Browsing Category
ବିଦେଶ
ଆଉ କେତେ ଦିନ ବଲିଉଡର ନକଲ କରି ଚାଲିଥିବେ, କିଛି ତ ଅରିଜିନାଲ କରନ୍ତୁ… ପାକିସ୍ତାନ ଚଳଚ୍ଚିତ୍ର ଉଦ୍ୟୋଗକୁ ଇମ୍ରାନଙ୍କ ଉପଦେଶ
ନୂଆଦିଲ୍ଲୀ : କେତେ ଦିନ ଆଉ ବଲିଉଡର ନକଲ କରିବେ। କିଛି ତ ନିଜ ମନରୁ ଅରିଜିନାଲ କରନ୍ତୁ। ଏମିତି ଶବ୍ଦରେ ନିଜ ଦେଶର ଫିଲ୍ମା ନିର୍ମାତାଙ୍କୁ କହିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ ଫିଲ୍ମ…
ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ, ଦୁଇ ମହିଳାଙ୍କ ସମେତ ୫ ମୃତ
ନୂଆଦିଲ୍ଲୀ: ନ୍ୟୁ-ୟର୍କରେ ଘଟିଛି ଏକ ଅଭାବନୀୟ ଘଟଣା । ଶନିବାର ଦିନ ସକାଳ ୭ଟା ସମୟରେ ଗୋଟିଏ ହଟ୍ ଏୟାର ବେଲୁନ୍ ରେ ନିଆଁ ଲାଗି ଯାଇଥିଲା । ଫଳରେ ସେଥିରେ ଥିବା ଦୁଇ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି ।…
ସହକର୍ମୀଙ୍କୁ କିସ୍ କରିବା ମହଙ୍ଗା ପଡ଼ିଲା, ଫଟୋ ଓ ଭିଡିଓ ଭାଇରାଲ୍ ପରେ ଇସ୍ତଫା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ନୂଆଦିଲ୍ଲୀ: ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଇଂଲଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ । ନିଜର ସହକର୍ମୀଙ୍କୁ କିସ୍ କରିବା ପରେ ବିବାଦ ଘେରକୁ ଚାଲି ଆସିଥିଲେ ମନ୍ତ୍ରୀ ମାଟ୍ ହେନକକ୍ । ମାଟ୍ କିସ୍ କରିବା ସମୟର ଫଟୋ ଓ ଭିଡିଓ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୩୨ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୩୨ ହଜାର ୪୫୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୧୫ ଲକ୍ଷ ୩୨…
ପୁଣି ବିଶ୍ୱବାସୀଙ୍କ ଭୟ ବଢ଼ାଇଲା କରୋନା ନୂଆ ଭାରିଏଣ୍ଟ : ବ୍ରିଟେନ୍ରେ ଲାମ୍ୱଡା ଓ ଡେଲ୍ଟା ଭାରିଏଣ୍ଟ୍ ଆତଙ୍କ, ୬ ଜଣ ଲାମ୍ୱଡା ସଂକ୍ରମିତ…
ଲଣ୍ଡନ,(ଓଡ଼ିଶା ଭାସ୍କର) : ମହାମାରୀ କରୋନାର ନୂତନ ନୂତନ ଭାରିଏଣ୍ଟ ଚିହ୍ନଟ ହେବା ପୁଣିଥରେ ବିଶ୍ୱବାସୀଙ୍କ ଭୟ ବଢ଼ାଇବାରେ ଲାଗିଲାଣି । କରୋନାର ଗୋଟିଏ ପରେ ଗୋଟିଏ ଲହର ଏବେ ଲୋକଙ୍କ ମନରେ ଆତଙ୍କ ରଚି ଚାଲିଛି ।…
