Browsing Category

ଦେଶ

ଆଗକୁ ଅସଲ ଲଢ଼େଇ, ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ବିପର୍ଯ୍ୟୟ ଆଣି ପାରନ୍ତି ଅମରିନ୍ଦର

ନୂଆଦିଲ୍ଲୀ: ଭାରତବର୍ଷରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ରାଜନୀତିର ନୂଆ ନୂଆ ଝଲକ ଦେଖିବାକୁ ମିଳୁଛି । ସଂପ୍ରତି ପଞ୍ଜାବ ରାଜନୀତି ଉପରେ ସମସ୍ତଙ୍କର ନଜର ରହିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ…

କଣ୍ଟେନରରୁ ୯୦୦୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ଜବତ, ଆଫଗାନିସ୍ତାନରୁ ଭାରତ ଆସୁଥିଲା ଧଳାଜହର

ଅହମଦାବାଦ: ଗୁଜରାଟର କଚ୍‌ ଅନ୍ତର୍ଗତ ମୁନ୍ଦ୍ରା ବନ୍ଦରରୁ ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ୍‌ (ଡିଆରଆଇ) ପ୍ରାୟ ୯୦୦୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ଥିବା କେତୋଟି କଣ୍ଟେନର ଜବତ କରିଥିବା କଥା…

ଅଟୋକୁ ଧକ୍କା ଦେଲା ସ୍କୋର୍ପିଓ: ଗୋଟିଏ ପରିବାରର ୮ ମୃତ, ୯ରୁ ଅଧିକ ଲୋକ ଗୁରୁତର

ରାୟପୁର : ଛତିଶଗଡର କୋଣ୍ଡାଗାଓଁରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ସ୍କର୍ପିଓ ଏବଂ ଅଟୋ ମଧ୍ୟରେ ଭୟଙ୍କର ଦୁର୍ଘଟଣା ହେବାରୁ ଘଟଣାସ୍ଥଳରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର…

ଆସନ୍ତା କାଲି ଶପଥ ଗ୍ରହଣ କରିବେ ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚରଣ ସିଂ ଚନ୍ନିଙ୍କ ନାମ ଘୋଷଣା କରାଯାଇଛି । ଏହା ସହିତ ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଭାବରେ ପଞ୍ଜାବର ଦାୟିତ୍ୱ ଗ୍ରହଣ କରିବେ । ଦୁଇଜଣ…

ଚରଣଜିତ ସିଂ ଚନ୍ନି ହେଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଳୀ: ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା ରାଜନୈତିକ ହଟଚମଟର ଅବସାନ ଘଟିଛି । ରାଜ୍ୟକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ଚରଣଜିତ ସିଂ ଚନ୍ନିଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରାଯାଇଛି ।…

ଉତ୍ତରାଖଣ୍ଡ ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ବଡ ଘୋଷଣା; ବେରୋଜଗାରଙ୍କୁ ମାସକୁ ୫ ହଜାର

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କୁ ପ୍ରଭାବିତ କରିବାର କୌଣସି ସୁଯୋଗ ହାତଛଡା କରୁନାହିଁ ଆମ ଆଦମୀ ପାର୍ଟି । ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ…

ଏହି ମନ୍ଦିରକୁ ସନ୍ଧ୍ୟା ହେବାପରେ ଯିବାକୁ କାହିଁକି ଡ଼ରନ୍ତି ଲୋକେ, ଜାଣନ୍ତୁ ଏହାର ରୋଚକ କାହାଣୀ

ନୂଆଦିଲ୍ଲୀ: ଭାରତ ହେଉଛି ବିବିଧତାରେ ପରିପୂର୍ଣ୍ଣ ଦେଶ । ଏଠାରେ ଆପଣ ବିଭିନ୍ନ ସ୍ତରରେ ରଙ୍ଗ, ଜାତି, ଧର୍ମ, ଭାଷାର ବିଭିନ୍ନ ଲୋକଙ୍କୁ ପାଇବେ । କିନ୍ତୁ ଯାହା ସମସ୍ତଙ୍କୁ ଏକତ୍ର କରେ , ତାହା ହେଉଛି ଭାରତର…

ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବେ ସୁଖଜିନ୍ଦର ରନ୍ଧାୱା; ହାଇକମାଣ୍ଡ ନେବେ ଚୂଡ଼ାନ୍ତ ନିଷ୍ପତ୍ତି

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା କ୍ଷମତା କନ୍ଦଳ ଶେଷ ହେବାର ନାମ ନେଉନାହିଁ । ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିବା ବେଳେ ଏହି ତାଲିକାରେ ଆଉ ଏକ ନାମ ଯୋଡି ହୋଇଯାଇଛି ।…

DL ହୋଇଯିବ ରଦ୍ଦ ଆଉ ୬ ମାସ ଜେଲଦଣ୍ଡ ଲାଗୁହେବ ପ୍ରଦୂଷଣ ସାର୍ଟିଫିକେଟ ବିନା ଗାଡ଼ି ଚଳାