Browsing Category

ଦେଶ

ଏୟାର ଇଣ୍ଡିଆ କ୍ରୁ’ ମେମ୍ବରଙ୍କ ପାଇଁ ପ୍ରସ୍ତୁତ ହେଲା ନୂଆ ଡ୍ରେସ କୋଡ଼: ଦେଖନ୍ତୁ କିପରି ରହିଛି ଡିଜାଇନ

ନୂଆଦିଲ୍ଲୀ: ଭାରତର ବହୁ ପ୍ରସିଦ୍ଧ ବିମାନ ସେବା ଏୟାର ଇଣ୍ଡିଆର କ୍ରୁ' ମେମ୍ବରଙ୍କ ପାଇଁ ପ୍ରସ୍ତୁତ ହୋଇଛି ନୂତନ ଡ୍ରେସ କୋଡ଼ । ତେବେ ସେମାନଙ୍କ ୟୁନିଫର୍ମରେ ଗ୍ଲାମରର ସ୍ପର୍ଶ ଦେଇଛନ୍ତି ଜଣାଶୁଣା ଡ୍ରେସ ଡିଜାଇନର…

ପ୍ରେମରେ ଅସଫଳ ହୋଇ ଜୀବନ ଦେଲେ ଗାର୍ଲଫ୍ରେଣ୍ଡଙ୍କୁ ଦୋଷୀ କରାଯାଇପାରିବନି; ହାଇକୋର୍ଟ

ନୂଆଦିଲ୍ଲୀ: ପ୍ରେମରେ ଅସଫଳ ହୋଇ କୌଣସି ପୁରୁଷ ଆତ୍ମହତ୍ୟା କଲେ ଏଣିକି ଆଉ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ଦାୟୀ କରାଯାଇପାରିବ ନାହିଁ । ଛତିଶଗଡ ହାଇକୋର୍ଟ ଏକ ମାମଲାର ଶୁଣାଣୀ କରି ଏହି ଟିପ୍ପଣୀ ରଖିଛନ୍ତି । ପ୍ରେମରେ…

ଇସ୍ତଫା ଦେଲେ ବିଧାୟକ: ଗୁଜରାଟରେ AAPକୁ ବଡ଼ ଝଟକା

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷିତ ହୋଇଥିବା ବେଳେ ସେଥିମଧ୍ୟରୁ କିଛି ରାଜ୍ୟରେ ସରକାର ଗଠନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ମିଜୋରାମ ଓ ତେଲେଙ୍ଗାନାରେ ନୂଆ ମୁଖ୍ୟମନ୍ତ୍ରୀ…

ଆଧାର କାର୍ଡ ପାଇଁ ଆସିଲା ନୂଆ ନିୟମ: କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି, ଏଣିକି ଉପକୃତ ହେବେ ଅନେକ ଲୋକ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆଧାର କାର୍ଡ କେବଳ ଏକ ପରିଚୟ ପତ୍ର ନୁହେଁ, ଏହା ବିଭିନ୍ନ ସରକାରୀ ଯୋଜନାର ଫାଇଦା ଉଠାଇବା ପାଇଁ ଏକ ଜରୁରୀ ଡକ୍ୟୁମେଣ୍ଟ ପାଲଟି ଯାଇଛି । ଅନେକ ସମୟରେ କେନ୍ଦ୍ର ସରକାର ଆଧାର ନିୟମରେ…

ସାଧାରଣତନ୍ତ୍ର ଦିବସରେ ସାମିଲ ହେବେନି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ । କିନ୍ତୁ ବାଇଡେନ୍ ଏହି…

ଭଜନ ଲାଲ ଶର୍ମାଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ କରାଗଲା: ରାଜସ୍ଥାନ ପାଇଁ ବିଜେପିର ରହିଛି ୧୦ଟି ଗୁପ୍ତ ରଣନୀତି

ନୂଆଦିଲ୍ଲୀ: ଛତିଶଗଡ଼ ଓ ମଧ୍ୟପ୍ରଦେଶ ପରେ ରାଜସ୍ଥାନ ପାଇଁ ମଧ୍ୟ ସମାନ କାର୍ଡ ଖେଳିଛି ବିଜେପି । ଏହି ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଜଣେ ନୂଆ ଚେହେରାକୁ ବିଜେପି ବାଛିଥିବା ବେଳେ ପ୍ରତି ରାଜ୍ୟରେ ୨ ଜଣ ଲେଖାଏଁ…

ଘରେ ବିଲେଇ ପାଳିଲେ ହୋଇଥାଏ ଏହି ମାନସିକ ରୋଗ; ସତର୍କ କରାଇଲେ ଗବେଷକ

ଓଡ଼ିଶା ଭାସ୍କର: ନିଜର ସଉକ କାରଣରୁ ଅନେକ ଲୋକ ଘରେ ଜୀବଜନ୍ତୁ ପାଳିଥାନ୍ତି। ଅଧିକାଂଶ ପୋଷାଜନ୍ତୁଙ୍କୁ ଘରେ କିମ୍ବା ଘର ବାହାରେ ରଖାଯାଏ। ମାତ୍ର ବିରାଡ଼ି ଏଭଳି ଏକ ପୋଷାଜୀବ ଯିଏ ଆମ ଶୋଇବା ଘରେ ମଧ୍ୟ ଅବାଧ ପ୍ରବେଶ…

ସରକାରଙ୍କ ବଡ଼ ପଦକ୍ଷେପ, ଦ୍ୱିତୀୟ ବିବାହ କରିପାରିବେନି ସରକାରୀ କର୍ମଚାରୀ!

ନୂଆଦିଲ୍ଲୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ତାଙ୍କର ସରକାରୀ କର୍ମଚାରୀଙ୍କୁ ପୁନର୍ବାର ବିବାହ ସହ ଜଡ଼ିତ ଏକ ଚେତାବନୀ ଦେଇଛନ୍ତି। ଜୀବନସାଥୀ ଜୀବିତ ଥାଇ ଅନ୍ୟ କାହାକୁ ବିବାହ କରିବା ଉପରେ ରୋକ୍ ଲଗାଇବା…

ଦେଶରେ ଥିବା ୬୩ ହଜାର ପ୍ରାଥମିକ କୃଷିଋଣ ସମିତିର ହେବ କମ୍ପ୍ୟୁଟରୀକରଣ

ନୂଆଦିଲ୍ଲୀ: ଦେଶରେ ଥିବା ପ୍ରାଥମିକ କୃଷି ଋଣ ସମିତିଗୁଡ଼ିକର କମ୍ପ୍ୟୁଟରୀକରଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୬୩ ହଜାର କୃଷି ଋଣ ସମିତିକୁ ଆଧୁନିକ କରିବା ସହ ତୃଣମୂଳ ସ୍ତରରେ ଜନସାଧାରଣଙ୍କୁ ତ୍ୱରିତ ସେବା ଯୋଗାଇଦେବା…

Gold Price Today: ଆଜି କେତେ ରହିଛି ସୁନା ଓ ରୂପା ମୂଲ୍ୟ ? କିଣିବା ପୂର୍ବରୁ ଏଠାରେ ଚେକ କରନ୍ତୁ ରେଟ

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ୧୨ ଡିସେମ୍ବରରେ ଦେଶରେ ସୁନା ଦର ହ୍ରାସ ପାଇଛି। କିନ୍ତୁ ରୂପା ମୂଲ୍ୟ ବୃଦ୍ଧି ପାଇଛି। ଏପରି ପରିସ୍ଥିତିରେ, ଯଦି ଆପଣ ସୁନା ଓ ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…