Browsing Category
ଦେଶ ବିଦେଶ
ଆଜି ବିଶ୍ୱ ଇଞ୍ଜିନିୟର ଦିବସ: ଜାଣନ୍ତୁ କାହିଁକି ଏହି ଦିବସ ପାଳନ କରାଯାଏ, ଏହା ପଛରେ କ’ଣ ରହିଛି ଇତିହାସ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍):ଆଜି ବିଶ୍ୱ ଇଞ୍ଜିନିୟର ଦିବସ। ଭାରତରତ୍ନ ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟ ଭାରତର ଜଣେ ସଫଳ ଇଞ୍ଜିନିୟର ତଥା ବିଦ୍ୱାନ । ୧୯୧୨ରୁ ୧୯୧୮ ପର୍ଯ୍ୟନ୍ତ ସେ ମୈସୁର ଦିୱାନ ଥିଲେ ।…
ଏଣିକି Swiggy, Zomatoରୁ ଖାଦ୍ୟ ମଗାଇବା ହେବ ମହଙ୍ଗା, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଅନଲାଇନରେ ଖାଦ୍ୟ ମଗାଉଥିବା ଲୋକଙ୍କୁ ଝଟକା ଲାଗିପାରେ । ଏହା ଉପରେ ଜିଏସଟି କାଉନସିଲ କମିଟି ବିଚାରବିମର୍ଶ ଚଳାଇଥିବା ଜଣାପଡ଼ିଛି । ଫୁଡ ଡେଲିଭରି ଆପଗୁଡ଼ିକୁ ଅତି କମରେ ୫ ପ୍ରତିଶତ ଜିଏସଟି ଅଧୀନକୁ…
ତାଲିବାନକୁ ଚୀନ ସମର୍ଥନ କରିବା ପଛର ଭିତିରି ରହସ୍ୟ ହେଉଛି ଜମ୍ମୁ କଶ୍ମୀର ଓ ଆଫଗାନିସ୍ତାନର ଖଣିଜ ଭଣ୍ଡାର, ଭାରତ ପାଇଁ ଏହା ବିପଦ ଘଣ୍ଟି
ଭୁବନେଶ୍ୱର: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ସେଠାରେ ବର୍ତ୍ତମାନ ତାଲିବାନ ସରକାର ଗଠନ କରିଛି । ତେବେ ତାଲିବାନକୁ ଚୀନ ଓ ପାକିସ୍ତାନ ଉଭୟ ରାଷ୍ଟ୍ର ସମର୍ଥନ ଦେଇ ଆସୁଥିବା ଦେଖାଯାଇଥିଲା ।…
IPL-2022: ଅକ୍ଟୋବର ୧୭ରେ ୨ ନୂଆ ଆଇପିଏଲ୍ ଦଳ ପାଇଁ ଇ-ଅକ୍ସନ୍
ନୂଆଦିଲ୍ଲୀ: ଆସନ୍ତା ବର୍ଷ ବିସିସିଆଇ ପକ୍ଷରୁ ଅନୁଷ୍ଠିତ ହୋଇ ଆସୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) କ୍ରିକେଟରେ ସାମିଲ ହେବେ ଆଉ ଦୁଇ ନୂଆ ଦଳ । ବର୍ତ୍ତମାନ ଆଇପିଏଲରେ ୮ ଦଳ ପ୍ରତିନିଧିତ୍ୱ କରୁଛନ୍ତି ।…
ଆଗକୁ ଆସିପାରେ ବ୍ୟାଙ୍କିଙ୍ଗ କ୍ରାଇସିସ୍, ଚଳିତ ବର୍ଷ ଲୋନ୍ ଟପିବ ୧୦ ଲକ୍ଷ କୋଟି: Assocham ଓ Crisil ରିପୋର୍ଟ
ନୂଆଦିଲ୍ଲୀ: ଆଗକୁ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ବିପଦ ଆସିବ । କ୍ରିସିଲ ଓ ଆସୋଚାମ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି କ୍ଷେତ୍ରରେ ଟୋଟାଲ ବ୍ୟାଡ୍…
