Browsing Category
ଦେଶ ବିଦେଶ
ମୌସୁମୀର ଅନିୟମିତତାରେ ୧୭ ପ୍ରତିଶତ କମିଲା ଧାନବୁଣା, କ’ଣ ଗହମ ପରି ସ୍ଥିତି ଉପୁଜିବ ?
ନୂଆଦିଲ୍ଲୀ: କିଛି ଦିନ ହେବ ସାରା ଦେଶରେ ଠିକ୍ ଭାବେ ମୌସୁମୀ ବର୍ଷା ହୋଇଛି। ଏହା ଖରିଫ ଫସଲର ବୁଣାକୁ ଗତି ପ୍ରଦାନ କରିଛି। ନିକଟରେ ହୋଇଥିବା ବର୍ଷା କାରଣରୁ ଖରିଫ ଫସଲ ବୁଣା ଗତ ସାତ ବର୍ଷରେ ରେକର୍ଡ ଭାଙ୍ଗିଛି।…
ପ୍ଲାଷ୍ଟିକ୍ ପ୍ରଦୂଷଣ କମିବ ନା ବଢ଼ିବ: ସମୁଦ୍ର ବେଳାଭୂମିରେ ଗଦା ହୋଇଛି ଟନ୍ ଟନ୍ ପ୍ଲାଷ୍ଟିକ୍, ଦେଖନ୍ତୁ ଭାଇରାଲ Video
ନୂଆଦିଲ୍ଲୀ: ପ୍ଲାଷ୍ଟିକକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାରର ଦାବି ସବୁ ଉଠିଥାଏ । ପ୍ଲାଷ୍ଟିକ ବ୍ୟବହୃତ ପଲିଥିନ, ପ୍ୟାକେଡ ଯୋଗୁଁ ପ୍ରଦୂଷଣ ବୃଦ୍ଧି ହେଉଥିବାରୁ ଏହାକୁ ସରକାର ବ୍ୟାନ କରିବା ଦରକାର ବୋଲି ଅନେକ…
ବଢ଼ୁଛି ଓମିକ୍ରନ BA.5 ଭାରିଆଣ୍ଟର ମାମଲା: ଲଗାତାର ଛିଙ୍କ ଓ ରାତିରେ ଝାଳ ବାହାରିବା କରୋନାର ନୂଆ ଲକ୍ଷଣ
ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି । ଦିନକରେ ୨୦,୫୨୮ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ଜଣାପଡିଛି । ଏହା ସହିତ ମୋଟ ସଂକ୍ରମିତ ସଂଖ୍ୟା ୪,୩୭,୫୦,୫୯୯ କୁ ବୃଦ୍ଧି ପାଇଲା । ଏହା ସହିତ ଦେଶରେ…
ଜଗଦୀପଙ୍କ ଉପ ରାଷ୍ଟ୍ରପତି ପ୍ରାର୍ଥୀତ୍ଵରେ ଟିଏମସିକୁ ବଡ ଆଶ୍ଵସ୍ତି, ଦଳ କହିଲା- ଆମକୁ ହଇରାଣ କରିବାର…
କୋଲକାତା: ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଜଗଦୀପ ଧନଖଡଙ୍କୁ ପ୍ରାର୍ଥୀ କରିଛି। ବିଜେପିର ଏହି ନିଷ୍ପତ୍ତି ଉପରେ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ ପାର୍ଟି ଖାସ୍…
୫୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ନର୍ମଦା ନଦୀଗର୍ଭକୁ ଖସିଲା ବସ୍: ୧୨ ଜଣଙ୍କ ଶବ ଉଦ୍ଧାର, ଚାଲିଛି ରେସକ୍ୟୁ ଅପରେସନ୍
ନୂଆଦିଲ୍ଲୀ: ଅନେକ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଏକ ବସ୍ ନଦୀ ଗର୍ଭକୁ ଖସି ପଡ଼ିଛି । ମଧ୍ୟପ୍ରଦେଶର ଖରଗୋନ ଓ ଧାର ଜିଲ୍ଲାର ସୀମାରେ ପ୍ରବାହିତ ନର୍ମଦା ନଦୀକୁ ଯାତ୍ରୀବାହୀ ବସଟି ଖସି ପଡ଼ିଥିଲା । ବସଟି ଇନ୍ଦୋରରୁ…
