Browsing Category

ଦେଶ ବିଦେଶ

ହନିଟ୍ରାପରେ ଫସିଲେ ଭାରତୀୟ ବାୟୁସେନାର ଯବାନ: ବାନ୍ଧିଲା କ୍ରାଇମବ୍ରାଞ୍ଚ, ଫୋନ୍ ସେକ୍ସ ମାଧ୍ୟମରେ…

ନୂଆଦିଲ୍ଲୀ: ଆଜିକାଲି ଶତ୍ରୁମାନେ ଦେଶର କ୍ଷତି କରିବାକୁ ଗୁପ୍ତଚରଙ୍କୁ ଅସ୍ତ୍ର ଭାବେ ବ୍ୟବାହର କରୁଛନ୍ତି । ଏଥିପାଇଁ କିଛି ଦେଶ ହନିଟ୍ରାପର ବ୍ୟବହାର କରି ଅନ୍ୟ ଦେଶର ଯବାନମାନଙ୍କୁ ନିଜର ଟାର୍ଗେଟ କରୁଛନ୍ତି,…

ଏହି ସରକାରୀ ଯୋଜନାରେ ମିଳୁଛି ୩୦ ଲକ୍ଷ! ଜମା କରିବାକୁ ପଡିବ କେବଳ ୧୦,୧୦୦ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ୧୦,୧୦୦ ଟଙ୍କା ଜମା କରିବା ଉପରେ ଆପଣଙ୍କୁ ୩୦ ଲକ୍ଷ ଟଙ୍କା ଦେବେ ସରକାର । ଏଥିପାଇଁ ସରକାର ଏକ ଚିଠି ଜାରି କରିଛନ୍ତି । ତେବେ ଭାରତ ସରକାର ଓ ଅଶୋକ ସ୍ତମ୍ଭ ସହ ସର୍କୁଲେଟ ହୋଇଥିବା ଏକ ଚିଠିରେ ଦାବି…

ଗୁଗଲ ଟ୍ରାନ୍ସଲେଟରେ ଆସିଲା ୮ ଭାରତୀୟ ଭାଷା, ସଂସ୍କୃତରେ ବି ହୋଇପାରିବ ଟ୍ରାନ୍ସଲେସନ

ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ ତଥା ମଲ୍ଟି ନାସନାଲ କମ୍ପାନୀ ଗୁଗଲ ସଂସ୍କୃତ ସହ ୮ ଭାରତୀୟ ଭାଷା ଗୁଗଲ ଟ୍ରାନ୍ସଲେଟରେ ଯୋଡ଼ିଛି । ଗୁଗଲ ଲଗାତାର ଏହାର ଅନଲାଇନ ଟ୍ରାନ୍ସଲେସନ ପ୍ଲାଟଫର୍ମରେ ଅନେକ ଭାଷା ଯୋଡ଼ିଛି । ଗୁଗଲ…

ଚୀନର ରନୱେରୁ ଖସିଲା ତିବ୍ଦତ ଏୟାରଲାଇନ୍ସର ବିମାନ: ଲାଗିଲା ନିଆଁ, ଦେଖନ୍ତୁ Video

ବେଜିଂ: ତିବ୍ଦତ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର ହୋଇଛି । ରିପୋର୍ଟ ଅନୁସାରେ, ତିବ୍ଦତ ଏୟାରଲାଇନ୍ସର ବିମାନ ଟିଭି୯୮୩୩ ପଶ୍ଚିମ ଚୀନର ଚୋଙ୍ଗକିଙ୍ଗ ଜିଆଙ୍ଗବେଇ ଅନ୍ତର୍ଜାତୀୟ ବିମାନବନ୍ଦରର…

ଫ୍ଲୋରେନ୍ସ ନାଇଟଆଙ୍ଗେଲଙ୍କ ଜନ୍ମ ଜୟନ୍ତୀ: ଜାଣନ୍ତୁ କେମିତି ବନିଥିଲେ ସେ “ଦ ଲେଡୀ ୱିଥ୍ ଦ ଲ୍ୟାମ୍ପ’

ପ୍ରତିବର୍ଷ ମେ ୧୨କୁ ଇଣ୍ଟରନାସନାଲ ନର୍ସ ଡେ ଭାବରେ ପାଳନ କରାଯାଇଥାଏ । ବିଶ୍ୱରେ ଏହି ଦିନକୁ ନର୍ସ ଡେ ଭାବରେ ସେଲିବ୍ରେଟ କରିବାର ପଛର କାହାଣୀ ହେଉଛି ଫ୍ଲୋରେନ୍ସ ନାଇଟଆଙ୍ଗେଲଙ୍କ ଜୟନ୍ତୀ, ଯାହାଙ୍କୁ "ଦ ଲେଡୀ ୱିଥ୍…

ରାତି ସାଢ଼େ ୨ଟାରେ ୧୦୦ ନମ୍ବର ଡାଏଲ୍ କଲା ମଦୁଆ: ପୋଲିସକୁ ପଚାରିଲା- ୨ ବୋତଲ ବିୟର ମିଳିବ କି?

