Browsing Category

ଦେଶ ବିଦେଶ

ବିଦେଶରେ ଦୃଶ୍ୟମାନ ହେଲା ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଇଣ୍ଟରନେଟରେ ଭାଇରାଲ ହେଉଛି ବିରଳ ଦୃଶ୍ୟ

ଓଡ଼ିଶା ଭାସ୍କର: ଏପ୍ରିଲ ୮ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହୋଇଥିଲା । ଏହି ସୂର୍ଯ୍ୟ ପରାଗ ମେକ୍ସିକୋ, ଉତ୍ତର ଆମେରିକା, ଆମେରିକା ଏବଂ କାନାଡ଼ା ଦେଇ ଗତି କରିଥିଲା । ତେବେ ଜ୍ୟୋତିର୍ବିଜ୍ଞାନୀ, ପଦାର୍ଥ…

ପାକିସ୍ତାନର କ୍ୱେଟା ମସଜିଦରେ ବିସ୍ଫୋରଣ: ଆଫଗାନିସ୍ତାନରେ ଅନଲାଇନ୍ ମନି ଏକ୍ସଚେଞ୍ଜ ଉପରେ ଲାଗିଲା କଟକଣା

ଇସଲାମାବାଦ: ପାକିସ୍ତାନର କ୍ୱେଟାରେ ସୋମବାର ଦିନ ଏକ ମସଜିଦ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣେ ପୋଲିସକର୍ମୀ ସହିଦ ହୋଇଛନ୍ତି । ଏଥିସହ ୧୨ ଜଣ ଲୋକେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ପାଞ୍ଚ ଜଣ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂହ ବିଜେପିରୁ ଇସ୍ତଫା ଦେଲେ

ନୂଆଦିଲ୍ଲୀ:: ଏପ୍ରିଲ ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି ।…

ରୁଷ ‘ବିପଜ୍ଜନକ ଖେଳ’ ଖେଳୁଛି, Zaporizhzhia ଆଣବିକ ଶକ୍ତି କେନ୍ଦ୍ରରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଆମେରିକା ମସ୍କୋକୁ ଆହ୍ୱାନ କରିଛି

ୱାଶିଂଟନ୍‌: ଆମେରିକା ରୁଷକୁ ଜାପୋରିଜିଆ ଆଣବିକ ଶକ୍ତି କେନ୍ଦ୍ର(Zaporizhzhia nuclear power plant)ରୁ ନିଜ ସାମରିକ ତଥା ସାଧାରଣ ନାଗରିକଙ୍କୁ ପ୍ରତ୍ୟାହାର କରିବାକୁ କହିଛି । ଏହା ସହ ରୁଷ ଏହାର ଆଣବିକ ଶକ୍ତି…

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ରହିବେ ନା ବେଲ୍ ମିଳିବ? ଆଜି ଶୁଣାଣି କରିବେ ହାଇକୋର୍ଟ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ଜେଲରେ ହିଁ ରହିବେ କି ତାଙ୍କୁ ଜାମିନ ମିଳିବ, ଏହାର ନିଷ୍ପତ୍ତି ମଙ୍ଗଳବାର ଦିନ ହେବ । ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ…

ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଟକ୍କର ଦେବେ ସଞ୍ଜୟ ଦତ୍ତ? ଖଟ୍ଟରଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ସଞ୍ଜୁ ବାବା….

ମୁମ୍ବାଇ: ବଲିଉଡ ସିନେ ଜଗତର 'ଖଳନାୟକ' ତଥା ସୁପରଷ୍ଟାର ସଞ୍ଜୟ ଦତ୍ତ ଏବେ ରାଜନୀତିରେ ଡେବ୍ୟୁ କରିଛନ୍ତି । ତେବେ ଚଳିତବର୍ଷ ଲୋକସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ଟକ୍କର ଦେବେ ମୁନ୍ନା ଭାଇ । ସିଲଭର ସ୍କ୍ରିନରେ…

NEET UG ପାଇଁ ଆବେଦନ କରିବାକୁ ମିଳିବ ଆଉ ଏକ ସୁଯୋଗ: କାଲିଠୁ ଖୋଲିବ ଆପ୍ଲିକେସନ୍ ୱିଣ୍ଡୋ

ନୂଆଦିଲ୍ଲୀ: ନିଟ୍ ୟୁଜି ୨୦୨୪ ପାଇଁ ଅନେକ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ସେମାନଙ୍କ ପାଇଁ ଆଉ ଏକ ବଡ଼ ସୁଯୋଗ ଆଣିଛି ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି । ଆସନ୍ତାକାଲିଠାରୁ ପୁଣିଥରେ…

Apple Awas Yojna? ଏଣିକି କର୍ମଚାରୀଙ୍କ ପାଇଁ ଆବାସ ସୁବିଧା ଯୋଗାଇବ ଆପଲ୍ ଇକୋସିଷ୍ଟମ୍: ଚାକିରି ପରେ ଘର ଦେବ କମ୍ପାନୀ…

ନୂଆଦିଲ୍ଲୀ: ଆପଲର ଇକୋସିଷ୍ଟମ କର୍ମଚାରୀମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇବାକୁ ପ୍ରୟାସ ଜାରି ରଖିଛି । ଦେଢ ଲକ୍ଷ ସିଧାସଳଖ ଚାକିରି ଯୋଗାଇଦେବା ପାଇଁ ବର୍ତ୍ତମାନ ସେମାନଙ୍କୁ ଆଉ ଏକ ସୁବିଧା ଯୋଗାଇବାକୁ…

କିଏ ସେହି ବ୍ୟକ୍ତି ଯିଏ ସ୍ୱାଧୀନ ଭାରତରେ ଦେଇଥିଲେ ପ୍ରଥମ ଭୋଟ୍‌, ବଞ୍ଚିଥିଲେ ୧୦୬ ବର୍ଷ

ନୂଆଦିଲ୍ଲୀ:ସାରା ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜାରି ରହିଛି । ପାହାଡି ରାଜ୍ୟ ହିମାଚଳପ୍ରଦେଶରେ ପ୍ରାୟ ୫୫ଲକ୍ଷରୁ ଅଧିକ ଭୋଟର ରହିଛନ୍ତି । ଏମାନଙ୍କ ମଧ୍ୟରେ ଅଧା ଭୋଟର ମହିଳା ଅଟନ୍ତି । ଏପରି…

ଗରମରୁ ଆଶ୍ୱସ୍ତି ପାଇଁ ରାମଲଲାଙ୍କ ଗର୍ଭଗୃହରେ ଲାଗିଲା କୁଲର, ଜାଣନ୍ତୁ ଭୋଗରେ କ’ଣ ରହିଛି ସାମିଲ

ଲକ୍ଷ୍ନୌ: ବର୍ତ୍ତମାନ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମର ପ୍ରଭାବ ଦେଖିବାକୁ ମିଳୁଛି । ପ୍ରଚଣ୍ଡ ଖରା ପାଇଁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇଯାଇଛି । ଅନେକ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ।…