Browsing Category

ଦେଶ ବିଦେଶ

ଓୱେସିଙ୍କ ଗୋମାଂସ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା; ମାଧବୀ ଲତା କହିଲେ- ସେ କିପରି ବାରିଷ୍ଟର ହେଲେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଉତ୍ତେଜନା ମଧ୍ୟରେ ହାଇଦ୍ରାବାଦରେ ଗୋମାଂସକୁ ନେଇ ଯୁଦ୍ଧ ଆରମ୍ଭ ହୋଇଛି। ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ନିର୍ବାଚନ ପ୍ରଚାର ସମୟରେ ଗୋମାଂସ ବିକ୍ରି କରୁଥିବା ଜଣେ ଦୋକାନୀଙ୍କ…

ଲୋକସଭା ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କ ମୃତ୍ୟୁ ପରେ ଏବେ କ’ଣ ହେବ: ମତଦାନ ସରିଛି, କେଉଁ ଦଳ ବିଜୟୀ ହେବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁରାଦାବାଦ ଆସନରୁ ବିଜେପିରୁ ଲୋକସଭା ପ୍ରାର୍ଥୀ ହୋଇଥିବା କୁଅଁର ସର୍ବେଶ ସିଂହଙ୍କ ମୃତ୍ୟୁ ପରେ ଏବେ ନୂଆ ପ୍ରଶ୍ନ ସାମ୍ନାକୁ ଆସିଛି । ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ…

ବାକି ଦେବାକୁ ମନାକଲେ କୁକୁଡ଼ା ଦୋକାନୀ; ରାଗିଗଲେ ଗ୍ରାହକ, ପିଟି ପିଟି କଲେ ହତ୍ୟା

ନୂଆଦିଲ୍ଲୀ: ରୋହତାସରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଦୁର୍ବୃତ୍ତମାନେ ଜଣେ ଦୋକାନୀଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିବା କୁହାଯାଉଛି । ଦୋକାନୀଙ୍କ ଏକମାତ୍ର ଦୋଷ ଥିଲା ଯେ ସେ ସେହି…

ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଣୋଇ, ଭଉଣୀ ଆହତ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର । ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଣୋଇ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ପରେ ଅଭିନେତାଙ୍କ ଭିଣୋଇ ରାଜେଶ ତିୱାରୀ ଓରଫ ମୁନ୍ନା ତିୱାରୀଙ୍କୁ…

ବଡ଼ ଅଘଟଣ: ବିଜେପିର ଜଣେ ଲୋକସଭା ପ୍ରାର୍ଥୀଙ୍କ ପରଲୋକ

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ…

(Video) ଭୁଶୁଡ଼ିଲା ଏକ ନିର୍ମାଣାଧୀନ ୩ ମହଲା ବିଲଡିଂ: ଦ୍ୱିପ୍ରହର ସମୟରେ ଅଚାନକ ଘଟିଲା ଏପରି ଅଘଟଣ

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ନିର୍ମାଣାଧୀନ ୪ ମହଲା ବିଲଡିଂ ଭୁଶୁଡ଼ି ପଡ଼ିଛି । ଆଜି ଦ୍ୱିପ୍ରହର ୩.୫୦ ସମୟରେ ବିଲଡିଂଟି ଅଚାନକ ମାଟିରେ ମିଶିଯାଇଥିଲା । ତେବେ ଏହି ଅଘଟଣରେ କାହାର କିଛି କ୍ଷତି ଘଟିନାହିଁ । ଏହି…

ବିନାଶକ କ୍ଷେପଣାସ୍ତ୍ର ତିଆରି କରୁଥିଲା ପାକିସ୍ତାନ: ଆମେରିକା ନେଲା ବଡ କାର୍ଯ୍ୟାନୁଷ୍ଠାନ

ୱାଶିଂଟନ୍‌: ପାକିସ୍ତାନର ମିସାଇଲ୍ କାର୍ଯ୍ୟକ୍ରମ ଲାଗି ବିଭିନ୍ନ ଉପକରଣ ଯୋଗାଉଥିବା ଚୀନ୍‌ର ୩ ଓ ବେଲାରୁଷର ଏକ କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧ ଲଗାଇଛି । ଆମେରିକା ବିଦେଶ ବିଭାଗ କହିଛି ଯେଉଁ କମ୍ପାନୀ ଉପରେ…

ଫେସନ ଇନଫ୍ଲୁଏନ୍ସର ସୁରଭି ଜୈନଙ୍କ ପରଲୋକ: ମାତ୍ର ୩୦ ବର୍ଷ ବୟସରେ ଆଖି ବୁଜିଲେ

ନୂଆଦିଲ୍ଳୀ: ଆସିଛି ଏକ ବଡ଼ ଖବର । ଜଣାଶୁଣା ଫେସନ ଇନଫ୍ଲୁଏନ୍ସର ସୁରଭି ଜୈନଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ସୁରଭିଙ୍କୁ ମାତ୍ର ୩୦ ବର୍ଷ ବୟସ ହୋଇଥିଲା । ସୁରଭି ଓଭେରିୟନ କର୍କଟ ରୋଗରେ ପୀଡ଼ିତ ରହିଥିବା ବେଳେ…

ପୁଣି ମୁଣ୍ଡ ନେଲାଣି ‘ବ୍ଲୁ ହ୍ୱେଲ୍’ ଗେମ୍; ଚ୍ୟାଲେଞ୍ଜ୍ ହାରିବା ପରେ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ: ଆମେରିକାରେ ପଢୁଥିବା ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, 'ବ୍ଲୁ ହ୍ୱେଲ୍ ଗେମ୍' ଚ୍ୟାଲେଞ୍ଜ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଗେମ୍ ଖେଳୁଥିବା…

ଖରାପ ଷ୍ଟ୍ରାଇକ୍ ରେଟ୍ ଯୋଗୁଁ ଡିଫେନ୍ସ୍ ମିନିଷ୍ଟର୍ କହି କରିଲେ ଉପହାସ; ମୁହଁ ବନ୍ଦ କଲେ କେଏଲ୍ ରାହୁଲ

ମୁମ୍ଵାଇ: ଗତ ଶୁକ୍ରବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ଇକାନା ଷ୍ଟାଡିୟମରେ ଖେଳିଥିଲେ, ଯେଉଁଥିରେ ଏଲ୍ ଏସ୍ ଜି ୬ ବଲ୍ ବାକି ଥାଇ ୮ ଓ୍ଵିକେଟ୍ ରେ ସହଜରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍ ରେ…