Browsing Category
ଦେଶ
ରାଜସ୍ଥାନ ନିର୍ବାଚନ: ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ୍ ପଠାଇଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ୍ ପଠାଇ ଜବାବ ମାଗିଛନ୍ତି ନିର୍ବାଚନ ଆୟୋଗ । ଅକ୍ଟୋବର ୩୦ ତାରିଖ ସନ୍ଧ୍ୟା ସୁଦ୍ଧା ପ୍ରିୟଙ୍କା ଗାନ୍ଧିଙ୍କୁ ନୋଟିସର ଜବାବ…
ଏହି ଉପାୟରେ ସଫା କରନ୍ତୁ ପାଣି ଟାଙ୍କି; ୫ ମିନିଟରେ ହୋଇଯିକ ଚକ୍ ଚକ୍
ଓଡ଼ିଶା ଭାସ୍କର: ଆଗକୁ ଆସୁଛି ଦୀପାବଳି ସେଥିଲାଗି ଘର ସଫାରେ ଲାଗି ପଡ଼ିଛନ୍ତି ଲୋକ । ହେଲେ ସବୁଠୁ କଷ୍ଟ ହେଉଛି ପାଣି ଟାଙ୍କି ସଫା କରିବା । ଅନେକ ଲୋକ ପାଣି ଟାଙ୍କି କାମକରାଳିଙ୍କ ମାଧ୍ୟମରେ ସଫା କରାଇଥାନ୍ତି ।…
ଚନ୍ଦ୍ରଗ୍ରହଣ ସମୟରେ ଏହି ୩ଟି ମନ୍ଦିରକୁ ଛାଡି ବାକି ସବୁ ହୋଇଯାଏ ବନ୍ଦ, ଜାଣନ୍ତୁ କାରଣ
ବର୍ଷର ଶେଷ ତଥା ଚତୁର୍ଥ ଚନ୍ଦ୍ରଗ୍ରହଣ ୨୮ ଅକ୍ଟୋବର ୨୦୨୩ ଶନିବାର ଦିନ ଶରଦ ପୂର୍ଣ୍ଣିମା ଦିନ ଘଟିବାକୁ ଯାଉଛି। ଏହି ଚନ୍ଦ୍ରଗ୍ରହଣ ଭାରତର କେତେକ ଅଞ୍ଚଳରେ ଦେଖିବାକୁ ମିଳିବ। ଧାର୍ମିକ ଗ୍ରନ୍ଥଗୁଡ଼ିକରେ,…
ଝଗଡ଼ା ମଝିରେ ବାପାକୁ ଛୁରୀ ଭୁସିଲା ୧୬ ବର୍ଷୀୟ ପୁଅ, ହସ୍ପିଟାଲ ଯିବା ସମୟରେ ମୃତ୍ୟୁ
ରାଞ୍ଚି: ଝଡଖଣ୍ଡର ପାଲାମୁରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ଯୁକ୍ତିତର୍କ ମଧ୍ୟରେ ଜିଲ୍ଲାର ଜଣେ ୧୬ ବର୍ଷର ବାଳକ ନିଜ ପିତାଙ୍କୁ ଛୁରୀରେ ହତ୍ୟା କରିଛି। ପିତାଙ୍କ ଉପରେ ଆକ୍ରମଣ କରିବା ପରେ…
ସାପକୁ ସିପିଆର୍ ଦେଇ ଜୀବନ ବଞ୍ଚାଇଲେ ପୋଲିସ୍; କ୍ୟାମେରାରେ କଏଦ ହେଲା ଦୃଶ୍ୟ
ଭୋପାଳ: (ଓଡ଼ିଶା ଭାସ୍କର) ମଣିଷଙ୍କୁ ସିପିଆର୍ ଦେଇ ଜୀବନ ବଞ୍ଚା ଯାଉଥିବା କଥା ଶୁଣିଥିବେ। ହେଲେ ମଣିଷ ସାପକୁ ସିପିଆର୍ ଦେଇ ଜୀବନ ବଞ୍ଚାଇବା କଥା କେବେ ଶୁଣି ନଥିବେ। ହେଲେ ଏପରି ଏକ ଘଟଣା ମଧ୍ୟପ୍ରଦେଶର…
ପାକିସ୍ତାନ ସୀମାରୁ ଅନୁପ୍ରବେଶ କରୁଥିବା ୫ ଲସ୍କର ଆତଙ୍କବାଦୀଙ୍କୁ ନିପାତ କଲା ସୁରକ୍ଷାବାହିନୀ
ଶ୍ରୀନଗର: (ଓଡ଼ିଶା ଭାସ୍କର) ଜମ୍ମୁ-କଶ୍ମୀରର କୁପଓ୍ଵାରା ଜିଲ୍ଲାର ମାଚିଲ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଛି ସୁରକ୍ଷା ବାହିନୀ । ଏକ ବଡ଼ ଅପରେସନରେ ସୁରକ୍ଷା ବାହିନୀ ୫ ଜଣ ଲସ୍କର-ଇ-ତୋଇବା…
ରାମ ମନ୍ଦିରର ନିର୍ମାଣକୁ ନେଇ ଖୁସି ବ୍ୟକ୍ତ କଲେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ, କହିଲେ ବିଜେପି ପୂରଣ କଲା ପ୍ରତିଜ୍ଞା
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନର ତାରିଖ ସାମ୍ନାକୁ ଅସିସାରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାତା କରିବା ପାଇଁ ଅଫିସିଆଲ ନିମନ୍ତ୍ରଣ ମଧ୍ୟ ମିଳିସାରିଛି ।…
ଶରଦ ପାୱାରଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଲେ ଏଠାରେ ଅନ୍ୟ ଏକ କୃଷି ମନ୍ତ୍ରୀ ଥିଲେ, ହେଲେ…
ମହାରାଷ୍ଟ୍ର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାରେ କିଛି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏଥିସହ ସେଠାରେ ସେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଶରଦ…
ଏହା ହେଉଛି ଭାରତର ସବୁଠାରୁ ବଡ଼ ମନ୍ଦିର : ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ହେବ ନିର୍ମାଣ କାର୍ଯ୍ୟ
ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ତାରିଖ ଧାର୍ଯ୍ୟ ହୋଇଗଲାଣି । ଅନେକ ବର୍ଷର ସଂଘର୍ଷ ପରେ ରାମ ମନ୍ଦିରର ନିର୍ମାଣ ହେବାକୁ ଯାଉଛି । ଯାହାକି କିଛି ମାସ ମଧ୍ୟରେ ପୂର୍ଣ୍ଣ ହେବାକୁ ଯାଉଛି…
ନିଜ ପସନ୍ଦ ଅନୁସାରେ ବିବାହ କରିବା ପ୍ରତ୍ୟେକ ବ୍ୟକ୍ତିର ସାମ୍ବିଧାନିକ ଅଧିକାର: କୋର୍ଟ
ନୂଆଦିଲ୍ଲୀ: ଗୁରୁବାର ଦିନ ଦିଆଯାଇଥିବା ନିଷ୍ପତ୍ତିରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ସମସ୍ତଙ୍କ ନିଜ ପସନ୍ଦର ବ୍ୟକ୍ତିଙ୍କୁ ବିବାହ କରିବାର ସାମ୍ବିଧାନିକ ଅଧିକାର ରହିଛି। ଏପରିକି ପରିବାର ସଦସ୍ୟ ମଧ୍ୟ ଏପରି…