Browsing Category

ଦେଶ

ମାଡି ଆସୁଛି ବାତ୍ୟା ନିସର୍ଗ

ନୂଆଦିଲ୍ଲୀ,୨/୬:ବାତ୍ୟା ଅମ୍ଫାନର ଦାଗ ନଲିଭିବା ବେଳେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦକ୍ଷିଣ ପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଗତକାଲି ଅବପାତର ରୂପ ନେଇଥିଲା…

ସିଆରପିଏଫ୍ କ୍ୟାଣ୍ଟିନରୁ ହଟିଲା ୧୦୦୦ରୁ ଅଧିକ ବିଦେଶୀ ସାମଗ୍ରୀ

କରୋନା ସଙ୍କଟ ଯୋଗୁଁ ଦେଶର ଅର୍ଥନୀତି ବିଗିଡି ଯାଇଛି । ଏଥିରେ ସୁଧାର ପାଇଁ ସ୍ୱଦେଶୀ ଉତ୍ପାଦନକୁ ବ୍ୟବହାର କରିବାରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ସିଆରପିଏଫ୍ କ୍ୟାଣ୍ଟିନରୁ ୧୦୦୦ରୁ ଅଧିକ ବିଦେଶୀ ମାଲକୁ…

ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ୍, ୧୯ରେ ୭ ରାଜ୍ୟର ୧୮ ଆସନ ପାଇଁ ନିର୍ବାଚନ

ନୂଆଦିଲ୍ଲୀ, ୧ା୬: ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ୍ । ଆଜି ୭ଟି ରାଜ୍ୟର ୧୮ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ୧୯ଜୁନରେ ନିର୍ବାଚନ ହେବା ସହ ସେହିଦିନ ହିଁ ଫଳାଫଳ ଘୋଷଣା କରାଯିବା ନେଇ…

କୃଷକଙ୍କ ପାଇଁ ଖୁସି ଖବର, ୩ଲକ୍ଷ ଯାଏଁ ଋଣ ଉପରେ ୨% ସୁଧ ଛାଡ଼

ନୂଆଦିଲ୍ଲୀ, ୧ା୬: କେନ୍ଦ୍ର କ୍ୟାବିନେଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସେଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ…

ଚଳିତବର୍ଷ ଦେଶରେ ସ୍ୱାଭାବିକ ବର୍ଷା

ନୂଆଦିଲ୍ଲୀ, ୧ା୬: ଚଳିତବର୍ଷ ମୌସୁମୀ ସ୍ୱାଭାବିକ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ…

ଉଡ଼ିଉଡ଼ି ଛତିଶଗଡ଼ରେ ପହଞ୍ଚିଲେ ପଙ୍ଗପାଳ

ଛତିଶଗଡ଼, ୧ା୬: ଛତିଶଗଡ଼ରେ ଉଡ଼ିଉଡ଼ି ପହଞ୍ଚିଲେ ପଙ୍ଗପାଳ । ମଧ୍ୟପ୍ରଦେଶ–ଛତିଶଗଡ଼ ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିଛନ୍ତି । କୋରିଆ ଜିଲ୍ଲା ଭରତପୁରର ୩ଟି ଗ୍ରାମରେ ପଙ୍ଗପାଳ ପହଞ୍ଚିଥିବା ନେଇ ସୂଚନା ରହିଛି । ତେଣୁ…