Browsing Category

ଦେଶ ବିଦେଶ

ପୁଣି ମହାକାଶକୁ ଯାତ୍ରା କରିବେ ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ, ୩ୟ ସ୍ପେସ୍ ମିଶନ ପାଇଁ ନେଉଛନ୍ତି ତାଲିମ

ଫ୍ଲୋରିଡା: ନାସାର ବରିଷ୍ଠ ମହାକାଶଚାରୀ ସୁନିତା ୱିଲିୟମ୍‌ସ ପୁଣି ମହାକାଶକୁ ଯାତ୍ରା କରିବେ । ଏଥିପାଇଁ ସେ ବର୍ତ୍ତମାନ ତାଲିମ ନେଉଛନ୍ତି । ଆସନ୍ତା ମେ‘ ୬ରେ ଭାରତୀୟ ବଂଶୋଦ୍ଭବ ୫୯ ବର୍ଷୀୟା ସୁନିତା ମହାକାଶ…

ଯାତ୍ରୀଙ୍କ ପାଇଁ ଖୁସିଖବର ! କମ୍ ଦାମରେ ଏହି 9 ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ମିଳିବ ଖାଦ୍ୟ

ନୂଆଦିଲ୍ଲୀ: କମ ଖର୍ଚ ସଚେତନ ଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର ! ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଯାତ୍ରୀମାନଙ୍କୁ ବିଶେଷ କରି ଅଣସଂରକ୍ଷିତ କୋଚରେ…

ଗ୍ରୀଷ୍ମ ପ୍ରବାହ ପାଇଁ ବଡ଼ ନିଷ୍ପତ୍ତି: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଟାଇମିଂ ପରିବର୍ତ୍ତନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଅତ୍ୟଧିକ ତାତି କାରଣରୁ ଦେଶର ବିଭିନ୍ନ ରାଜ୍ୟରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ…

କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରୀ: RBI ଡେପୁଟୀ ଗଭର୍ଣ୍ଣର ରବି ଶଙ୍କରଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡେପୁଟୀ ଗଭର୍ଣ୍ଣର ଟି. ରବି ଶଙ୍କରରଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି କରାଯାଇଛି । ଏ ସୂତ୍ରରୁ ଏ ବାବଦରେ ଜଣାପଡ଼ିଛି । ଆସନ୍ତା ମେ ମାସ ୩ ତାରିଖରୁ ରବି ଶଙ୍କରଙ୍କ…

WhatsApp ରେ ଆସିବ ଏହି ଆପ ଡାୟଲର ଫିଚର, ନମ୍ବର ସେଭ ନ କରି ବି କରିପାରିବେ କଲ

ନୂଆଦିଲ୍ଲୀ: ମେଟା ନିଜ ମେସେଜିଙ୍ଗ ଆପ ହ୍ୱାଟ୍ସଆପକୁ ଆହୁରି ଉନ୍ନତ କରିବା ଲାଗି ଏଥିରେ ଅନେକ ଫିଚର ଆଣିବାରେ ଲାଗିଛି । ବର୍ତ୍ତମାନ ହ୍ୱାଟ୍ସଆପ ଜରିଆରେ କୌଣସି ମଧ୍ୟ ଅନ୍ୟ ୟୁଜର୍ସଙ୍କୁ କଲ କରିବାକୁ ହେଲେ ତାଙ୍କ…

MCD ମେୟର ଓ ଡେପୁଟି ମେୟର ନିର୍ବାଚନ: ଏପ୍ରିଲ ୨୬ରେ ହେବ ଭୋଟିଂ, NOC ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଳୀ: ଏପ୍ରିଲ ୧୯ରେ ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ଆରମ୍ଭ ହୋଇସାରିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଆସନ୍ତା ୨୬ ତାରିଖରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) ନିର୍ବାଚନ ପାଇଁ ଭୋଟ…

ସାହାରା ରିଫଣ୍ଡ କ୍ଲେମ୍ ଆପଣଙ୍କର ରିଜେକ୍ଟ ହୋଇଯାଇଛି କି …..ଷ୍ଟାଟସ୍ ଚେକ୍ କିପରି କରିବେ?

ନୂଆଦିଲ୍ଲୀ: ସାହାରା ରିଫଣ୍ଡ ପାଇବା ପାଇଁ ଆବେଦନ କରିବା ପାଇଁ ଗତବର୍ଷ ଜୁଲାଇ ମାସ ୧୮ ତାରିଖରେ କେନ୍ଦ୍ର ସରକାର ଏକ ନୂଆ ପୋର୍ଟାଲ ଲଞ୍ଚ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ କେବଳ ୧୦ ହଜାର ଟଙ୍କାରୁ କମ୍ ରାଶି…

ଏହି ୯ଟି ବ୍ୟାଙ୍କରେ ମିଳୁଛି ସବୁଠାରୁ ଶସ୍ତା ଗୋଲ୍ଡ ଲୋନ, ଫଟାଫଟ ଚେକ୍ କରନ୍ତୁ ସୁଧ ଦର

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ବ୍ୟାଙ୍କ ଏଚଡିଏଫସିରେ ଦୁଇ ବର୍ଷ ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ଗୋଲ୍ଡ ଲୋନ ୮.୫ ପ୍ରତିଶତର ସୁଧ ଦର ନିଆଯାଇପାରିବ । ଏହାର ମାସିକ ଇଏମଆଇ ୨୨ ହଜାର ୫୬୮ ଟଙ୍କା ପର୍ଯ୍ୟନ୍ତ ଆସିବ ।…

ଘଟିଲା ବଡ଼ ଅଘଟଣ: ହାର୍ଟ ଆଟାକରେ ବିଜେପି ଲୋକସଭା ସାଂସଦଙ୍କ ପରଲୋକ

ନୂଆଦିଲ୍ଲୀ: ଏପ୍ରିଲ ୧୯ ତାରିଖରୁ ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନର ମତଦାନ ଆରମ୍ଭ ହୋଇଛି । ଓଡ଼ିଶାରେ ମେ ୧୩ରୁ ୪ ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ…

ପ୍ରେମିକଙ୍କ ବର ବେଶ ଦେଖି ସହିପାରିଲେନି ପ୍ରେମିକା, ସିଧା ମୁହଁକୁ ପକାଇଲେ ଏସିଡ୍, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଲିୟା ଜିଲ୍ଲାରେ ଜଣେ ପ୍ରେମିକା ନିଜ ପ୍ରେମିକ ଉପରେ ଏସିଡ ମାଡ କରିବା ଘଟଣା ସାମ୍ନାକୁ ଆସିଛିା ଯେଉଁଥିରେ ବରଙ୍କ ସହ ଅନେକ ମହିଳା ମଧ୍ୟ ଏସିଡ ମାଡ଼ର ଶିକାର ହୋଇଛନ୍ତି । ଏହାପରେ…