Browsing Category

ବିଦେଶ

ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ସ୍ୱୀକାର କଲେ ବୋରିସ୍ ଜନସନ୍, ଖୁବ୍ ଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ: ୟୁକେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଖୁବ୍ ଶୀଘ୍ର ଭାରତ ଆସିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକୁ ସେ ସ୍ୱୀକାର କରିବା ସହିତ ଭାରତ ଆସିବା ନେଇ ସମ୍ମତି ପ୍ରକାଶ କରିଛନ୍ତି । ବିଦେଶ…

କୋଭାକ୍ସିନ୍‌କୁ ଟିକା ମାନ୍ୟତା ଦେଲା ଅଷ୍ଟ୍ରେଲିଆ,ଏଣିକି ଭାରତୀୟ ଛାତ୍ରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ମିଳିବ ଅନୁମତି

ନୂଆଦିଲ୍ଲୀ: ଏଣିକି କୋଭାକ୍ସିନ ଟିକା ନେଇଥିଲେ ଅଷ୍ଟ୍ରେଲିଆ ଯାଇପାରିବେ । ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ଏହି ଟିକାକୁ ମାନ୍ୟତା ଦେଇଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି…

ନକଲି ଭାବି ଫିଙ୍ଗିବାକୁ ଯାଉଥିଲେ ମହିଳା, ଏବେ ନିଲାମୀରେ ପାଇବେ ଏତେ’ କୋଟି

ନୂଆଦିଲ୍ଲୀ: ବର୍ତ୍ତମାନ ବଜାରରେ ଅନେକ ପ୍ରକାରର ନକଲି ଜିନିଷ ଦେଖିବାକୁ ମିଳୁଛି । ଫଳରେ ଅନେକ ସମୟରେ ଅସଲି ଜିନିଷକୁ ମଧ୍ୟ ନକଲି ବୋଲି ଭାବିନେଇଥାନ୍ତି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡର ଜଣେ…

ରେଷ୍ଟୁରାଣ୍ଟରୁ ୪୫ ଟି ମଦ ବୋତଲ ଚୋରେଇ ନେଇଗଲେ ଦମ୍ପତି, ଦାମ୍ ଜାଣିଲେ ଉଡ଼ିଯିବ ହୋସ୍!

ନୂଆଦିଲ୍ଲୀ: ସ୍ପେନ୍ ର ଏକ ରେଷ୍ଟୁରାଣ୍ଟ୍ ରୁ ପୁରୁଣା ମଦର ୪୫ଟି ବୋତଲ ଚୋରି ହୋଇଯାଇଛି । ଏଗୁଡ଼ିକ ଭିତରୁ କିଛି ବୋତଲ ୨୦୦ ବର୍ଷ ପୁରୁଣା ହୋଇଥିବା ଜଣାପଡ଼ିଛି । ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହୋଇଥିବା ଜଣାପଡ଼ିଛି ।…

ଅଷ୍ଟ୍ରେଲିୟାରେ ଭାରତର ସ୍ୱଦେଶୀ ଟିକା କୋଭାକ୍ସିନକୁ ମିଳିଲା ମଞ୍ଜୁରୀ, ବିନା ରୋକଠୋକରେ କରିପାରିବେ ଯାତ୍ରା

ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ଟିକା କୋଭାକ୍ସିନ୍ କୁ ଅଷ୍ଟ୍ରେଲିୟାରେ ଗ୍ରୀନ ସିଗନାଲ୍ ମିଳିଛି । ଅଷ୍ଟ୍ରେଲିୟା କୋଭାକ୍ସିନ୍ ଟିକାକୁ ନିଜ ଦେଶରେ ମଞ୍ଜୁରୀ ପ୍ରଦାନ କରିଛି । ଏବେ ଠାରୁ କୋଭାକ୍ସିନ୍ ନେଇଥିବା ବ୍ୟକ୍ତି…

ଧାର୍ମିକସ୍ଥାନରେ ପ୍ରେମିକା ସହ ଅଶ୍ଳୀଳ ପ୍ରାଙ୍କ୍ କରୁଥିଲା ଯୁବକ, ପରେ ଭୋଗିବାକୁ ପଡିଲା ଏପରି ଦଣ୍ଡ

ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ ଡ୍ୟାନ୍ସ, କମେଡି ଓ ପ୍ରାଙ୍କ୍ କରିବାରେ ଲାଗିପଡିଛନ୍ତି । କିନ୍ତୁ ତାଜିକିସ୍ତାନର ଜଣେ ଜଣାଶୁଣା ପ୍ରାଙ୍କଷ୍ଟାର୍ ରୁସଲାନ୍ ମରୋଡଜୋଞ୍ଜୋଡାଙ୍କ ଏକ ମଜାକ୍…

ବିଶ୍ୱର ବୃହତ୍ ରେଡିଓ ଟେଲିସ୍କୋପ କରିବ ଏଲିଏନଙ୍କ ସନ୍ଧାନ, ବୈଜ୍ଞାନିକଙ୍କ ଖୁଲାସା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଜ୍ଞାନ ବହୁତ ଅଗ୍ରଗତି କରିଥିଲେ ହେଁ ଏଲିଅନଙ୍କୁ ନେଇ ବହୁ ପଛରେ ରହିଛି । ବିଭିନ୍ନ ସମୟରେ ଏଲିଅନଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଥିଲେ ହେଁ ସମ୍ପୂର୍ଣ୍ଣ ବିବରଣୀ ହସ୍ତଗତ…

ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟିଲା ୧୫୦ଟି ମାଲିସିୟସ୍ ଆପ୍, ଫୋନରୁ ଶୀଘ୍ର କରନ୍ତୁ ଡିଲିଟ୍

ନୂଆଦିଲ୍ଲୀ: ଗୁଗୁଲ୍ ପକ୍ଷରୁ ୧୫୦ରୁ ଅଧିକ ମାଲିସିୟସ୍ ଆପ୍ କୁ ପ୍ଲେ ଷ୍ଟୋରରୁ ବ୍ୟାନ୍ କରିଦିଆଯାଇଛି । ଏହି ସବୁ ଆପ୍ UltimusSMS କ୍ୟାମ୍ପେନ୍ ରେ ସାମିଲ ରହିଛି । ଗୁଗୁଲ୍ ଏହିସବୁ ଆପ୍ କୁ ପ୍ଲେ ଷ୍ଟୋର୍ ରୁ ହଟାଇ…

ମଣିଷ ୟୁରିନରେ ଚାର୍ଜ ହେବ ମୋବାଇଲ୍ ଫୋନ ଓ ଚାଲିପାରିବ ଟିଭି! ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା

ଲଣ୍ଡନ: ଫୋନ୍ ଚାର୍ଜ କରିବା ପାଇଁ ଏବଂ ଟିଭି ଚଲାଇବା ପାଇଁ ଆପଣ ବିଜୁଳିର ଆବଶ୍ୟକତା ନାହିଁ । ଆପଣ ନିଜର ୟୁରିନ୍ ରୁ ବିଜୁଳି ଉତ୍ପନ୍ନ କରିପାରିବେ ଏବଂ ଏହାଦ୍ୱାରା ଯେତେ ଚାହିଁବେ ବିଜୁଳି ଉତ୍ପନ୍ନ କରିପାରିବେ । ଆଉ…

ପାକିସ୍ତାନ GDP ଠାରୁ ଧନୀ ଏଲନ୍ ମସ୍କ; ଦିନକରେ ସମ୍ପତ୍ତି ୩୬ ମିଲିୟନ ଡଲାର ବଢିଲା

ନୂଆଦିଲ୍ଲୀ: ଆମେରିକୀୟ ଶିଳ୍ପପତି ତଥା ଟେସଲାର ମାଲିକ ଏଲନ ମସ୍କଙ୍କ ସମ୍ପତ୍ତି ୩୦୦ ମିଲିୟନ୍ ଡଲାର ଛୁଇଁବାକୁ ଯାଉଛି । ଏଲନ ମସ୍କଙ୍କ ସମୁଦାୟ ସମ୍ପତ୍ତିର ପରିମାଣ ୨୯୨ ମିଲିୟନ ଡଲାର ରହିଥିବା ବେଳେ ସମ୍ପତ୍ତି…