Browsing Category

ବିଦେଶ

ଗୋଟିଏ କୋଲଡ୍ରିଂକ୍ସ ବୋତଲର ଦାମ୍ ୩୬ ଲକ୍ଷ ! ଡିସକାଉଣ୍ଟ୍ ଲୋଭରେ ଫସିଗଲେ ଯୁବକ

ୱାଶିଂଟନ୍: କୋଲଡ୍ରିଂକ୍ସର ସମୂର୍ଣ୍ଣ ଟଙ୍କା ନଦେଇ ଆମେରିକାର ଜଣେ ବ୍ୟକ୍ତିଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡିବ । ଅଭିଯୁକ୍ତଙ୍କ ଉପରେ ୫୦,୦୦୦ ଡଲାର ଅର୍ଥାତ୍ ୩୬ ଲକ୍ଷ ଟଙ୍କାର ଜରିମାନା ଲାଗିଛି । କେବଳ ଏତିକି ନୁହେଁ,…

ଗୋଟିଏ ଡାଳରୁ ୮୩୯ ଟମାଟୋ; ନ ଦେଖିଲେ ବିଶ୍ୱାସ କରିବେନି

ନୂଆଦିଲ୍ଲୀ:ପ୍ରାୟତଃ ଗୋଟିଏ ଟମାଟୋ ଗଛରେ ୫୦ରୁ ୬୦ଟି ଟମାଟୋ ଫଳିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଗୋଟିଏ ଡାଳରେ ୮୯୩ଟି ଟମାଟୋ ଫଳାଇଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଇଂଲଣ୍ଡର…

ବିମାନ ଭିତରେ ଫୁଟବଲର୍ ରଖିଲେ ଯୌନ ସମ୍ବନ୍ଧ, ଏୟାର୍ ହୋଷ୍ଟେସ୍ କଲେ ଖୁଲାସା

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ସମୟରେ ଲୋକ ମାନେ ଆରାମ ଖୋଜିଥାନ୍ତି । ବ୍ରିଟେନ୍ ର ଜଣେ ଏୟାର୍ ହୋଷ୍ଟେସ୍ ଏକ ଖବରର ଖୁଲାସା କରିବାକୁ ଯାଇ କହିଛନ୍ତି ଯେ, ବ୍ରିଟେନ୍ ର ଜଣେ ଜଣାଶୁଣା ଫୁଟବଲର୍ ବିମାନରେ ଯାତ୍ରା…

ଚଷମା ପିନ୍ଧିଲେ ପାଇବେ ଚିଲ ଆଖି ପରି ଦେଖିବା କ୍ଷମତା: ବୈଜ୍ଞାନିକ କଲେ ଉଦ୍ଭାବନ

ନୂଆଦିଲ୍ଲୀ: ସମୟ ବଦଳିବା ସହିତ ମଣିଷର ଚାଲିଚଳନ ଏବଂ ଲାଇଫଷ୍ଟାଇଲ୍ ରେ ବି ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ତେବେ ଏସବୁର ପ୍ରଭାବ ମଣିଷର ଶରୀର ଉପରେ ବି ପଡ଼ୁଥିବା ଦେଖିବାକୁ ମିଳୁଛି । ଯେମିତିକି ଅଧିକ ସମୟ…

ବ୍ରିଟେନରେ ଆରମ୍ଭ ହେଲା ଚାଇଲ୍ଡ ଭାକସିନେସନ୍, ୧୨-୧୫ ବର୍ଷର ପିଲାଙ୍କୁ ଦିଆଯାଉଛି ଟିକା

ଲଣ୍ଡନ: ବ୍ରିଟେନ୍ ରେ ଏବେ ସ୍କୁଲକୁ ଯାଉଥିବା ୧୨ରୁ ୧୫ ବର୍ଷ ବର୍ଗର ପିଲାଙ୍କୁ ଦିଆଯାଉଛି ଟିକା । ଦେଶରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୨ ରୁ ୧୫ ବର୍ଷର ପିଲାଙ୍କୁ ସୋମବାର ଠାରୁ ଟକିା ଦିଆଯିବା ଆରମ୍ଭ କରାଯାଇଛି । ଗତ…

