Browsing Category

ବିଦେଶ

ଭାରତୀୟ ନୌସେନାକୁ ବଡ଼ ସଫଳତା: ପାକ୍ ରାସ୍ତାରେ ଆସୁଥିବା ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଶନିବାର ଭାରତୀୟ ନୌସେନା ସହିତ ମିଶି ଏକ ବଡ ଅପରେସନକୁ ସଫଳ କରିଛନ୍ତି। ପାକିସ୍ତାନ ରାସ୍ତା ଦେଇ ଆସୁଥିବା ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି।…

ଛାଡପତ୍ରର ୨୪ ଘଣ୍ଟା ନପୁରୁଣୁ ବାହାହେଲେ ୪୯ ବର୍ଷୀୟ ସାଂସଦ: ନିଜଠାରୁ ୩୧ ବର୍ଷ ସାନ ଝିଅକୁ କଲେ ବିବାହ

ନୂଆଦିଲ୍ଳୀ: ପାକିସ୍ତାନର ଲୋକପ୍ରିୟ ଟେଲିଭିଜନ ଉପସ୍ଥାପକ ତଥା ସାଂସଦ ଆମିର୍ ଲିୟାକତ ତୃତୀୟ ବିବାହ କରିଛନ୍ତି । ସେ ନିଜ ବୟସରୁ ୩୧ବର୍ଷ ସାନ ଜଣେ ଛାତ୍ରୀଙ୍କୁ ଗୁରୁବାର ରାତିରେ ବିବାହ କରିଥିବା ଜଣାପଡ଼ିଛି  । ସେ…

ମହିଳାଙ୍କ ଋତୁସ୍ରାବ ଉପରେ ପ୍ରଭାବ ପକାଉଛି mRNA ଭାକସିନ୍

ନୂଆଦିଲ୍ଲୀ: ୟୁରୋପିଆନ୍ ମେଡିସିନ୍ ଏଜେନ୍ସିର ସୁରକ୍ଷା ସମିତି ଶୁକ୍ରବାର ଦିନ କହିଛନ୍ତି ଯେ, ଫାଇଜର୍ ଓ ମଡର୍ଣ୍ଣା ଭାକସିନ୍ ନେଇଥିବା ମହିଳାଙ୍କ ଠାରେ ମାସିକ ଋତୁସ୍ରାବରେ ସମସ୍ୟା ଦେଖାଯାଇଛି । ଏହାକୁ ନେଇ ଏବେ…

ଏଲ୍‌ଏସିରେ ପୁଣି ଚୀନ୍‌ର ଚାଲ୍‌ବାଜୀ, ଲଦାଖରେ ଡ୍ରାଗନ୍‌ ସେନା ଅନୁପ୍ରବେଶ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କିଛିଦିନର ବ୍ୟବଧାନ ପରେ ପୁଣି ଏଲ୍‌ଏସିରେ ଉତ୍ପାତ ଆରମ୍ଭ କରିଛି ଚୀନ । ବାସ୍ତବିକ ନିୟନ୍ତ୍ରଣ ରେଖାରେ ଚୀନର ଚାଲବାଜୀ ଦେଖିବାକୁ ମିଳିଛି । ଲଦାଖରେ ଡ୍ରାଗନ ସୈନ୍ୟମାନେ ନିୟନ୍ତ୍ରର ରେଖା ଡେଇଁ…

ରେଷ୍ଟୁରାଣ୍ଟକୁ ପଶି ଆସିଲା ଗୋଧି: ଏମିତି ପ୍ରତିକ୍ରିୟା ପ୍ରକାଶ କଲେ ମହିଳା, ଦେଖନ୍ତୁ ମଜାଦାର ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ରେଷ୍ଟୁରାଣ୍ଟକୁ ମଣିଷ ଖାଇବାକୁ ଯାଇଥାଏ । ଆପଣ ଖାଉଥିବା ସମୟରେ ଯଦି ଏକ ଗୋଧି ପଶିଆସେ ତେବେ ଆପଣ କଣ କରିବେ । ଏମିତି ଏକ ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ଘଟଣାଟି…