ସାଜନ ଦିଲ୍ ଜିଣିନେଲେ, ଭାରତ ପାଇଁ ସ୍ୱର୍ଣ୍ଣିମ ରେକର୍ଡ କରି ହାସଲ କଲେ #TokyoOlympic2020 ଟିକେଟ୍
ନୂଆଦିଲ୍ଲୀ: ସବୁରି ଦିଲ୍ ରେ ସାଜନ। ପ୍ରକାଶ କଲେ ନିଜର ଅନନ୍ୟ ଦକ୍ଷତା ଆଉ ପ୍ରଦର୍ଶନ କଲେ ରେକର୍ଡ ସୃଷ୍ଟିକାରୀ ସନ୍ତରଣ। ଦେଶକୁ ଗୌରବର ଗାଥା ଦେଇ ସେ ଯିବେ ଟୋକିଓ ଅଲିମ୍ପିକ୍ସ। ସେ ହେଉଛନ୍ତି କେରଳର ସାଜନ ପ୍ରକାଶ।…
ମହାକାଶକୁ ଯିବେ ପ୍ରଥମ ଦିବ୍ୟାଙ୍ଗ: ପଢନ୍ତୁ ପୁରା ଖବର
ଲଣ୍ଡନ (ଓଡ଼ିଶା ଭାସ୍କର): ବିଶ୍ୱର ପ୍ରଥମ ଦିବ୍ୟାଙ୍ଗ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବାରୁ ବିରଳ ଉପଲବ୍ଧି ହାସଲ କରିବାକୁ ଯାଉଛି ୟୁରୋପିଆନ ସ୍ପେସ୍ ଏଜେନ୍ସି (ଇଏସଏ) । ଶୁକ୍ରବାର ଇଏସଏ ମୁଖ୍ୟ ଯୋଶେଫ୍ ଆଶବେକରଙ୍କ…
ଖୁସି ଖବର: ଜୁଲାଇରେ ଲଞ୍ଚ ହେବ ଏହି କମ୍ପାନୀର ଟିକା
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଦେଶରେ କରୋନା ଭାଇରସ୍ ଏହାର କାୟା ବିସ୍ତାର କରି ଚାଲିଥିବା ବେଳେ ଏହା ମଧ୍ୟରେ ଦେଶରେଲଞ୍ଚ ହେବାକୁ ଯାଉଛି ଆଉ ଏକ ଟିକା । ଆମେରିକୀୟ ଟିକା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତୀୟ ବଜାରରେ…
ଚିନ୍ତା ବଢାଉଛି ଡେଲ୍ଟା ପ୍ଲସ୍: ଆଲ୍ଫା-ବୀଟା-ଗାମା-ଡେଲ୍ଟା ମୁକାବିଲାରେ ସଫଳ କୋଭିସିଲ୍ଡ-କୋଭାକ୍ସିନ୍
ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ଭାରତ ନିର୍ମିତ କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନ୍ କରୋନା ଭୂତାଣୂର ନୂତନ ଭ୍ୟାରିଆଣ୍ଟ ଆଲ୍ଫା, ବୀଟା, ଗାମା ଓ ଡେଲ୍ଟାର ମୁକାବିଲା କରିବାରେ ସମର୍ଥ ବୋଲି ସରକାରଙ୍କ ପକ୍ଷରୁ…
୨୦୫୦ରେ ହେବ ମହାପ୍ରଳୟ! ଲିକ୍ ହୋଇଥିବା ଜାତିସଂଘ ରିପୋର୍ଟକୁ ନେଇ ଛନକା
ନୂଆଦିଲ୍ଲୀ: ଗତବର୍ଷ ଠାରୁ ସାରା ବିଶ୍ୱ କରୋନା ଭାଇରସ୍ ସହ ଲଢ଼େଇ କରୁଛି । ଆଉ ଏହି ଭାଇରସ୍ ଧୀରେ ଧୀରେ ମହାମାରୀର ରୂପ ନେଇସାରିଲାଣି । ଏହି ମହାମାରୀର ପ୍ରଭାବ ଏତେ ମାତ୍ରାରେ ରହିଛି ଯେ, ୨୦୨୦ ପ୍ରତିଦିନ ହଜାର ହଜାର…