Browsing Category
ଦେଶ ବିଦେଶ
ଧରାପଡ଼ିଲା ଭାରତର ସବୁଠୁ ବଡ଼ ଗାଡ଼ି ଚୋର: କରିଥିଲା ୮୦୦୦ ରୁ ଅଧିକ ଗାଡ଼ି ଚୋରି
ନୂଆଦିଲ୍ଲୀ: ଧରାପଡ଼ିଲା ଭାରତର ସବୁଠୁ ବଡ଼ ଗାଡ଼ି ଚୋର । ଦିଲ୍ଳୀ ମଧ୍ୟ ଜିଲ୍ଲା ପୋଲିସ୍ ଭାରତର ସବୁଠୁ ବଡ଼ ଗାଡ଼ି ଚୋରକୁ ଗିରଫ କରିଛି । ଅଭିଯୁକ୍ତ ଅନୀଲ ଚୌହାନ ଆସାମର ନିବାସୀ । ଅଭିଯୁକ୍ତ ଖୁଲାସା କରିଛି ଯେ ସେ ୧୯୯୦…
୪୫ କୃତୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି: କହିଲେ- ‘ଶିକ୍ଷକମାନେ ଆଲୋକର ବର୍ତ୍ତିକା’
ନୂଆଦିଲ୍ଲୀ: ଶିକ୍ଷକମାନେ ହେଉଛନ୍ତି ଆଲୋକର ବର୍ତ୍ତିକା । ସମାଜକୁ ଦିଗଦର୍ଶନ ଦେବାରେ ସେମାନଙ୍କ ଭୂମିକା ଅବିସ୍ମରଣୀୟ । ଗୁରୁ-ଶିଷ୍ୟର ସମ୍ପର୍କ ଆବହମାନ କାଳରୁ ରହି ଆସିଥିବାବେଳେ ଏବେ ସେହି ପରମ୍ପରାକୁ ବଜାୟ ରଖିବା…
ଅନିଶ୍ଚିତ କାଳ ପାଇଁ ଲକଡାଉନ୍, ସ୍କୁଲ କଲେଜ୍ ସବୁ ବନ୍ଦ: ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସରକାର ନେଲେ ନିଷ୍ପତ୍ତି
ନୂଆଦିଲ୍ଲୀ: କରୋନା ସଂକ୍ରମଣ ବିଶ୍ୱରେ ହୁଏତ କମ୍ ହୋଇଛି । କିନ୍ତୁ ଚୀନ୍ ରେ ଏବେବି କରୋନାର ପ୍ରକୋପ ଜାରି ରହିଛି । ସଂକ୍ରମଣ ଉପରେ ଲଗାମ ଲଗାଇବା ପାଇଁ ଚୀନ୍ ସରକାର ସବୁ ସମ୍ଭବ ପ୍ରୟାସ କରୁଛନ୍ତି ଏବଂ ଗୋଟିଏ ପରେ…
AIIMSର ବଡ଼ ସୂଚନା: Avascular Necrosis କରୋନା ସଂକ୍ରମିତଙ୍କ ହାଡ଼ ନଷ୍ଟ କରୁଛି
ନୂଆଦିଲ୍ଲୀ: ଗତ ଦୁଇବର୍ଷରୁ ଅଧିକ ସମୟ ଧରି କରୋନା ଭାଇରସ୍ ସାରା ବିଶ୍ୱକୁ ଏକପ୍ରକାର କବଳିତ କରି ରଖିଛି । ଏହା ମଧ୍ୟରେ କରୋନାର ଏକାଧିକ ଭାରିଆଣ୍ଟ ସାମ୍ନାକୁ ଆସିଥିବା ବେଳେ ତା’ର ଆଶଙ୍କା ଏବେ ମଧ୍ୟ ଟଳିନାହିଁ ।…
ଦଶହରା ପୂର୍ବରୁ ବଢ଼ିବ DA! କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେବେ ବଡ଼ ଉପହାର
ନୂଆଦିଲ୍ଲୀ: ନିକଟରେ ଦେଶର କିଛି ରାଜ୍ୟର ସରକାର ପର୍ବପର୍ବାଣି ପୂର୍ବରୁ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରି ଉପହାର ପ୍ରଦାନ କରିସାରିଛନ୍ତି । ତେବେ ଏହା ମଧ୍ୟରେ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ସେମାନଙ୍କର ଡିଏ…