ପାକିସ୍ତାନରେ ଇତିହାସ ରଚିଲେ ହିନ୍ଦୁ ଝିଅ, ଛୁଟୁଛି ପ୍ରଶଂସାର ସୁଅ

ଇସଲାମାବାଦ: ପାକିସ୍ତାନରେ ଜଣେ ହିନ୍ଦୁ ଯୁବତୀ ଇତିହାସ ସୃଷ୍ଟି କରିଛନ୍ତି । ସେଣ୍ଟ୍ରାଲ୍ ସୁପିରିୟର ସର୍ଭିସେସ୍ (ସିଏସଏସ୍)ର ପରୀକ୍ଷାରେ ପାସ କରିବାରେ ସଫଳ ହୋଇଛନ୍ତି ୨୭ ବର୍ଷୀୟା ଡାକ୍ତର ସନା ରାମଚନ୍ଦ୍ର ଗୁଲୱାନୀ…

୨୪ରେ ମୋଦି – ବାଇଡେନ ଫେସ ଟୁ ଫେସ ମିଟ୍

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ । ଚଳିତ ମାସ ୨୪ରେ କ୍ୱାଡ ବୈଠକରେ ଏହି ଦୁଇ ନେତା ଯୋଗ ଦେବେ । ପୂର୍ବରୁ ଏହି…

ପରମ୍ପରା ନାମରେ ୧୫୦୦ ଡଲଫିନଙ୍କୁ ଦିଆଗଲା ବଳି, ରକ୍ତରେ ସମୁଦ୍ରର ରଙ୍ଗ ହେଲା ଲାଲ୍

ନୂଆଦିଲ୍ଲୀ: ପରମ୍ପରାର ଦ୍ୱାହି ଦେଇ ନୀରିହ ପଶୁ ପକ୍ଷୀ ମାନଙ୍କୁ ବଳି ଦେବା କଥା ତ ଆପଣ ମାନେ ଜାଣିଥିବେ । ଏବେ ଏହାକୁ ନେଇ ହୃଦୟ ବିଦାରକ ଦୃଶ୍ୟ ସାମନାକୁ ଆସିଛି । ଡେନମାର୍କରେ ପରମ୍ପରା ନାମରେ ପଶୁ ବର୍ବରତା…

ଋଷ ୟୁନିଭର୍ସିଟିରେ ଗୁଳିମାଡ଼, ୮ ମୃତ; ଜୀବନ ବଞ୍ଚାଇବା ପାଇଁ ଉଚ୍ଚ ବିଲ୍ଡିଂରୁ ତଳକୁ ଡେଉଁଛନ୍ତି ଛାତ୍ରଛାତ୍ରୀ, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଋଷର ଏକ ବିଶ୍ୱବିଦ୍ୟାଳୟରୁ ଆଶ୍ଚର୍ଯ୍ୟ କରିବା ପରି ଘଟଣଶ ସାମନାକୁ ଆସିଛି । ଏଠାରେ ବିଶ୍ୱାବିଦ୍ୟାଳୟ କ୍ୟାମ୍ପସ୍ ଭିତରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଆଉ ଏଥିରେ ୮ ଜଣ ମୃତ୍ୟୁବରଣ କରିଥିବା ଖବର…

୬୫ କିମି ବେଗରେ ପବନ ବହିବା ସହ ଭୟଙ୍କର ରୂପ ଧାରଣ କରୁଛି ଘୂର୍ଣ୍ଣିଝଡ଼ ‘ପୀଟର’, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ଆଟଲାଣ୍ଟିକ ମହାସାଗର ଉପରେ ଘୂର୍ଣ୍ଣିଝଡ଼ ‘ପୀଟର’ ତାଣ୍ଡବ ରଚିବା ଆରମ୍ଭ କରିଦେଇଛି । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୬୫ କିମି ବେଗରେ ପବନ ବହିବା ଆରମ୍ଭ ହୋଇଗଲାଣି । ଏହା ଉତ୍ତର ଲିବାର୍ଡ ଦ୍ୱୀପପୁଞ୍ଜର…