗ୍ନ କରି ପିଟିଲେ କିଛି ଯୁବକ, ରାସ୍ତାକୁ ଉଠିଲେ ଜନତା

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଜଣେ ଶିଖ ବ୍ୟକ୍ତିଙ୍କୁ କିଛି ଯୁବକ ଉଲଗ୍ନ କରି ବର୍ବରୋଚିତ ଭାବେ ପିଟୁଥିବାର ଖବର ସାମ୍ନାକୁ ଆସିଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା…

‘ଆମର ଉଦ୍ଦେଶ୍ୟ ପୂରଣ ହୋଇସାରିଛି, କିନ୍ତୁ ଆମକୁ ଉତ୍ତେଜିତ କଲେ ପରିଣତି ଭୟଙ୍କର ହେବ’: ଇରାନ ଇସ୍ରାଏଲକୁ ଦେଲା ଏପରି ଚେତାବନୀ(Watch)

ନୂଆଦିଲ୍ଲୀ:ଗତ କାଲି ରାତି ଅଧରେ ଇରାନ୍ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି । ଏହି ଆକ୍ରମଣକୁ ନେଇ ଇରାନ କହିଛି ଇସ୍ରାଏଲ୍ ପକ୍ଷରୁ ଇରାନର ଡାମାସ୍କସ୍ ଦୂତାବାସ ଉପରେ ଯେଉଁ ଆକ୍ରମଣ କରାଯାଇଥିଲା ତାହାର…

ତରଳିବାରେ ଲାଗିଛିି ୩୦ ବର୍ଷ ଧରି ପଡି ରହିଥିବା ୯୨୦ଫୁଟ ଉଚ୍ଚତା ବିଶିଷ୍ଟ ବିଶାଳକାୟ ବରଫଖଣ୍ଡ , ସାମ୍ନାକୁ ଆସିଲା ଉପଗ୍ରହ ଚିତ୍ର

ନୂଆଦିଲ୍ଲୀ: ବର୍ଷ ୧୯୮୬ରେ ଆଣ୍ଟାର୍କଟିକାରୁ ଖସିଥିବା ଏକ ବିଶାଳକାୟ ବରଫଖଣ୍ଡ ଏବେ ଆଗକୁ ବଢିବାରେ ଲାଗିଛି । ଗତ ୩୦ ବର୍ଷ ଧରି ଏହି ବରଫଖଣ୍ଡ ବେଡେଲ୍ ସାଗରରେ ଗୋଟିଏ ସ୍ଥାନରେ ସ୍ଥିର ଥିଲା । କିନ୍ତୁ ଏବେ ଏହା ନିଜ…

ଗୁଳିର ଶବ୍ଦରେ କମ୍ପିଲା ଆମେରିକା! ଚିକାଗୋରେ ୩ ଶିଶୁଙ୍କ ସମେତ ୭ ଜଣ ଆହତ, ଗୁଳିକାଣ୍ଡର Video ଭାଇରାଲ

ନୂଆଦିଲ୍ଲୀ: ଆମେରିକାର ଇଲିନୋଇସ୍ ରାଜ୍ୟର ଚିକାଗୋ ସହରରେ ପୁଣି ଥରେ ଗୁଳିକାଣ୍ଡର ଘଟଣା ସାମ୍ନାକୁ ଆସିଛି । ବ୍ୟାକ୍ ଅଫ୍ ଦି ୟାର୍ଡ ନାମକ ଏକ ଅଞ୍ଚଳରେ ଘଟିଥିବା ଏହି ଗୁଳିରେ ପିଲାମାନଙ୍କ ସମେତ ଅନେକ ଲୋକ ଆହତ…