ଶବଦାହ କରାଯିବନି କି’ ପୋତାଯିବ ନାହିଁ, ଜାଣନ୍ତୁ କେମିତି ହେବ ଟାଟା ଗ୍ରୁପ୍ ର ପୂର୍ବ ଚେୟାରମ୍ୟାନଙ୍କ ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବ ଚେୟାରମ୍ୟାନ୍ ସାଇରସ ମିସ୍ତ୍ରୀଙ୍କର ଅକାଳ ବିୟୋଗ ଘଟିଛି । ରବିବାର ସାଇରସ ମିସ୍ତ୍ରୀ ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିବା ସମୟରେ ମହାରାଷ୍ଟ୍ରର ପାଲଘର ନିକଟରେ ତାଙ୍କ କାର୍…
ଦିଲ୍ଲୀ ରାଜପଥର ନାମ ହେବ “କର୍ତ୍ତବ୍ୟପଥ’: ମୋଦୀ ସରକାର କରୁଛନ୍ତି ପ୍ରସ୍ତୁତି
ନୂଆଦିଲ୍ଲୀ: ବଦଳିବ ଦିଲ୍ଲୀର ଐତିହାସିକ "ରାଜପଥ'ର ନାମ । ମୋଦୀ ସରକାର ଖୁବଶୀଘ୍ର "ରାଜପଥ'ର ନାମ ବଦଳାଇ "କର୍ତ୍ତବ୍ୟପଥ' କରିବାକୁ ଯାଉଛନ୍ତି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ କୁହାଯାଉଛି ।
ସୂଚନା…
Teachers Dayରେ PM ମୋଦୀଙ୍କ ବଡ଼ ଘୋଷଣା: PM-SHRI ଯୋଜନାରେ ଅପଗ୍ରେଡ୍ ହେବ ସମଗ୍ର ଦେଶର ୧୪,୫୦୦ ସ୍କୁଲ
ନୂଆଦିଲ୍ଲୀ: ଆଜି ଶିକ୍ଷକ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍କୁଲସ୍ ଫର ରାଇଜିଂ ଇଣ୍ଡିଆ (ପିଏମ ଶ୍ରୀ) ଯୋଜନା ଅଧୀନରେ ସମଗ୍ର ଦେଶର…
କ୍ଲାସରେ ଟପ୍ପର ହେଉଥିଲା ଝିଅର କ୍ଲାସମେଟ୍, ସହିନପାରି ବିଷ ଦେଇ ମାରିଦେଲେ ମହିଳା !
ସ୍କୁଲରେ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ହେବା ସାଧାରଣ କଥା । ଅଭିଭାବକ ମଧ୍ୟ ସବୁବେଳେ ସବୁବେଳେ ଏହି କଥାକୁ ନେଇ ଚିନ୍ତିତ ରହିଥାନ୍ତି ଯେ ପିଲାର ନମ୍ବର ଭଲ ଆସୁ ସେ ସବୁବେଳେ ଆଗରେ ରହୁ । କିନ୍ତୁ ପୁଡ଼ୁଚେରୀ ରେ…
କୋଟିପତି ସ୍ୱିପରଙ୍କ ଦେହାନ୍ତ : ବ୍ୟାଙ୍କରେ ଛାଡ଼ିଯାଇଛନ୍ତି….
ପ୍ରୟାଗରାଜର ଧୀରଜ । ଯାହାଙ୍କୁ ସମସ୍ତେ କୋଟିପତି ସ୍ପିପର ଭାବରେ ଜାଣନ୍ତି । ଶନିବାର ତାଙ୍କର ମୃତ୍ୟୁ ହୋଇଛି । ଧୀରଜ ସଙ୍ଗମ ନଗରୀ ପ୍ରୟାଗରାଜରେ ମୁଖ୍ୟ ଚିକିତ୍ସା ଅଧିକାରୀ ଅଫିସ୍ ର କୁଷ୍ଠ ରୋଗ ବିଭାଗରେ ସ୍ପିପର…