ଚଳନ୍ତା ଗାଡ଼ି ଉପରେ ଷ୍ଟଣ୍ଟ ଦେଖାଉଥିଲା ହିରୋ, ଗୋଟିଏ ଝଟକାରେ ଏକା ଥରକେ ଜିରୋ, ଦେଖନ୍ତୁ Video
ନୂଆଦିଲ୍ଲୀ: ଅନେକ ସମୟରେ କିଛି ଉଦଭ୍ରାନ୍ତ ଯୁବକ ଦୁଃସାହିକ ଷ୍ଟଣ୍ଟ ଦେଖାଇ ନିଜର ହିରୋଗିରି ଦେଖାଇଥାନ୍ତି । ତେବେ ଏହାର ପରିଣାମ ମଧ୍ୟ ସେମାନଙ୍କୁ ମିଳିଥାଏ । ଏକ ଚଳନ୍ତା ଗାଡ଼ି ଉପରେ ପୁସ-ଅପ୍ ମାରିବା ସହ ନିଜକୁ…
ଆଶୀଷ କୁମାର ଚୌହାନ ହେବେ NSEର ନୂଆ MD ଓ CEO, ମଞ୍ଜୁରୀ ପ୍ରଦାନ କଲା SEBI
ନୂଆଦିଲ୍ଲୀ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ଦାୟିତ୍ୱ ଗ୍ରହଣ କରିବେ ଜଣେ ନୂଆ ଅଧିକାରୀ । ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର ଏମଡି ଓ ସିଇଓ ଆଶୀଷ କୁମାର ଚୌହାନ ଏନଏସଇର ପରବର୍ତ୍ତୀ ଏମଡି ଓ ସିଇଓ ହେବେ ।…
ରାଷ୍ଟ୍ରପତି ନିର୍ବାଚନ: ମତଦାନ ସାବ୍ୟସ୍ତ କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ (Video)
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ । ପାଖାପାଖି ୪୮୦୦ ସାଂସଦ ଓ ବିଧାୟକଙ୍କୁ ନେଇ ଗଠିତ ଇଲେକ୍ଟ୍ରୋରାଲ କଲେଜ ବାଛିବ ଦେଶର…
(Video) ବର୍ଷା ପାଣିକୁ ନେଇ ପଡୋଶୀଙ୍କ ମଧ୍ୟରେ ମାରପିଟ୍: ଚାଲିଗଲା ଜଣଙ୍କର ଜୀବନ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଉନ୍ନାଓରୁ ଏକ ମୃତ୍ୟୁ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ପୋଷ୍ଟ ହେବା ମାତ୍ରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଖବର ମୁତାବକ, ବର୍ଷା ଜଳ ନିଷ୍କାସନ ନେଇ ୨ ପଡୋଶୀଙ୍କ ମଧ୍ୟରେ ବିବାଦ…
ଦୁର୍ବଳ, ପତଳା ଲୋକଙ୍କର ଓଜନ ନ ବଢ଼ିବାର କାରଣ କଣ, ବୈଜ୍ଞାନିକମାନେ ଖୋଜିଲେ ସ୍ଲିମ୍ ବଡିର ସିକ୍ରେଟ୍
ନୂଆଦିଲ୍ଲୀ: ଆମ ସମାଜରେ ଶାରୀରିକ ଦୃଷ୍ଟିକୋଣରୁ ଅନେକ ପ୍ରକାରର ମଣିଷ ରହିଥାନ୍ତି । କିଛି ଲୋକ ଅତ୍ୟନ୍ତ ଦୁର୍ବଳ, ପତଳା ହୋଇଥିବା ବେଳେ ଆଉ କିଛି ମୋଟା, ହୁଷ୍ଟପୁଷ୍ଟ ହୋଇଥାନ୍ତି । ତେବେ ସ୍ଲିମ ଫିଗରଧାରୀ ଲୋକମାନେ…