Browsing Category
ଦେଶ
ଅପେକ୍ଷାର ଘଟିଲା ଅନ୍ତ : ଏହି ସ୍ଥାନରେ ପ୍ରାଥମିକ ଶିକ୍ଷକମାନଙ୍କର ୧୨,୪୬୦ ପଦବୀରେ ନିଯୁକ୍ତି ପାଇଁ ଦିଆଗଲା ଆଦେଶ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କୁ ଏକ ବଡ ଆରାମ ପ୍ରଦାନ କରି ହାଇକୋର୍ଟଙ୍କ ଲଖନଉ ବେଞ୍ଚ…
ମିଳିବନି ଏପରି ଶସ୍ତା ପ୍ରିପେଡ ପ୍ଲାନ! ମାତ୍ର ୫୦ ଟଙ୍କାରେ ମିଳିବ ଅନେକ ଫାଇଦା, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଭାରତ ସରକାରଙ୍କ ଟେଲିକମ୍ ଅପରେଟର କମ୍ପାନୀ ବିଏସଏନଏଲ ଗ୍ରାହକଙ୍କ ପାଇଁ ଅନେକ ଯୋଜନା ପ୍ରଦାନ କରୁଛି। BSNL ର କିଛି ରିଚାର୍ଜ ଯୋଜନାଗୁଡିକର ମୂଲ୍ୟ ବହୁତ କମ୍, ଯାହା ୫୦ ରୁ କମ୍ ଅଟେ। ଆମେ ଆପଣଙ୍କୁ ଏହି…
ବର୍ଷାରେ ଭିଜିଲା ଦିଲ୍ଲୀ: ବାୟୁ ପ୍ରଦୂଷଣରୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ: ଦୀପାବଳିର କିଛିଦିନ ପୂର୍ବରୁ ହଠାତ୍ ଦିଲ୍ଲୀ-ଏନସିଆରରେ ପାଗ ବଦଳିଛି। ଗୁରୁବାର ଏବଂ ଶୁକ୍ରବାର ମଧ୍ୟରାତ୍ରିରେ ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ହାଲୁକା ବର୍ଷା ହୋଇଛି । ଦିଲ୍ଲୀ, ନୋଏଡା ଠାରୁ ଗାଜିଆବାଦ…
(Video) ଛଅଟି ଯାନକୁ ଧକ୍କା ଦେଲା କାର, ଦୁର୍ଘଟଣାରେ ୩ ମୃତ, ୬ ଗୁରୁତର
ମୁମ୍ବାଇ: ମୁମ୍ବାଇରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ନଅ ଜଣ ଆହତ ହୋଇଛନ୍ତି, ଯେଉଁଥିରୁ ଦୁଇ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର। ଏହି ଦୁର୍ଘଟଣାରେ ଅନେକ ଗାଡି…
ଠିଆ ହୋଇଥିବା ବସକୁ ଧକ୍କା ଦେଲା ଟ୍ରକ, ୬ ମୃତ, ୨୭ ଆହତ
ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ ଗୋରଖପୁର-କୁସିନଗର ରାଜପଥରେ ଜଗଦୀଶପୁର ନିକଟରୁ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଦୁଇଟି ବସକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ…
କରାଚି ଜେଲରୁ ୮୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ ସରକାର
ଇସଲାମାବାଦ: କରାଚିର ଲ୍ୟାଣ୍ଡି ଅଞ୍ଚଳରେ ଥିବା ମାଲିର ଜିଲ୍ଲା ଜେଲରୁ ୮୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଆଜି ପାକିସ୍ତାନ ସରକାର ମୁକ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତର ଗୁଜୁରାଟ ରାଜ୍ୟରୁ ଥିବା…
(Video) Mission Honey… ଏଣିକି ଭାରତର ସୀମାରେଖାକୁ ଜଗିବେ ମହୁମାଛି! ଦେଶ ଭିତରକୁ ପଶି ପାରିବେନି ଆତଙ୍କବାଦୀ
ନୂଆଦିଲ୍ଲୀ: ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ପାଇଁ ଯୋଜନା କରୁଛି ଭାରତୀୟ ସୈନ୍ୟବାହିନୀ । ଏଣିକି ଭାରତର ବର୍ଡରରେ ସୈନିକ ନୁହେଁ, ମହୁମାଛି କରିବେ ସୀମାର ରକ୍ଷଣାବେକ୍ଷଣ । ସୀମା ଜଗିବା ସହ ମହୁମାଛି ଚାଷରେ ମଧ୍ୟ…
ଭାରତର ୮ ପୂର୍ବତନ ନୌସେନା କର୍ମଚାରୀଙ୍କ ଫାଶୀଦଣ୍ଡାଦେଶ ବିରୋଧରେ କତାର ସରକାରଙ୍କୁ ଅପିଲ କଲା ଭାରତ
ନୂଆଦିଲ୍ଲୀ: କତାର କୋର୍ଟ ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି । ତେବେ କତାରର ଏହି ଦଣ୍ଡାଦେଶ ବିରୋଧରେ ଅପିଲ କରିଛନ୍ତି ଭାରତ ସରକାର । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର…
(Video) ରାଜଧାନୀରେ କୃତ୍ରିମ ବର୍ଷା କରାଇବ IIT କାନପୁର: ଜାଣନ୍ତୁ କ’ଣ ଏହି ‘କୃତ୍ରିମ ବର୍ଷା’? କିପରି ପ୍ରଦୂଷଣରୁ ଦିଏ ମୁକ୍ତି?
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ସ୍ଥିତି ସାଂଘତିକ ହୋଇଛି । ବାୟୁ ପ୍ରଦୂଷଣ ଯୋଗୁଁ ରାଜ୍ୟରେ ଜୀବନଯାପନ କରିବା ମଧ୍ୟ କଷ୍ଟକର ହୋଇ ପଡ଼ିଛି । ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି । ଦିଲ୍ଲୀରେ…
ଡିସେମ୍ବର ୪ ରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ
ନୂଆଦିଲ୍ଲୀ; ଆସନ୍ତା ଡିସେମ୍ବର ୪ ରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ । ଏନେଇ 'ଏକ୍ସ' ଜରିଆରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ଏହି ଅଧିବେଶନ ଡିସେମ୍ବର ୪ ରୁ ଆରମ୍ଭ…