Browsing Category
ଦେଶ ବିଦେଶ
ପ୍ରଶାସନିକ ସେବାକୁ ପୁଣି ଥରେ ଫେରିଲେ ଶାହ ଫୈସଲ, ଏହି ମନ୍ତ୍ରଣାଳୟରେ ମିଳିଲା ନିଯୁକ୍ତି
ନୂଆଦିଲ୍ଲୀ: ଟପ୍ପର ରହିଥିବା ଦେଶର ଚର୍ଚ୍ଚିତ ଭାରତୀୟ ପ୍ରଶାସନିକ ଅଧିକାରୀ ଶାହ ଫୈସଲଙ୍କୁ ଶେଷରେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରଣାଳୟରେ ଉପ ସଚିବ ଭାବେ ନିଯୁକ୍ତ କରାଯାଇଛି । ଜାମ୍ମୁ-କାଶ୍ମୀର…
ଏହି ମାଧ୍ୟମରେ ୨ ଲକ୍ଷ ଟଙ୍କାରୁ ଆରମ୍ଭ କଲେ ବ୍ୟବସାୟ ;ବର୍ତ୍ତମାନ ୭୫ କୋଟି ଟଙ୍କାର ମାଲିକ, ଜାଣନ୍ତୁ ୩ସାଙ୍ଗଙ୍କ ସଂଘର୍ଷର କାହାଣୀ
ନୂଆଦିଲ୍ଲୀ :ଭାରତରେ ଷ୍ଟାର୍ଟ ଅଫ୍ ଇଣ୍ଡିଆ ଅଭିଯାନ ମାଧ୍ୟମରେ ଅନେକ ଯୁବ ଉଦ୍ୟୋଗି ସାମିଲ ହୋଇ ସଫଳତା ପଇଛନ୍ତି । ସେମାନଙ୍କ ମଧ୍ୟରୁ ଏପରି କିଛି ସଫଳ ଉଦ୍ୟୋଗି ଅଛନ୍ତି ଯେଉଁମାନେ ସାମାନ୍ୟ କିଛି ଟଙ୍କାର ସେମାନଙ୍କ…
SBI ଗ୍ରାହକଙ୍କ ପାଇଁ ଖୁସି ଖବର: ଏଣିକି Whatsappରେ ପାଇବେ ବ୍ୟାଙ୍କର ସୁବିଧା
ଭାରତୀୟ ଷ୍ଟେଟ ବ୍ୟାଙ୍କର ସମସ୍ତ ଗ୍ରାହକମାନଙ୍କ ପାଇଁ ଖୁସି ଖବର । ଏଣିକି ଡିଜିଟାଲ ମାଧ୍ୟମରେ ବ୍ୟାଙ୍କର ସମସ୍ତ ସୁବିଧା ଆପଣଙ୍କ ହାତମୁଠାରେ ମିଳିପାରିବ । ଆଉ ବ୍ୟାଙ୍କରେ ଲାଇନ ଲଗାଇ ଠିଆ ହେବାର ଆବଶ୍ୟକତା ପଡିବ…
‘କୁଆଡେ ଯାଇ ମର’ କହିବା ଆତ୍ମହତ୍ୟା ପାଇଁ ଉସୁକାଇବା ନୁହେଁ: ହାଇକୋର୍ଟ
ନୂଆଦିଲ୍ଲୀ: ସ୍ୱାମୀଙ୍କ ଚାପୁଡ଼ା ମାରିବା ପରେ ‘କୁଆଡେ ଯାଇ ମର’ କହିଥିବା ପତ୍ନୀଙ୍କୁ ପଞ୍ଜାବ-ହରିୟାଣା ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ,…
ସମସ୍ତ ଶୁଭକାର୍ଯ୍ୟରେ ସର୍ବ ପ୍ରଥମେ ସିଦ୍ଧିବିନାୟକଙ୍କୁ କାହିଁକି କରାଯାଏ ଆବାହନ; ଜାଣନ୍ତୁ ଏହା ପଛର ପୌରାଣିକ କାହାଣୀ
ପରମ୍ପରା ଅନୁଯାୟୀ ଭଗବାନ ଗଣେଶଙ୍କ ପୂଜା ଘର କିମ୍ବା ବ୍ୟବସାୟ ସ୍ଥାନରେ କୌଣସି ପୂଜା ଆରମ୍ଭ କରିବା ପୂର୍ବରୁ କରାଯାଏ। ଜପ ଗାନ କରି ଭଗବାନ ଗଣେଶଙ୍କ ବିଷୟରେ ଚିନ୍ତା କରି ଆମେ ପ୍ରତ୍ୟେକ ଭଲ ଜିନିଷର ଆରମ୍ଭରେ ତାଙ୍କୁ…