ମହିଳାଙ୍କ ପାଇଁ ଓଲାର ବଡ ଘୋଷଣା; ୧୦ ହଜାର ନୂତନ ନିଯୁକ୍ତି
ନୂଆଦିଲ୍ଲୀ: ଦୁଇ ଚକିଆ ଇଲେକ୍ଟ୍ରିକ୍ ଯାନକୁ ନେଇ ବଡ଼ ଧରଣର ପୁଞ୍ଜିନିବେଶ କରିଥିବା ଓଲା ପକ୍ଷରୁ ମହିଳା ସଶକ୍ତୀକରଣ ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । କଂପାନି ଏହାର କାରଖାନାରେ ୧୦ ହଜାର ମହିଳାଙ୍କୁ…
ୟାକୁ କୁହନ୍ତି ପୋଲିସ; ଅଡିଓ କ୍ଲିପରୁ ଅପରାଧୀର ତଣ୍ଟିଯାଏଁ ପହଞ୍ଚିଲା
ନୂଆଦିଲ୍ଳୀ: ଅଡିଓ କ୍ଲିପରୁ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଛି ପୋଲିସ । ୨୪ ବର୍ଷୀୟା ଜାତୀୟ ଖୋ ଖୋ ଖେଳାଳିଙ୍କୁ ହତ୍ୟା କରିଥିବା ଜଣେ ଅପରାଧୀକୁ ଧରିବାରେ ସଫଳ ହୋଇଛି ବିଜନୋର ପୋଲିସ । ଏହି ଘଟଣା ସେପ୍ଟେମ୍ବର ୧୦…
ରାଜ୍ୟସଭା ଗଲେ ସୁସ୍ମିତା ଦେବ; କଂଗ୍ରେସ ଛାଡି ଟିଏମସିରେ ମିଶିଥିଲେ
ନୂଆଦିଲ୍ଳୀ: ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିବା ସୁସ୍ମିତା ଦେବ ଆଜି ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି । କଂଗ୍ରେସ ଛାଡି ଟିଏମସିରେ ଯୋଗ ଦେବାର ଏକ ମାସ ମଧ୍ୟରେ ସୁସ୍ମିତା ଦେବଙ୍କୁ ପୁରସ୍କୃତ କରାଯାଇଛି । ମଙ୍ଗଳବାର…
ଟୁଥପେଷ୍ଟ ଭାବି ମୂଷା ମାରିବା ଔଷଧରେ ଦାନ୍ତ ଘଷିଲେ ଯୁବତୀ, ତାପରେ…
ମୁମ୍ବାଇ: ଟୁଥପେଷ୍ଟ ଭାବି ଯୁବତୀ ର୍ୟାଟ୍ କିଲର୍ ବା ମୂଷା ମରାଯାଉଥିବା ଔଷଧରେ ଦାନ୍ତ ଘଷି ପ୍ରାଣ ହରାଇଛନ୍ତି । ଏଭଳି ଏକ ଖବର ଶୁଣିବାକୁ ମିଳିଛି ମୁମ୍ବାଇର ଧାରାବୀ ଅଞ୍ଚଳରୁ । ଏଠାରେ ଜଣେ ୧୮ ବର୍ଷୀୟ ଯୁବତୀ…
୩ ବର୍ଷ ଭିତରେ ବନ୍ୟା-ବାତ୍ୟାରେ ପ୍ରାଣ ହରାଇଲେଣି ୬ହଜାରରୁ ଅଧିକ ଲୋକ
ନୂଆଦିଲ୍ଲୀ: ଭାରତରେ ତିନି ବର୍ଷ ମଧ୍ୟରେ ବନ୍ୟା, ବାତ୍ୟା, ପ୍ରବଳ ବର୍ଷା, ବଜ୍ରପାତ ଇତ୍ୟାଦି ଯୋଗୁଁ ୬ ହଜାର ୮୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହି ଆକଳନ ଚଳିତ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତର ବୋଲି ସୂଚନା ମିଳିଛି…