CHARIDHAM
Browsing Category

ଦେଶ

ବାପା ଓ ଭାଇ କରୁଥିଲେ ଦୁଷ୍କର୍ମ, ଜେଜେବାପା ବି କରୁଥିଲେ ଅସଦାଚରଣ: ସ୍କୁଲରେ କାହାଣୀ କହିଲେ ନାବାଳିକା

ପୁଣେ: ମହାରାଷ୍ଟ୍ର ପୁଣେରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ସହିତ ଅସଦାଚରଣ ହେଉଥିବା ନେଇ ଅଭିଯୋଗ ହୋଇଛି । ତେବେ ଅଭିଯୋଗ ଆସିଛି ପୀଡିତାଙ୍କ ବାପା, ଭାଇ ଏବଂ ଜେଜେବାପାଙ୍କ…

ଖୁବଶୀଘ୍ର ଭାରତୀୟ ବଜାରରେ ମେଡ୍ ଇନ ଇଣ୍ଡିଆ ଇଲେକ୍ଟ୍ରିକ୍ କାର: ସୁଜୁକି ମୋଟର୍ସ ନିବେଶ କରିବ ୧୨୬ କୋଟି

ନୂଆଦିଲ୍ଳୀ: ଭାରତୀୟ ବଜାର ପାଇଁ ଇଲେକ୍ଟ୍ରିକ୍ କାର ଆଉ ନୂଆ ନୁହେଁ । ତେବେ ଭାରତରେ ଏହି କାରର ନିର୍ମାଣ ବହୁତ କମ୍ । ତେବେ ଭାରତରେ ଏଣିକି ନିଜର ବୈଦ୍ୟୁତିକ କାର ଉତ୍ପାଦନ ଆରମ୍ଭ କରିବ ସୁଜୁକି ମୋଟର୍ସ । ଏହି…

ପଞ୍ଚମ ଥର ପାଇଁ ଦୁନିଆର ସବୁଠୁ ସୁଖୀ ଦେଶ ଫିନଲ୍ୟାଣ୍ଡ, ଭାରତର ସ୍ଥାନ…

ସଂଯୁକ୍ତ ରାଷ୍ଟ୍ର ତରଫରୁ ଶୁକ୍ରବାର ୱାର୍ଲ୍ଡ ହାପିନେସ୍ ରିପୋର୍ଟ ୨୦୨୨ ଜାରି କରାଯାଇଛି । ତାଲିକାରେ ଫିନଲ୍ୟାଣ୍ଡ କ୍ରମାଗତ ୫ମ ଥର ଭାବେ ପ୍ରଥମ ସ୍ଥାନରେ ରହିଛି । ଫିନଲ୍ୟାଣ୍ଡ ହେଉଛି ସବୁଠାରୁ ସୁଖୀ ଦେଶ ।…

ପଞ୍ଜାବର ଯୁବକଙ୍କୁ ଭଗବନ୍ତ ମାନଙ୍କ ଉପହାର: ୨୫ ହଜାର ପଦରେ ଦେବେ ନିଯୁକ୍ତି, ପ୍ରଥମ କ୍ୟାବିନେଟ ବୈଠକରେ ମଞ୍ଜୁରୀ

ପଞ୍ଜାବରେ ମନ୍ତ୍ରୀମଣ୍ଡଳ ବିସ୍ତାର ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିଜ ପ୍ରଥମ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବର ସରକାରୀ ବିଭାରେ ଖାଲି ଥିବା ୨୫ ହଜାର ପଦବୀ ନିଯୁକ୍ତି ଦେବା ନେଇ ଘୋଷଣା…

ଆଜିଠୁ ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ: ୟୁକ୍ରେନ ଏବଂ ଚୀନକୁ ନେଇ ମୋଦିଙ୍କ ସହ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୧୪ତମ ଭାରତ-ଜାପାନ ଶିଖର ବୈଠକରେ ଭାଗ ନେବା ନେଇ ସୂଚନା ଦେଇଛନ୍ତି…

