Browsing Category

ୟୁକ୍ରେନ-ରୁଷିଆ ଯୁଦ୍ଧ

Russia Ukraine War : ରୁଷର ୫ଟି ଯୁଦ୍ଧ ବିମାନକୁ ଖସାଇଲା ୟୁକ୍ରେନ୍

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ପ୍ରଥମେ ରୁଷ ଆକ୍ରମଣ କରିବାରୁ ୟୁକ୍ରେନ୍ଦେଇଛି ପାଲଟା ଜବାବ । ରକେଟ୍ ମାଡ଼ କରି ରୁଷର ୫ଟି ଲଢ଼ୁଆ ବିମାନ ଖସାଇଛି ୟୁକ୍ରେନ୍ । ରୁଷର ୫ଟି ଲଢ଼ୁଆ ବିମାନ…

ହତିଆର ରଖି ଦିଅ ଏବଂ ଘରକୁ ଫେରି ଯାଅ, ୟୁକ୍ରେନ ସେନାଙ୍କୁ ପୁଟିନଙ୍କ ଖୋଲା ଧମକ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଆକ୍ରମଣର ଘୋଷଣା କରି ଦେଇଛନ୍ତି। କେବଳ ଏତିକି ନୁହେଁ ପୁଟିନ ଯୁଦ୍ଧକୁ ନେଇ ବହୁତ ଆକ୍ରମଣାତ୍ମକ ହୋଇ ଉଠିଛନ୍ତି। ହତିଆର ରଖି ନିଜ ଘରକୁ ଫେରିଯିବାକୁ…

Ukrain-Russia War: ମିସାଇଲ୍ ଦ୍ୱାରା ୟୁକ୍ରେନର ଏୟାରବେସ୍ ଓ ସେନା ଆଡ୍ଡାକୁ ଉଡ଼ାଇଲା ରୁଷ୍

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ମିଲିଟାରୀ ଆକ୍ସନ୍ ଜାରି ରହିଛି । ୟୁକ୍ରେନର ୧୧ ରୁ ଅଧିକ ସହର ଉପରେ ରୁଷ ମିସାଇଲ୍ ବର୍ଷା କରିବାରେ ଲାଗିଛି । ଯାହାଫଳରେ ଅଧିକାଂଶ ସହର ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇଛି ।…

ଯୁଦ୍ଧ ଯୋଗୁଁ ଅଧାବାଟରୁ ଫେରିଲା ଏୟାର ଇଣ୍ଡିଆ, ୟୁକ୍ରେନରେ ଅଛନ୍ତି ୨୦ ହଜାର ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରେନ ଯାଉଥିବା ଭାରତୀୟ ବିମାନ ଅଧାରୁ ଫେରିଆଇଛି । ଏୟାର ଇଣ୍ଡିଆର ଏଆଇ୧୯୪୭ ବିମାନଟି ଅଧାରୁ ଦିଲ୍ଲୀ ଫେରିଥିବା ଜଣାପଡିଛି । ୟୁକ୍ରେନ ନୋ ଫ୍ଲାଇଂ ଜୋନ ଘୋଷଣା କରିଥିବାରୁ ବିମାନଟି ଅଧାରୁ ଫେରିଆସିଛି…

ୟୁକ୍ରେନ ମହିଳାଙ୍କୁ ଭେଟିବାକୁ ଡକାଉଛନ୍ତି ଋଷ ସେନା! ପଠାଉଛନ୍ତି ଏପରି ମେସେଜ୍

ନୂଆଦିଲ୍ଲୀ: ୟୁକ୍ରେନ-ଋଷ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ୟୁକ୍ରେନ ରାଜଧାନୀ କିଭ ଓ ଖରକିଭ୍ ସହର ସମେତ ଅଲଗା ଅଲଗା ସ୍ଥାନରେ ବିସ୍ଫୋରଣ ହେଉଥିବାର ଖବର ସାମନାକୁ ଆସିଛି । ଋଷ ରାଷ୍ଟ୍ରପତି ପୁଟିନ୍ ଯେଉଁ ସମୟରେ…

