Browsing Category
ଦେଶ ବିଦେଶ
ଦେଶରେ ଅକ୍ସିଜେନର ଅଭାବ; ବିଦେଶରୁ ଆମଦାନୀ ହେବ ୫୦,୦୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍
ନୁଆଦିଲ୍ଲୀ, ୧୬ା୪ (ଓଡିଶା ଭାସ୍କର) : ଦେଶରେ କରୋନା ପୁଣିଥରେ ତାର ପ୍ରଭାବ ଆରମ୍ଭ କରିଦେଇଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଯାହା ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତାର କାରଣ ପାଲଟିଛି…
ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଞ୍ଜିତ୍ ସିହ୍ନାଙ୍କ ଦେହାନ୍ତ
ନୂଆଦିଲ୍ଲୀ ୧୬ ।୪ (ଓଡିଶା ଭାସ୍କର) : ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଞ୍ଜିତ୍ ସିହ୍ନାଙ୍କର ଦେହାନ୍ତ ହୋଇଛି । କରୋନା ପଜିଟିଭ ଯୋଗୁ ଆଜି ସକାଳେ ତାଙ୍କର ନିଧନ ହୋଇଯାଇଛି । ଗତ କାଲି ରାତିରେ ରଞ୍ଜିତ୍ ସିହ୍ନା…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୯.୯୮ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ, ୧୬ା୪ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୯ ଲକ୍ଷ ୯୮ ହଜାର ୮୪୩ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
ଅଫିସରୁ ଛୁଟି ପାଇଁ ଗୋଟିଏ ଝିଅକୁ ୪ଥର ବିବାହ ଏବଂ ୩ ଥର ଛାଡପତ୍ର !
ନୂଆଦିଲ୍ଲୀ ୧୫ ।୪(ଓଡିଶା ଭାସ୍କର) : ପ୍ରତିଦିନ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସମସ୍ତଙ୍କୁ ଛୁଟିର ଆବଶ୍ୟକତା ରହଛି । ଛୁଟି ପାଇଁ ଲୋକମାନେ ଅନେକ ବାହାନା କରିଥାନ୍ତି । କେବେ ଶୁଣିଛନ୍ତି କି ଛୁଟି ପାଇଁ ଜଣେ ବାରମ୍ବାର…
ମୃତ୍ୟୁ ପରେ ୫ ଜଣଙ୍କୁ ଦେଲେ ନୂଆ ଜୀବନ
କେରଳ ୧୫ ।୪(ଓଡିଶା ଭାସ୍କର) : ମୃତ୍ୟୁ ପରେ ପାଞ୍ଚ ଜଣଙ୍କୁ ଜୀବନ ଦାନ ଦେଲେ କେରଳର ୨୨ ବର୍ଷର ଯୁବକ । ଯୁବକ ଅକ୍ସନୋଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ ଯୁବକ ଜଣକ ନିଜ ଭଉଣୀ ଯୋସେଫିନ୍ କୁ…
ସୁପ୍ରିମକୋର୍ଟର ୫୦ ପ୍ରତିଶତ କର୍ମଚାରୀ କରୋନା ପଜିଟିଭ୍
ନୁଆଦିଲ୍ଲୀ, ୧୫/୪ (ଓଡିଶା ଭାସ୍କର) : ସାରା ଦେଶରେ କରୋନା କହରର ସାଂଘାତିକ ରୁପ ଥିବା ବେଳେ ଆଉ ଗୋଟିଏ ସଙ୍ଗୀନ ଖବର ପହଞ୍ଚିଛି । ସୁପ୍ରିମକୋର୍ଟର ୫୦ ପ୍ରତିଶତ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ…
ଦିଲ୍ଳୀରେ ଲାଗୁହେଲା ସପ୍ତାହାନ୍ତ କର୍ଫ୍ୟୁ
ନୁଆଦିଲ୍ଲୀ, ୧୫/୪ (ଓଡିଶା ଭାସ୍କର) : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଶୀର୍ଷରେ ରହିଛି । ପ୍ରତିଦିନ ନୁଆ ରେକର୍ଡ କରୁଛି ସଂକ୍ରମିତଙ୍କ ସଂଖ୍ୟା । ତେଣୁ ଆଜି କେଜ୍ରିୱାଲ୍ ସରକାର ରାଜ୍ୟରେ ସପ୍ତାହାନ୍ତ ଲକଡାଉନ୍…
ଝିଅକୁ ଦୁଷ୍କର୍ମ ହୋଇଥିବା ଖବର ଶୁଣି ଦୁଷ୍କର୍ମକାରୀଙ୍କ ପରିବାରର ୬ଜଣଙ୍କୁ ମାରିଦେଲା ବାପା
ବିଶାଖାପଟନମ୍,୧୫/୪ (ଓଡିଶା ଭାସ୍କର) : ଆନ୍ଧ୍ର ପ୍ରଦେଶ ବିଶାଖାପଟନମରୁ ଗୁରୁବାର ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଯାହା ଆପଣ ମାନଙ୍କୁ ଏକଦମ୍ ଆଶ୍ଚର୍ଯ୍ୟଚକିତ କରିଦେବ । ବିଶାଖାପଟନମ୍ ଜିଲ୍ଲାର ଏକ ଜଟ୍ଟାଦା ଗାଁର…
ଶ୍ରୀଲଙ୍କାରେ ପହଞ୍ଚିଲା ଭାରତୀୟ ନୌସେନା ଜାହାଜ ରଣବିଜୟ, ୩ ଦିନିଆ ସଦଭାବନା ଯାତ୍ରା ଆରମ୍ଭ
ନୂଆଦିଲ୍ଳୀ, ୧୫/୦୪: ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ସାମୁଦ୍ରିକ ସୁରକ୍ଷା ସହଯୋଗ ବିକଶିତ କରିବା ପ୍ରୟାସ ନିମନ୍ତେ ଭାରତୀୟ ନୌସେନାର ଜାହାଜ ଆଇଏନଏସ ରଣବିଜୟ ତିନି ଦିନିଆ ସଦଭାବନା ଯାତ୍ରା ପାଇଁ ବୁଧବାର ଶ୍ରୀଲଙ୍କା…
ଖେଳ ହେଲା କାଳ: କାର୍ ଭିତରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୩ ଶିଶୁଙ୍କ ଜୀବନ
ରାଜସ୍ଥାନ, ୧୫/୪ (ଓଡିଶା ଭାସ୍କର): ରାଜସ୍ଥାନର ଭରତପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଖେଳୁ ଖେଳୁ କାର୍ ରେ ବନ୍ଦ ହୋଇଯାଇଥିଲେ ତିନି ଜଣ ଶିଶୁ । ଏହାପରେ ଅଣନିଶ୍ୱାସୀ ହୋଇ ଚାଲିଗଲା ତିନୋଟି ଯାକ ଶିଶୁଙ୍କ ଜୀବନ ।…