ସାଇକେଲ ଚଳାଇ ରୁବିକ୍ କ୍ୟୁବ ସଲ୍ଭ କଲେ ଯୁବକ: ଗିନିଜ ବୁକ୍ ଅଫ ରେକର୍ଡରେ ହେଲେ ସାମିଲ, ଭିଡିଓ

ନୂଆଦିଲ୍ଳୀ: ରୁବିକ୍ କ୍ୟୁବ୍ ସଲ୍ଭ କରିବା ସାଧାରଣ ମଣିଷ ପାଇଁ ଅତ୍ୟନ୍ତ କାଠିକର ବ୍ୟାପାର । ତେବେ ଏହି କଷ୍ଟକର ଜିନିଷକୁ ଅତ୍ୟନ୍ତ ସହଜ ବନେଇ ଦେଇଛନ୍ତି ଚେନ୍ନାଇର ଜନୈକ ଯୁବକ । ମାତ୍ର ୧୪.୩୨ ସେକେଣ୍ଡର ସମୟ ନେଇ…

ମା-ବାପା ବଞ୍ଚି ଥାଉ ଥାଉ ସମ୍ପତ୍ତି ଉପରେ ହକ୍ ଜମାଇପାରିବ ନାହିଁ ପୁଅ: ହାଇକୋର୍ଟ

ମୁମ୍ବାଇ: ପାରିବାରିକ ସମ୍ପତ୍ତିକୁ ନେଇ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ପିତାମାତା ଜୀବିତ ଥିବା ପର୍ଯ୍ୟନ୍ତ କୌଣସି ବି ପୁଅ ସମ୍ପତ୍ତି ଉପରେ ହକ୍ ଜମାଇପାରିବ…

ଭାରତରେ କେବେ ଆସିବ ଚତୁର୍ଥ ଲହର? ବିଶେଷଜ୍ଞ କଲେ ଏପରି ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଗତ ୨ ବର୍ଷ ଧରି କରୋନା ଭାଇରସ୍ ଓ ଏହାର ଅଲଗା ଅଲଗା ଭାରିଆଣ୍ଟ ସାରା ବିଶ୍ୱର ଲୋକଙ୍କୁ ସମସ୍ୟାରେ ପକାଇଛି । ଏହାରି ମଧ୍ୟରେ ପୁଣି ଥରେ ଚୀନ, ସାଉଥ କୋରିଆ ଓ ୟୁରୋପୀୟ ଦେଶରେ କରୋନା ମାମଲା ପୁଣିଥରେ…

କର୍ଣ୍ଣାଟକରେ ଭୟଙ୍କର ଦୁର୍ଘଟଣା: ବସ୍ ଓଲଟିପଡିବାରୁ ୮ ମୃତ, ୨୦ରୁ ଅଧିକ ଗୁରୁତର

ବେଙ୍ଗାଲୁରୁ: କର୍ଣ୍ଣାଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ସେଠାରୁ ତୁମକୁର ଜିଲ୍ଲାରେ ପାୱାଗଡ଼ା ନିକଟରେ ବସ୍ ଓଲଟିପଡିବାରୁ ୮ ଜଶଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଜଣ ଗୁରୁତର ଆହତ…

ହୋଲିକା ଦହନରେ ଡ୍ୟାନ୍ସ କରୁଥିବା ଯୁବକ ନିଜ ଛାତିରେ ଭୁଷିଲା ଛୁରୀ; ଛଟପଟ ହୋଇ ଉଡ଼ିଗଲା ପ୍ରାଣବାୟୁ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରର ବାଣଗଙ୍ଗାରେ ହୋଲିକା ଦହନ କାର୍ଯ୍ୟକ୍ରମରେ ଜଣେ ଯୁବକ ଡ୍ୟାନ୍ସ କରି କରି ନିଜ ଛାତିରେ ଭୁଷିଦେଲା ଛୁରୀ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲେ ବି ସେଠାରେ ଛଟପଟ ହୋଇ…