fbpx
Browsing Category

ବିଦେଶ

ପାକିସ୍ତାନ ପ୍ରଧାନମନ୍ତ୍ରୀ ପାଇଁ ଶାହାବାଜ ସରିଫ ବିରୋଧୀଙ୍କ ପ୍ରାର୍ଥୀ, ଇମ୍ରାନଙ୍କ ପକ୍ଷରୁ ଶାହା ମେହମୁଦ କୁରେଶୀ ପ୍ରାର୍ଥୀ

ଅବିଶ୍ୱାସ ପ୍ରସ୍ତାବରେ ବହୁମତ ହରାଇବା ପରେ ଇମ୍ରାନ ଖାନ ଇସ୍ତଫା ଦେଇଛନ୍ତି । ଏହା ପରେ ଶାହାବାଜ ସରିଫ ପ୍ରଧାନମନ୍ତ୍ରୀ ପଦ ପାଇଁ ନୂଆ ଚେହେରା ଭାବରେ ଉଭା ହୋଇଛନ୍ତି । ସମସ୍ତ  ୧୭୪ ବିରୋଧୀ ସାଂସଦ ଶାହାବାଜଙ୍କ…

୧୩ ହଜାର ଫୁଟ ଉଚ୍ଚତାରେ ଉଡ଼ୁଥିଲେ ମହିଳା, ହଠାତ୍ ପାରାଶ୍ୟୁଟ୍ ତାଙ୍କର ପାଦରେ ଛନ୍ଦି ହୋଇଗଲା, ଜାଣନ୍ତୁ ତା’ପରେ କ’ଣ ହେଲା

ନୂଆଦିଲ୍ଲୀ: ଆଜିକାଲିର ଦୈନନ୍ଦିନ ଜୀବନରେ ଅନେକ ଘଟଣା ଦୁର୍ଘଟଣା ଦେଖିବାକୁ ମିଳୁଛି । ଅନେକ ସମୟରେ ସାମାନ୍ୟ ଦୁର୍ଘଟଣାରେ ଜଣଙ୍କର ଜୀବନ ଚାଲିଯାଉଥିବା ବେଳେ ଭୟଙ୍କର ଦୁର୍ଘଟଣାରୁ ମଧ୍ୟ ଅନେକ ବର୍ତ୍ତି ଯାଉଛନ୍ତି ।…

ଶାହବାଜ ପାକିସ୍ତାନର ପରବର୍ତ୍ତୀ ପିଏମ୍!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନ୍ ବିଦା ହେବା ପରେ ଏବେ ପାକିସ୍ତାନ ପାଇବ ଜଣେ ନୂଆ ପ୍ରଧାନମନ୍ତ୍ରୀ । ତେବେ କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ତାହାକୁ ନେଇ ଏବେ ରାଜନୈତିକ ମହଲରେ…

ସରିଲା ଇମ୍ରାନଙ୍କ ଖେଳ, ଅନାସ୍ଥା ପ୍ରସ୍ତାବରେ ହାରି ପ୍ରଧାନମନ୍ତ୍ରୀ ପଦରୁ ବିଦାହେଲେ

ନୂଆଦିଲ୍ଲୀ: ପାକିସ୍ତାନରେ କିଛିଦିନ ଧରି ଲାଗି ରହିଥିବା ରାଜନୈତିକ ଅସ୍ଥିରତା ଉପରେ ଏକପ୍ରକାରର ରୋକ୍ ଲାଗିଛି । ସମାପ୍ତ ହୋଇଛି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଖେଳ । ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଅନାସ୍ଥା…

ଓମିକ୍ରନ ଓ XE ଭାରିଆଣ୍ଟ ଉପରେ ପ୍ରଭାବୀ ସ୍ପୁଟନିକ-V ଏବଂ ସ୍ପୁଟନିକ ଲାଇଟ୍: ଋଷର ଦାବି

ଚୀନ ସହ ଅନେକ ଦେଶରେ ବର୍ତ୍ତମାନ ପୁଣି କରୋନା ସଂକ୍ରମଣ ହେବାରେ ଲାଗିଛି । ଏହାରି ମଧ୍ୟରେ କରୋନା ଭାରିଆଣ୍ଟ ଓମିକ୍ରନ ଏବଂ ଏକ୍ସଇ ଉପରେ ସ୍ପୁଟନିକ୍-ଭି ଏବଂ ସ୍ପୁଟନିକ୍ ଲାଇଟ ସହ ନାଜାଲ ଭାକ୍ସିନ ପ୍ରଭାବୀ ବୋଲି ଦାବି…

