fbpx
Browsing Category

ଦେଶ ବିଦେଶ

ଶସ୍ତା ହେଲା ସୁନା, ଏହି ସମୟରେ କିଣିବା ଠିକ କି ନୁହେଁ, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ବାହାଘର ସିଜନ ଚାଲୁରହିଛି । ଏହା ମଧ୍ୟରେ ସୁନା ରୂପାର ଡ଼ିମାଣ୍ଡ ବଢିବା ସହ ରେଟ ମଧ୍ୟ ଆକାଶ ଚୁଇଁବାକୁ ବସିଲାଣି । କିଛିଦିନ ହେଲାଣି ମଲ୍ଟି ଏକ୍ସଚେଞ୍ଜ କମୋଡିଟି ଏକ୍ସଚେଞ୍ଜରେ…

(VIDEO)ମା’ ଙ୍କ ନିଧନ ପରେ କାହିଁକି ଲଣ୍ଡା ହୋଇ ନାହାନ୍ତି ମୋଦି ?

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ନା କୌଣସି କଥାକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର କାମ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ତେବେ ମୋଦିଙ୍କୁ ନେଇ ଅନେକ ସମୟରେ…

ଆଶ୍ଚର୍ଯ୍ୟ! ଦୁନିଆର କୋଣ ଅନୁକୋଣରେ ଏହି ବ୍ୟକ୍ତିଙ୍କ ଛୁଆ, ୩୧ ବର୍ଷ ବୟସରେ ୫୧ ସନ୍ତାନର ….

ନୂଆଦିଲ୍ଲୀ: ଯଦି କୌଣସି ବ୍ୟକ୍ତିର ୮ରୁ ୧୦ ସନ୍ତାନ ଥାଏ, ତେବେ ଲୋକମାନେ ଏହାକୁ ଶୁଣି ଆଶ୍ଚର୍ଯ୍ୟ ହୁଅନ୍ତି । ଏପରି ପରିସ୍ଥିତିରେ ଯଦି କୌଣସି ବ୍ୟକ୍ତିର ୫୭ ସନ୍ତାନ ଅଛି ବୋଲି ଜାଣନ୍ତି, ତେବେ ଆପଣଙ୍କ ପ୍ରତିକ୍ରିୟା…

ବିଚାରପତିଙ୍କ ନିଯୁକ୍ତି ବିବାଦ: ‘ମୋ କାନ୍ଧରେ ବନ୍ଧୁକ ରଖି ଚଲାନ୍ତୁ ନାହିଁ’: ଅବସରପ୍ରାପ୍ତ ବିଚାରପତି ଆର.ଏସ୍‌. ସୋଢ଼ୀ

ନୂଆଦିଲ୍ଲୀ: ବିଚାରପତିମାନଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟ ମଧ୍ୟରେ ବିବାଦ ଜାରି ରହିଛି। ଏବେ ଏହି ପ୍ରସଙ୍ଗରେ ଅବସରପ୍ରାପ୍ତ ବିଚାରପତି ଆରଏସ୍ ସୋଢ଼ୀ ନିଜର ମନ୍ତବ୍ୟ ରଖିଛନ୍ତି। ଏହି…

ପିଏମ ମୋଦୀଙ୍କୁ ହିଟଲରଙ୍କ ସହ ତୁଳନା କରିଛନ୍ତି ସିଦ୍ଧରମୈୟା: ବିଜେପି କଲା ଆକ୍ରମଣ

ନୂଆଦିଲ୍ଲୀ: ଚଳିତ ବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ବର୍ଷରେ ନେତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ…

ଜାପାନର ସାଗରରେ ଦେଖାଦେଲା ୮ ଫୁଟର ବିଶାଳ ସ୍କ୍ୱିଡ୍, ଫଟୋ ଦେଖିଲେ ହେଇଯିବେ ଆଶ୍ଚର୍ଯ୍ୟ

ଜାପାନରେ, ଟୟୋକା ସହର ନିକଟରେ ଥିବା ହାଇଗୋ ରେ ଏକ ବିଶାଳ ସ୍କ୍ୱିଡ୍ ସହିତ ପହଁରିବାର ସୁଯୋଗ ପାଇଛନ୍ତି ୟଶୂକେ ତନାକା ପାଇଲେ। ତାନାକା ନିଜ ଠାରୁ ବହୁ ବଡ ସ୍କ୍ୱିଡର ସହ ଦେଖିବାକୁ ମିଳିଛି । ଯାହାର ଲମ୍ବ ଅର୍ଥାତ୍…

ପ୍ରଥମେ ଟଙ୍କା ସରିଲା, ପରେ ବିଦ୍ୟୁତ୍ ଦେଲା ଧୋକା: ପାକିସ୍ତାନ ମୁଣ୍ଡରେ ଚଡକ

ଇସଲାମାବାଦ: ପାକିସ୍ତାନର ଆର୍ଥିକ ଅବସ୍ଥା ଖରାପ ହେବା ମଧ୍ୟରେ ବିଜୁଳି ସଙ୍କଟ ଆହୁରି ବଢିଯାଇଛି । ରାଜଧାନୀ ଇସଲାମାବାଦ ସହିତ ଲାହୋର ଏବଂ କରାଚିରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କଟୁଛି ଦେଖାଦେଇଛି । ଗତ କିଛି ଦିନ…

ବାହାରିଲା ଜେଇଇ ମେନ ୨୦୨୩ର ଅଡମିଟ କାର୍ଡ, ଏପରି କରନ୍ତୁ ଡାଉନଲୋଡ୍

ନୂଆଦିଲ୍ଲୀ: ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି ଜେଇଇ ମେନ ସେଶନ୧ ପରୀକ୍ଷା ୨୦୨୩ର ଆଡମିଟ କାର୍ଡ଼ ଜାରି କରିଛି । ଜେଇଇ ମେନ ସେଶନ ୧ ପରୀକ୍ଷା କାଲି ଅର୍ଥାତ୍ ୨୪ ଜାନୁଆରୀରେ ହେବ । ଏଥିରେ ଇଂଜିନିୟରିଂ (ପେପର ୧,…

କରୋନା ପରେ ମାନ୍ଦାବସ୍ତାର ଭୟ; ଟେକ୍ ସେକ୍ଟରରେ ହେଉଛି ଛଟେଇ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶ ତଥା ବିଶ୍ୱରେ ବିଭିନ୍ନ ବଡ ବଡ ଏବଂ ଟେକ୍ କମ୍ପାନୀମାନେ ଛଟେଇ ଆରମ୍ଭ କରିଛନ୍ତି । ଫଳରେ ସେଠାରେ କାମ କରିଥିବା କର୍ମଚାରୀମାନଙ୍କର ଚାକିରୀ ଯିବାର ଭୟ ଦେଖିବାକୁ ମିଳିଛି । ତେବେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଲାଗୁ ହେଲା ପୁରୁଣା ପେନସନ ଯୋଜନା!

ନୂଆଦିଲ୍ଲୀ: ପୁରୁଣା ପେନ୍ସନ୍ ଯୋଜନାକୁ ନେଇ ସାରା ଦେଶରେ ଆଲୋଚନା ଚାଲିଛି। ଏହି ସମୟରେ ଅନେକ ରାଜ୍ୟ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଏଥି ସହିତ, ଅନେକ ରାଜ୍ୟରେ ନୂତନ ପେନ୍ସନ୍ ଯୋଜନା ପ୍ରଯୁଜ୍ୟ…