fbpx
Browsing Category

ଦେଶ ବିଦେଶ

ବଢ଼ିଲା ଚିନ୍ତା: ଯମୁନା ନଦୀରେ ପୁଣି ଦେଖାଗଲା ବିଷାକ୍ତ ଧଳା ଫେଣ

ଦିନକୁ ଦିନ ଯମୁନା ନଦୀ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ଗୋଟିଏ ପରେ ଜଳସ୍ତର କମି ପାଣିର ଅଭାବ ଦେଖାଯାଉଥିବା ବେଳେ ବର୍ତ୍ତମାନ ଏଥିରେ ପ୍ରଦୂଷଣ କାରଣରୁ ଦେଖାଯାଉଥିବା ବିଷାକ୍ତ ଧଳା ଫେଣ ଚିନ୍ତାର ବିଷୟ ପାଲଟିଛି ।…

କାଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ହିନ୍ଦୁ କର୍ମଚାରୀ: ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିକରି ହତ୍ୟା

ଜମ୍ମୁ-କାଶ୍ମୀରରେ ଟାର୍ଗେଟ କିଲିଂ ମାମଲା ଥମିବାର ନିଁ ନେଉନାହିଁ । ଆତଙ୍କବାଦୀମାନେ ଲଗାତାର ହିନ୍ଦୁଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏହାରି ମଧ୍ୟରେ ଗୁରୁବାର ଆତଙ୍କବାଦୀମାନେ କୁଲଗାମରେ ଜଣେ ବ୍ୟାଙ୍କ ମ୍ୟାନେରଙ୍କ…

ଦେଶରେ ବଢ଼ିଲା କୋଭିଡ ସଂକ୍ରମଣ, ଗୋଟିଏ ଦିନରେ ସଂକ୍ରମଣ ହାର ୩୫ % କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିଛି । ଗତ ୨୪ ଘଣ୍ଟାରେ କରୋନା କେସ୍ ୩୫.୨ ପ୍ରତିଶତ ବଢ଼ିଛି, ଯାହା ଚିନ୍ତାଜନକ । ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୩ ହଜାର ୭୧୨ ନୂଆ ସଂକ୍ରିତ ଚିହ୍ନଟ ହୋଇଛନ୍ତି । ଏହା ସହ…

ଆଧାର ତଥ୍ୟ ରହିବ ସୁରକ୍ଷିତ, ଆପଣାନ୍ତୁ ଏହି ପଦକ୍ଷେପ

ନୂଆଦିଲ୍ଲୀ: ଆଧାର ତଥ୍ୟ ସୁରକ୍ଷାକୁ ନେଇ ପୁଣି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ଏଥିପାଇଁ ହେଉଛି କାରଣ ନିକଟରେ ୟୁଆଇଡିଏଆଇ ଦ୍ୱାରା ଆଧାର କାର୍ଡ ଫଟୋକପି କୌଣସି ସଂସ୍ଥାନରେ ନ ଦେବାକୁ କୁହାଯାଇଥିଲା ଏବଂ…

ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, କର୍ମଚାରୀଙ୍କୁ ଏହି ଯୋଜନାରେ ମିଳିବ ନିଶ୍ଚିତ ରାଶି

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏହାର କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛି । କମ୍ପାନୀ ଏବେ କର୍ମଚାରୀଙ୍କୁ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ସ୍କିମ(ଭିଆରଏସ) ବିକଳ୍ପ ଉବଲବ୍ଧ କରାଇଛି । ଯଦି କେହି କର୍ମଚାରୀ ୫୫ ବର୍ଷ ରୁ…

ମାନହାନି କେସ୍ ଜିତିଲେ ଜନୀ ଡେପ୍: ଏବେ ଏମ୍ବର ହର୍ଡଙ୍କୁ ଦେବାକୁ ହେବ ୧୫ ମିଲିୟନ ଡଲାର

ନୂଆଦିଲ୍ଲୀ: ହଲିଉଡ ଷ୍ଟାର ଜନୀ ଡେପ୍ ଏବଂ ତାଙ୍କ ପତ୍ନୀ ଏମ୍ବର ହର୍ଡଙ୍କ ମଧ୍ୟରେ ଚାଲୁଥିବା ମାନହାନି ମାମଲାର ଶୁଣାଣି ଆସିସାରିଛି । ଆଉ ଶେଷରେ ଜନୀ ଡେପ୍ ଏହି କେସ୍ ଜିତିଛନ୍ତି । ଏବେ ଏମ୍ବର ହର୍ଡଙ୍କୁ ୧୫ ମିଲିୟନ…

ଜମ୍ମୁ-କାଶ୍ମୀର: ଗାଡ଼ିରେ ବ୍ୟାଟେରୀ ବୋମା ବିସ୍ଫୋରଣ ! ୩ ଯବାନ ଆହତ

ଜମ୍ମୁ-କାଶ୍ମୀର ସୋପିଆନରେ ଏକ ବିସ୍ଫୋରଣରେ ୩ ସୁରକ୍ଷାକର୍ମୀ ଆହତ । ଏହି ବିସ୍ଫୋରଣ ଏକ ଗାଡ଼ିରେ ହୋଇଛି । ତେବେ ବର୍ତ୍ତମାନ ଫରେନ୍ସିକ୍ ଟିମ୍ ପହଞ୍ଚି ଯାଞ୍ଚ କରୁଛି । କୁହାଯାଉଛି ଯେ ଗାଡ଼ିରେ ବ୍ୟାଟେରୀ ବମ ଯୋଗେ…

ଆମେରିକା: ମେଡିକାଲ ପରିସରରେ ଗୁଳିକାଣ୍ଡ, ଦୁର୍ବୃତ୍ତ ସମେତ ୫ ମୃତ

ୱାଶିଂଟନ୍: ଆମେରିକାରେ ଗୁଳିକାଣ୍ଡର ଘଟଣା ବନ୍ଦ ହେବାର ନାଁ ନେଉନାହିଁ । ପ୍ରତିଦିନ ଖୋଲା ଗୁଳି ବିନିମୟ ଘଟଣା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଆମେରିକାର ଏକ ହସ୍ପିଟାଲ ପରିସରରେ ଗୁଳିକାଣ୍ଡ ହୋଇଥିବା ସୂଚନା…

ଅଲବିଦା KK : ଆଜି ହେବ କେକେଙ୍କ ଅନ୍ତିମ ସଂସ୍କାର, ସାମିଲ ହେବେ କଳାକାର

ନୂଆଦିଲ୍ଲୀ: ବଲିଉଡ ଇଣ୍ଡଷ୍ଟ୍ରୀକୁ ଅନେକ ଲୋକପ୍ରିୟ ସଙ୍ଗୀତ ଭେଟି ଦେଇଥିବା ପ୍ରସିଦ୍ଧ ଗାୟକ କୃଷ୍ଣ କୁମାର କୁନ୍ନଥ କେକେଙ୍କ ପରଲୋକ ହୋଇଛି । ତାଙ୍କ ପରଲୋକରେ ବଲିଉଡରେ ଛାଇଯାଇଛି ଶୋକର ଛାୟା । ତେବେ ଆଜି କେକେଙ୍କ…

ଗୁଜବ ଉପରେ ଲାଗିଲା ବିରାମ, ଏହି ଘୋଷଣା କଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବୁଧବାର ଏକ ଟ୍ୱିଟକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା । ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି ଫ୍ୟାନ୍ସଙ୍କୁ କହିଥିଲେ ଯେ ସେ କିଛି ନୂଆ କରିବାକୁ ଯୋଜନା…