ଏକା ସାଙ୍ଗରେ ୨୨ଟି ଜାଗାରେ ରେଡ କରୁଛି ଇନକମ୍ ଟାକ୍ସ: ଟାର୍ଗେଟରେ ଲାଞ୍ଚୁଆ ଅଫିସର
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ମାରାଥନ ରେଡ୍ କରୁଛି ଇନକମ୍ ଟାକ୍ସ । ଭ୍ରଷ୍ଟାଚାରୀ ଓ ଲାଞ୍ଚୁଆ ଅଫିସରମାନଙ୍କ କଳାଧନ ଏବଂ ଆୟ ବହିର୍ଭୁତ ସମ୍ପତ୍ତିକୁ ଜବତ କରିବା ପାଇଁ ଅଣ୍ଟା ଭିଡିଛି ଆଇଟି ଡିପାର୍ଟମେଣ୍ଟ । ୧୨ରୁ…
IAS ଅଧିକାରୀଙ୍କ ପତ୍ନୀ ଗିରଫ,ପରିସ୍ରା ଚାଟିବାକୁ ଚାକରାଣୀଙ୍କୁ କରୁଥିଲେ ବାଧ୍ୟ
ରାଞ୍ଚି:ଝାଡଖଣ୍ଡର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କ ପତ୍ନୀ ସୀମା ପାତ୍ର ଏବଂ ବିଜେପି ନେତା ଙ୍କୁ ବୁଧବାର ସକାଳେ ଗିରଫ କରାଯାଇଛି। ସେ ରାଞ୍ଚିରୁ ଖସିଯିବାକୁ ଚେଷ୍ଟା କରୁଥିଲେ କିନ୍ତୁ ଆର୍ଗୋରା ପୋଲିସ ଦଳ ତାଙ୍କୁ…
କର୍ଣ୍ଣାଟକ ହାଇକୋର୍ଟ ଦେଲା ଅନୁମତି;ଇଦ୍ଗାହ ପଡ଼ିଆରେ ଶୁଭିବ ଗଣପତି ବାପ୍ପା ମୋରିୟା..
ବେଙ୍ଗାଲୁର: ପ୍ରଥମେ ନା ପରେ ହଁ ଏଭଳି ଭାବେ ମିଳିଲା ଅନୁମତି । ସେତ ବିଘ୍ନବିଧାତା ତାଙ୍କ ପୂଜା ଆଉ ଆରାଧନା ଙ୍କୁ କିଏ ଅବା ଅଟକେଇ ପାରିବ । ପୂର୍ବ ପ୍ରସ୍ତୁତି ଅନୁସାରେ କର୍ଣ୍ଣାଟକର ଇଦ୍ଗାହ ପଡ଼ିଆରେ ଗଣେଶ ପୂଜା…
ରିସର୍ଚ୍ଚ: ସୁସ୍ଥ ଲୋକଙ୍କ ହୃଦସ୍ପନ୍ଦନରେ ବ୍ୟାଘାତ, ଜାଣନ୍ତୁ କାର୍ଡିଆକ୍ ଚ୍ୟାନେଲୋପାଥି ସୁସ୍ଥ ଲୋକଙ୍କୁ କିଭଳି ପ୍ରଭାବିତ କରିଥାଏ
ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ହୃଦଘାତରେ ପିଡିତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୁସ୍ଥ ଲୋକଙ୍କଠାରେ ମଧ୍ୟ ହୃଦଘାତ ସମସ୍ୟା ଦେଖାଯାଉଛି। ତେବେ ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ, ସୁସ୍ଥ ଲୋକଙ୍କୁ ମଧ୍ୟ…
ବଢ଼ିଲା ମଶା ଚିନ୍ତା ; ଆରମ୍ଭ ହେଲା ମଶା ଲାର୍ଭା ଯାଞ୍ଚ ଅଭିଯାନ
ନୂଆଦିଲ୍ଲୀ :ବର୍ତ୍ତମାନ ସମୟରେ ମଶା ମାନଙ୍କ ପାଦୁର୍ଭାବ ବଢିବାର ଲାଗିଲାଣି । ମଶା ଲାର୍ଭା ଯାଞ୍ଚ କରିବା ପାଇଁ ଏମସିଡି( MCD) ମଙ୍ଗଳବାର ଏକ ସ୍ୱତନ୍ତ୍ର ନୀରିକ୍ଷଣ ଡ୍ରାଇଭ୍ ଆରମ୍ଭ କରିଛି । ଦକ୍ଷିଣ, ପଶ୍ଚିମ,…