ନୂଆଦିଲ୍ଲୀ: ବେଳେବେଳେ କିଛି ଲୋକ ମଦ ନିଶାରେ ଏପରି କିଛି କାମ କରିଦିଅନ୍ତି, ଯାହାକୁ କେହି ଆଶା ବି କରିପାରନ୍ତି ନାହିଁ । ମଦନିଶାରେ ଜଣେ ବ୍ୟକ୍ତି ଏପରି ଏକ ଆଶ୍ଚର୍ଯ୍ୟକର କାମ କରିଛନ୍ତି, ଯାହା ବିଷୟରେ କେହି ଭାବି…

ସମୁଦ୍ର ପତ୍ତନ ଠାରୁ ୨୧,୩୧୨ ଫୁଟ୍‌ ଉପରେ ଟି’ ପାର୍ଟି, ବିଶ୍ୱର ସବୁଠାରୁ ଉଚ୍ଚ ଟି’ ପାର୍ଟିର ମିଳିଲା ମାନ୍ୟତା…

ନୂଆଦିଲ୍ଲୀ; ଚା’ ପିଉଥିବା ଲୋକେ ଯେକୌଣସି ସ୍ଥାନରେ ଯେକୌଣସି ପରିସ୍ଥିତିରେ ଚା’ କପ୍‌କୁ ଖୋଜନ୍ତି । ଅନେକ ଲୋକ ଡହ ଡହ ଖରାବେଳେ ମଧ୍ୟ ଚା’ ପିଇଥାନ୍ତି । କିନ୍ତୁ ମାଉଣ୍ଟ୍‌ ଏଭରେଷ୍ଟ୍‌ ଶିଖରକୁ ଯାଇ ଚା’ ପିଇବା…

ବୈବାହିକ ଦୁଷ୍କର୍ମ ଅପରାଧ କି? ଶୁଣାଣି ବେଳେ ଦୁଇ ବିଚାରପତିଙ୍କ ଭିନ୍ନ ଭିନ୍ନ ରାୟ, ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହେବାକୁ ପରାମର୍ଶ

ନୂଆଦିଲ୍ଲୀ : ମେରିଟାଲ ରେପ୍‌ ଅର୍ଥାତ ବୈବାହିକ ଦୁଷ୍କର୍ମକୁ ନେଇ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି । ନିଷ୍ପତ୍ତି ଶୁଣାଣି ସମୟରେ ଦୁଇ ବିଚାରପତିଙ୍କ ରାୟ କିନ୍ତୁ ଥିଲା ପୃଥକ । ଜଷ୍ଟିସ୍‌ ଶକଧର କହିଥିଲେ…

ଉତ୍ତର କୋରିଆରେ ଲକଡାଉନ ଲଗାଇଲେ କିମ୍ ଜୋଙ୍ଗ ଉନ୍, ଜାଣନ୍ତୁ କ’ଣ କାରଣ…

ଦେଶରେ ପ୍ରଥମ କରୋନା ଭାଇରାସ ସଂକ୍ରମଣ ମାମଲା ଦେଖାଯିବା ପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଦେଶବ୍ୟାପୀ ଲକଡାଉନ ଲଗାଇଛନ୍ତି । କିମ୍ ଏହାକୁ ରାଷ୍ଟ୍ରୀୟ ଇମରଜେନ୍ସୀ କହିଛନ୍ତି । ଉତ୍ତର କୋରିଆର…

୪୦ ଦିବ୍ୟାଙ୍ଗରେ ଚାଲିଛି ‘ଇକୋଜ୍‌ର’ କାଫେ, ସାଙ୍କେତିକ ଭାଷାରେ ଗ୍ରାହକଙ୍କୁ ଦେଉଛନ୍ତି ସର୍ଭିସ୍, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ଦିବ୍ୟାଙ୍ଗଙ୍କୁ ରୋଜଗାରକ୍ଷମ କରିବାରେ ସାହାଯ୍ୟ କରୁଛି ‘ଇକୋଜ୍‌ର’ କାଫେ । ଏହା ଦକ୍ଷିଣ ଦିଲ୍ଲୀର ସତ୍ୟନିକେତନରେ ଅବସ୍ଥିତ । କାଫେଟି ସମ୍ପୂର୍ଣ୍ଣ ଭାବେ ବାକ୍‌ ଓ ଶ୍ରବଣ ବାଧିତ କର୍ମଚାରୀଙ୍କ ଦ୍ୱାରା…