Browsing Category

ଦେଶ

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ସ୍ପାଇସ ଜେଟ ବିମାନ: ଆଉ ତା ପରେ….

ନୂଆଦିଲ୍ଳୀ: ଦିଲ୍ଳୀ ଏୟାରପୋର୍ଟରେ ଘଟିଯାଇଛି ଏକ ବିରାଟ ଦୁର୍ଘଟଣା । ତେବେ ଏଥିରେ ଅଧିକ କିଛି କ୍ଷୟକ୍ଷତି ଘଟି ନଥିବା ଜଣାଯାଇଛି । ଦୁର୍ଘଟରା ଏକ ଭୟଙ୍କର ରୂପ ନେବା ପୂର୍ବରଚ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଛି ।…

କରୋନା କଲର ଟ୍ୟୁନରୁ ମିଳିବ ମୁକ୍ତି, ବନ୍ଦ କରିବାକୁ ସରକାରଙ୍କ ଆଦେଶ

ନୂଆଦିଲ୍ଲୀ: ଗତ ଏକମାସ ଧରି କରୋନା ସଂକ୍ରମଣରେ ଲଗାତାର ହ୍ରାସ ପରିଲକ୍ଷିତ ହୋଇଛି । ରବିବାର ଦେଶରେ କରୋନାର ୧୨୭୦ ମାମଲା ଦେଖିବାକୁ ମିଳିଛି ଏବଂ ୩୧ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି । ଯାହା ଗତ ଦୁଇବର୍ଷ ମଧ୍ୟରେ…

କାନୁନରେ ଆସୁଛି ନୂଆ ନିୟମ: ଆଖି ରେଟିନାରୁ ପାଦଚିହ୍ନ ପର୍ଯ୍ୟନ୍ତ ରହିବ ଅପରାଧୀଙ୍କ ସବୁ ରେକର୍ଡ

ନୂଆଦିଲ୍ଳୀ: ଆଜି ଲୋକସଭାରେ ଅପରାଧିକ ପ୍ରକ୍ରିୟା ବିଲ ୨୦୨୨ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନି । ଦୋଷୀ, ଅପରାଧୀ ଏବଂ ଅଟକ ରହିଥିବା ଆରୋପୀଙ୍କ ପରିଚୟ ସମ୍ବନ୍ଧିତ ସମସ୍ତ ତଥ୍ୟ ରଖିବା…

ଗାଈ ସହ ଦୁଷ୍କର୍ମ କରି ଧରାପଡିଲେ ଯୁବକ, ଉତ୍ତେଜନା ହେବାରୁ ରୁମରେ…

ଡେରାଡୁନ୍: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଆଲମ ଅନସାରୀ ନାମକ ଜଣେ ବ୍ୟକ୍ତି ଗାଈ ସହ ବଳାକ୍ରାର କରୁଥିବା ଧରାପଡିଛି । ଲୋକମାନେ ତାକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁସାରେ, ଆଲମ ଅନସାରୀ ଝାଡ଼ଖଣ୍ଡର…

ବିଧାନସଭାରେ BJP ଓ TMC ବିଧାୟକଙ୍କ ମଧ୍ୟରେ ଭୟଙ୍କର ଖଣ୍ଡଯୁଦ୍ଧ, ଜଣେ ହସ୍ପିଟାଲରେ ଭର୍ତ୍ତି ଦେଖନ୍ତୁ Video

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ଓ ଟିଏମସି ବିଧାୟକଙ୍କ ମଧ୍ୟରେ ଭୟଙ୍କର ମାରପିଟ୍ ଦେଖିବାକୁ ମିଳିଛି । ବିଜେପି ବିଧାୟକ ମନୋଜ ତିଗା ଓ ଟିଏମସି ବିଧାୟକ ଅସିତ ମଜୁମଦାରଙ୍କ ମଧ୍ୟରେ ଏହି ଗଣ୍ଡଗୋଳ…

ଆପଣଙ୍କ ଫେସବୁକ୍ ଡାଟା ଚୋରାଉଛି ଏହି ଆପ୍, ଫୋନରୁ ତୁରନ୍ତ ହଟାନ୍ତୁ

ନୂଆଦିଲ୍ଲୀ: ଫଟୋ-ଏଡିଟିଂ, ବ୍ୟାଙ୍କିଂ, ସୋସିଆଲ ମିଡିଆ, ସପିଂ ପାଇଁ ଅନେକ ମୋବାଇଲ ଆପ୍ ଉପଲବ୍ଧ ରହିଛି । କିନ୍ତୁ ଅନେକ ହ୍ୟାକର ଏହାର ଫାଇଦା ଉଠାଇ ସ୍କାମ କରିବାକୁ ଚେଷ୍ଟା କରନ୍ତି । ସ୍କାମରମାନେ ମାଲିସିୟସ ଆପକୁ…

ପ୍ରମୋଦ ସାୱନ୍ତ ପୁଣି ହେଲେ ଗୋଆର ମୁଖ୍ୟମନ୍ତ୍ରୀ, ୮ ମନ୍ତ୍ରୀଙ୍କ ସହ ନେଲେ ଶପଥ

ପାଣାଜୀ: ପ୍ରମୋଦ ସାୱନ୍ତ ଲଗାତାର ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପାଣାଜୀର ଶ୍ୟାମ ପ୍ରସାଦ ମୁଖାର୍ଜୀ ଷ୍ଟାଡିଅମରେ ସେ ୮ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ…

ମୋଦୀଙ୍କ ପାଖରେ ନାହିଁ କୌଣସି ନିଜ କାର! ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ପ୍ରଧାନମନ୍ତ୍ରୀ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଦେଶରେ ନୁହେଁ, ବରଂ ବିଶ୍ୱରେ ଲୋକପ୍ରିୟତା ହାସଲ କରିଛନ୍ତି । ଏହି କାରଣ ଯୋଗୁଁ ତାଙ୍କ ରାଜନୀତିଠୁ ନେଇ ପାରିବାରିକ ଜୀବନ ସହ ଜଡ଼ିତ ସମସ୍ତ ତଥ୍ୟ ଜାଣିବାକୁ…

ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ନୂଆ GST ନିୟମ, ପ୍ରଭାବିତ ହେବେ ୧.୮୦ ଲକ୍ଷ କମ୍ପାନୀ ଓ ସାଧାରଣ ଜନତା

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ମାସ ୧ ତାରିଖରୁ ଗୁଡସ ଆଣ୍ଡ ସର୍ଭିସ ଟ୍ୟାକ୍ସ (ଜିଏସଟି)କୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ୧.୮୦ ଲକ୍ଷ କମ୍ପାନୀ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବା ସହ ସାଧାରଣ ଜନତା…

ବୁଢ଼ାକାଳେ ରାସଲୀଳା! ୩ ଛୁଆର ମା’କୁ ନେଇ ପଳାଇଲା ୬୦ ବର୍ଷୀୟ ବୟସ୍କ ବ୍ୟକ୍ତି, ପୋଲିସକୁ ବନ୍ଧକ ରଖିଲେ ଗ୍ରାମବାସୀ

ପଲାମୁ: ଝାଡଖଣ୍ଡର ପଲାମୁ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୬୦ ବର୍ଷୀୟ ବୃଦ୍ଧ ୩ ଛୁଆର ମା’କୁ ନେଇ ଫେରାର ମାରିଛନ୍ତି । ଏହି ମାମଲା ପରେ ରାଗରେ ଆସି ଗ୍ରାମବାସୀ ପ୍ରାୟ ୬ ଘଣ୍ଟା…