Browsing Category

ଦେଶ ବିଦେଶ

UP Election: ଯୋଗୀ ସରକାରଙ୍କ କାମରେ କେତେ ଲୋକ ସନ୍ତୁଷ୍ଟ, ଆସିଲା ସର୍ଭେ ରିପୋର୍ଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ବିଜେପି) ସରକାରର ପରୀକ୍ଷା ଘଡି ପାଖେଇ ଆସୁଛି। ଯୋଗୀ ଉତ୍ତର ପ୍ରଦେଶରେ ନିଜର କ୍ଷମତା ଜାରି ରଖି ପାରିବେ କି ନାହିଁ ତାହା ଜନତାଙ୍କ ଉପରେ ନିର୍ଭରଶୀଳ। ଏହାର ସଠିକ୍…

ପଞ୍ଜାବରେ ସିଦ୍ଧୁଙ୍କୁ ଝଟକା: ବିଜେପିରେ ସାମିଲ ହେଲେ ଅମ୍ରିତସର କଂଗ୍ରେସ କର୍ମୀ

ନୂଆଦିଲ୍ଳୀ: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା । ହାତ ଛାଡିଲେ ୫ କଂଗ୍ରେସ କର୍ମୀ । ଅମ୍ରିତସରରୁ ଏହି ୫ ଜଣ କର୍ମୀ ହାତ ଛାଡି ଗେରୁଆ ଦଳର ହାତ ଧରିଛନ୍ତି । ବିଧାୟକ ଭାବରେ କଂଗ୍ରେସ ପ୍ରଦେଶ ମୁଖ୍ୟ…

ବରଫର ଚାଦର ଉପରେ ଡ୍ୟାନ୍ସ କଲେ BSF ଯବାନ, ଭାଇରାଲ ହେଲା ଭିଡ଼ିଓ

ନୂଆଦିଲ୍ଲୀ: ମାଟି ମା’ର ସେବା ପାଇଁ ନିଜ ଜୀବନକୁ ବି ବିପଦ ମୁହଁରେ ଠେଲିବାକୁ କୁଷ୍ଠାବୋଧ କରନ୍ତିନି ଯବାନ । ଦେଶର ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଦୃଢ଼ତାର ସହ ସାମ୍ନା କରୁଥିବା ବିଏସଏଫ୍ ଯବାନଙ୍କ ଏକ ଭିଡ଼ିଓ…

ଥରେ ଗଲେ ଆଉ ଫେରି ପାରିବେନି: ଏହି ସ୍ଥାନରେ ରହିଛି ନର୍କର ଦ୍ୱାର(Video)

ନୂଆଦିଲ୍ଲୀ:କେବଳ ଆମ ଦେଶ ଭାରତ ନୁହେଁ । ବିଶ୍ୱରେ ଅନେକ ଦେଶ ରହିଛି ଯେଉଁଠି ଅବିଶ୍ୱସନୀୟ ଘଟଣାମାନ ଘଟିଥାଏ । ଏଭଳି ଏକ ମନ୍ଦିର ବିଷୟରେ ଆଜି ଆମେ ଆପଣକୁ କହିବୁ ଯାହାର ରହସ୍ୟରୁ ଏବେ ବି ପରଦା ଉଠିନି । ଆଉ ଆପଣ ମଧ୍ୟ…

ୟୁପିରେ ଦଳବଦଳ ରାଜନୀତି: ବିଜେପିକୁ ଯିବେ ମୁଲୟାମ ସିଂ ଯାଦବଙ୍କ ବୋହୂ

ନୂଆଦିଲ୍ଲୀ: ଦିନକୁ ଦିନ ଗୋଳିଆ ହେବାରେ ଲାଗିଛି ଉତ୍ତର ପ୍ରଦେଶ ରାଜନୀତି । ନିର୍ବାଚନ ପୂର୍ବରୁ ଦଳବଦଳ ନୀତି ବେଶ ଜୋରଦାର ହେବାରେ ଲାଗିଛି । ଦଳ ଛାଡି ବିପକ୍ଷ ଦଳରେ ଯୋଗ ଦେବାର ଏହି ପରମ୍ପରାରେ ସାମିଲ ହୋଇଛନ୍ତି…