Ukraine-Russia war: ବାଇଡେନ କହିଲେ- ‘ଏକାଠି ରୁଷିଆକୁ ଜବାବ ଦେବୁ’

ନୂଆଦିଲ୍ଲୀ: ୟୁକ୍ରେନ୍ ବିରୋଧ ଯୁଦ୍ଧ ଆରମ୍ଭ କରିଛି ରୁଷ । ରୁଷ ରାଷ୍ଟ୍ରପତି ପୁଟିନଙ୍କ ଯୁଦ୍ଧ ଘୋଷଣାକୁ ନେଇ ନିନ୍ଦା କରିଛି ଆମେରିକା । ହ୍ୱାଇଟ ହାଉସ ପକ୍ଷରୁ ରାଷ୍ଟ୍ରପତି ବାଇଡେନ୍ ପ୍ରେସ୍ ରିଲିଜ କରିଛନ୍ତି ।…

ୟୁକ୍ରେନ ସଙ୍କଟ: ବଢ଼ିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ: କରୋନା କଟକଣା ଓ ଅନ୍ୟାନ୍ୟ ସମସ୍ୟା କାରଣରୁ ଅଶୋଧିତ ତୈଳ ଦର ପୂର୍ବରୁ ଆକାଶ ଛୁଆଁ ହୋଇଥିଲା । ଆଉ ଏବେ ପୁଣି ୟୁକ୍ରେନ୍ ସଙ୍କଟ ଦେଖାଦେବା ପରେ ଭାରତରେ ଉପରେ ଏହାର ପ୍ରଭାବ ପଡ଼ିଛି । ଆନ୍ତର୍ଜାତୀୟ ବଜାରରେ…

ୟୁକ୍ରେନ-ରୁଷ ଯୁଦ୍ଧ: ୟୁକ୍ରେନର ରାଜଧାନୀ କିଭରେ ପ୍ରଚଣ୍ଡ ବିସ୍ଫୋରଣ

କିଭ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ୟୁକ୍ରେନର ରାଜଧାନୀ କିଭ ସହିତ ଅଲଗା ଅଲଗା ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିାକୁ ମିଳିଛି । କିଭ ବ୍ୟତୀତ ଖାରକିଭ ସହରରେ ବି ବ୍ଲାଷ୍ଟ ହୋଇଛି । ଏହା…

Ukraine-Russia War: ପୁଟିନଙ୍କ ଧମକ, ବାତିଲ ହେଲା ଉଡ଼ାଣ

ନୂଆଦିଲ୍ଲୀ: ୟୁକ୍ରେନ-ଋଷିଆ ଯୁଦ୍ଧ ଆରମ୍ଭ ହୋଇଯାଇଛି । ସ୍ଥିତି ବର୍ତ୍ତମାନ ବିଗିଡ଼ିବାରେ ଲାଗିଛି । ଏହା ଭିତରେ ମିଲିଟାରୀ ଅପରେସନ୍ ଘୋଷଣା ପରେ ରାଷ୍ଟ୍ରପତି ପୁଟିନ ୟୁକ୍ରେନକୁ ଧମକ ଦେଇଛନ୍ତି । ବିଶ୍ୱ…

ପରିସ୍ଥିତି ସଙ୍କଟଜନକ: ୟୁକ୍ରେନରୁ ଫେରିଲେ ଆଉ ୧୮୨ ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଛି ରୁଷିଆ । ୟୁକ୍ରେନ ବିରୋଧରେ ସେନା ଅପରେସନ ପାଇଁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ୟୁକ୍ରେନ ସେନାକୁ ଆତ୍ମସମର୍ପଣ ପାଇଁ କହିଛନ୍ତି ରୁଷିଆ ରାଷ୍ଟ୍ରପତି । ଆକ୍ରମଣ…