ଇମ୍ରାନ ଖାନଙ୍କୁ ଘାରିଲା ଗିରଫଦାରୀର ଭୟ, ପଦ ଛାଡିବା ପୂର୍ବରୁ ରଖିଲେ ତିନି ସର୍ତ୍ତ

ନୂଆଦିଲ୍ଲୀ: ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ପୂର୍ବରୁ ତିନୋଟି ସର୍ତ୍ତ ରଖିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ପଦ ହରାଇବା ପରେ ଇମ୍ରାନଙ୍କୁ ଏବେ ଗିରଫଦାରୀର ଭୟ ଘାରିଛି। ତେଣୁ…

ଚାଷୀଙ୍କ ପାଇଁ ଖୁସି ଖବର: ଏବେ ଏହି ଜାଗାକୁ କଦଳୀ ଏବଂ ବେବି କର୍ନ ରପ୍ତାନୀ କରିବ ଭାରତ

ନୂଆଦିଲ୍ଲୀ: ଭାରତର ଚାଷୀମାନାଙ୍କ ପାଇଁ ଆସିଛି ଖୁସି ଖବର । ଏବେ ଦେଶର କୃଷକମାନେ ମଧ୍ୟ ହେବେ ଲାଭବାନ । କାରଣ ଖୁବ ଶୀଘ୍ର ବିଦେଶୀ ବଜାରକୁ ରପ୍ତାନୀ ହେବ ଭାରତରେ ଉତ୍ପାଦନ ହେଉଥିବା ଫଳ । ଏ ନେଇ ସରକାରଙ୍କ ତରଫରୁ ଏକ…

ସୁଇମିଂ ପୁଲରେ ଜନ୍ମଦିନ ପାଳନ କଲେ ଅଷ୍ଟ୍ରେଲିଆର କୋଟିପତି ଗୁଟକା ବେପାରୀ

ଅଷ୍ଟ୍ରେଲିଆର କୋଟିପତି ଗୁଟକା ବେପାରୀ ଟ୍ରେଭେର୍ସ ବେୟୋନ ନିଜର ଜନ୍ମଦିନ ପାଳନ ପାଇଁ ଜଣାଶୁଣା । ନିକଟରେ ସେ ତାଙ୍କର ୫୦ ତମ ଜନ୍ମଦିବସକୁ ଖୁବ ଧୁମଧାମରେ ପାଳନ କରିଛନ୍ତି । ଜନ୍ମଦିନ ଅସରରେ ୧୫୦ ସୁନ୍ଦରୀ ମହିଳାଙ୍କ…

ଅବିଶ୍ୱାସ ଭୋଟ କରିବାକୁ ପୁଣି ମନା କଲେ ବାଚସ୍ପତି, କହିଲେ ମୁଁ ଇମ୍ରାନ ଖାନଙ୍କ ସହିତ ଧୋକା କରିପାରିବି ନାହିଁ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୁଦ୍ଧରେ ଆଗତ ହୋଇଥିବା ଅବିଶ୍ୱାସ ଭୋଟ ପୁର୍ବରୁ ସଂସଦରେ ତର୍କ ବିତର୍କ ଜାରି ରହିଛି । ଆଜି ଏହି ପ୍ରସ୍ତାବ ଉପରେ ଭୋଟ ହେବାର ଅଛି । ତେବେ ଜାତୀୟ ସଂସଦର ବାଚସ୍ପତି…

ଅବିଶ୍ୱାସ ଭୋଟ ପୁର୍ବରୁ ଇମ୍ରାନଙ୍କୁ ବିରୋଧୀଙ୍କ ଟାର୍ଗେଟ, ଇମ୍ରାନ୍ ପାକିସ୍ତାନକୁ ଭାଗ ଭାଗ କରି ଦେଇଛନ୍ତି

ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଆଜି ସଂସଦରେ ଇମ୍ରାନ ସରକାରଙ୍କ ବିରୁଦ୍ଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟ ହେବ । ଏହା ପୁର୍ବରୁ ସଂସଦରେ ଜୋରଦାର ତର୍କ ବିତର୍କ ଜାରି ରହିଛି । ଗତକାଲି ଦେଶର ଜନତା ତାଙ୍କ…