ଯଦି ପାଖରେ ଅଛି ଭାରତର ଡ୍ରାଇଭିଂ ଲାଇସେନ୍ସ, ତେବେ ଏହି ୧୫ଟି ଦେଶରେ ଚଳାଇପାରିବେ ଗାଡ଼ି

ନୂଆଦିଲ୍ଲୀ: ଭାରତୀୟ ଡ୍ରାଇଭିଂ ଲାଇସେନ୍ସ ରଖିଥିବା ଲୋକଙ୍କ ପାଇଁ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଆପଣ ମାନେ ଏହା ଜରିଆରେ ଭାରତରେ ତ ଗାଡ଼ି ଚଳାଇ ପାରିବେ, ଏହା ସହିତ ଦେଶ ବାହାରେ ମଧ୍ୟ ଗାଡ଼ି ଚଳାଇପାରିବେ ।…

ଏଣିକି ରେଳଯାତ୍ରୀଙ୍କୁ ଥୁକିବା ପାଇଁ ଦିଆଯିବ ଏକ ସ୍ୱତନ୍ତ୍ର ପାଉଚ୍, ଏହାଦ୍ୱାରା ସରକାରଙ୍କର ବଞ୍ଚିଯିବ ୧୨ ଶହ କୋଟି

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଏକ ଜରୁରୀ ଖବର ଆସିଛି । ଷ୍ଟେସନ ଓ ଟ୍ରେନକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯାଇଛି । କରୋନା ସମୟରେ କଠୋର କଟକଣା ଲାଗୁ ହେବା ପରେ ମଧ୍ୟ…

ଫାର୍ମ ହାଉସରେ ଦେଢ଼ ମାସ କାଳ ଯୁବତୀଙ୍କୁ ବନ୍ଧକ ରଖି ଗଣଦୁଷ୍କର୍ମ, ପ୍ରାଇଭେଟ୍ ପାର୍ଟରେ ଜଳନ୍ତା ସିଗାରେଟ୍….

ଇନ୍ଦୋର: ଦେଢ଼ ମାସ ପର୍ଯ୍ୟନ୍ତ ଫାର୍ମ ହାଉସ୍ ରେ ବାନ୍ଧି ରଖି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ମାମଲା ସାମନାକୁ ଆସିଛି । ଏହିଭଳି ଏକ ମାମଲା ଇନ୍ଦୋରରୁ ଆସିଛି । ଛତିଶଗଡ଼ର ଜଣେ ଯୁବତୀଙ୍କ ଅପହରଣ କରି ଇନ୍ଦୋରରେ…

ଦେଖନ୍ତୁ ମୃତ୍ୟୁର ଲାଇଭ୍ ଭିଡିଓ, ଆଖି ପିଛୁଳାକେ ଭାସିଗଲା ପୋଲ

ଓଡ଼ିଶା ଭାସ୍କର ବ୍ୟୁରୋ: ଆପଣ ମାନେ ଅନେକ ଥର ଦୁର୍ଘଟଣାର ଭିଡିଓ ଦେଖିଥିବେ । ଆଜି ଆମେ ଆପଣଙ୍କୁ ଏପରି ଏକ ଭିଡିଓ ଦେଖିବାକୁ ଯାଉଛୁ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭିଡିଓରେ ମୃତ୍ୟୁର ଲାଇଭ୍ ଦୃଶ୍ୟ…

କଣ ଦ୍ୱିତୀୟ ଥର ସଂକ୍ରମିତ କରିପାରେ ନୂତନ ଭାରିଆଣ୍ଟ ଓମିକ୍ରନ୍? ବିଶେଷଜ୍ଞ ଦେଲେ ଏହି ଜବାବ

ନୂଆଦିଲ୍ଲୀ: କରୋନା ଭାରିଆଣ୍ଟ ଓମିକ୍ରନ୍ ଅତ୍ୟଧିକ ସଂକ୍ରାମକ ହେବାରେ ଲାଗିଛି । ଭାରତ ସମେତ ବିଶ୍ୱର ଅନେକ ଦେଶରେ ଏହି ଭାରିଆଣ୍ଟ ବ୍ୟାପିବାରେ ଲାଗିଛି । ଏହା ଭିତରେ ବିଶେଷଜ୍ଞ ମାନେ ଚେତାବନୀ ଦେଇଛନ୍ତି ଯେ,…