ହୋଇଛି କି କରୋନା ଭାଇରସର ଅନ୍ତ? ଜାଣନ୍ତୁ କ’ଣ କହିଲେ ‘ହୁ’ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି । କିନ୍ତୁ ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି ଯେ ମହାମାରୀ ଏବେ ଶେଷ ହୋଇଛି । ତେବେ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ସୌମ୍ୟା ସ୍ୱାମୀନାଥନ ଚେତାବନୀ…

ୟୁକ୍ରେନ ବିବାଦ: ରାଷ୍ଟ୍ରପତି ବାଇଡେନଙ୍କ ଚେତାବନୀ, ତୁରନ୍ତ ୟୁକ୍ରେନ ଛାଡନ୍ତୁ ଆମେରିକା ନାଗରିକ

ନୂଆଦିଲ୍ଲୀ: ୟୁକ୍ରେନ ବିବାଦକୁ ନେଇ ଆମେରିକା ଏବଂ ରୁଷ ମଧ୍ୟରେ ବିବାଦ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହା ମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଆମେରିକା ନାଗରିକଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ କହିଛନ୍ତି। ୟୁକ୍ରେନ…

ଅଦାନୀ ପୁଣି ଅମ୍ବାନୀଙ୍କ ଠାରୁ ଛଡ଼ାଇନେଲେ ଏସିଆର ସବୁଠୁ ଧନୀର ମୁକୁଟ

ନୂଆଦିଲ୍ଲୀ: ଗୋଟିଏ ଦିନ ପୂର୍ବରୁ ରିଲାଏନ୍ସ ଗ୍ରୁପ୍ ର ଚେୟାର୍ ମେନ୍ ମୁକେଶ ଅମ୍ବାନୀ ଏସିୟାର ସବୁଠୁ ଧନୀ ହେବାର ଗୌରବ ଦ୍ୱିତୀୟ ଥର ପାଇଁ ହାସଲ କରିଥିଲେ । କିନ୍ତୁ ପୁଣିଥରେ ଅଦାନୀ ଗ୍ରୁପ୍ ଚେୟାର୍ ମେନ୍ ଗୌତମ୍…

ଏଲିୟନଙ୍କ ଅସ୍ତିତ୍ୱକୁ ନେଇ ମିଳିଲା ନୂଆ ପ୍ରମାଣ: ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଏଲିୟନଙ୍କ ଅସ୍ତିତ୍ୱ ଅଛି କି ନାହିଁ, ଏହାକୁ ନେଇ ବିବାଦ ଜାରି ରହିଛି । କ୍ୟାମେରାରେ ଅନେକ ଥର ୟୁଏଫଓ ବା ଏଲିୟନ ଚିତ୍ର କଏଦ ହେବା ଖବର ଚର୍ଚ୍ଚାକୁ ଆସିଛି । କିନ୍ତୁ କିଛି ଏହାକୁ ଏଡିଟ ଫଟୋ କହୁଛନ୍ତି ।…

Oscar 2022: ‘ଜୟ ଭୀମ’ ଓ ‘ମରକ୍କର୍’ ରେସ୍ ରୁ ପଡ଼ିଲେ ବାଦ୍, ଓସ୍କାର ପାଇଁ ମନୋନୀତ ହେଲା ଏହି ୧୦ ଫିଲ୍ମ

ନୂଆଦିଲ୍ଲୀ: ୯୪ତମ ଏକାଡେମୀ ଆୱାର୍ଡ ନୋମିନେସନ୍ ଅର୍ଥାତ୍ ଓସ୍କାର ପୁରସ୍କାର ୨୦୨୨ର ନୋମିନେସନ୍ ର ଘୋଷଣା ହୋଇସାରିଛି । ଭାରତ ତରଫରୁ ପଠାଯାଇଥିବା ଫିଲ୍ମ 'ଜୟ ଭୀମ' ଓ 'ମରକ୍କର୍' ଓସ୍କାର ଫାଇନାଲ୍ ତାଲିକାରେ ଜାଗା…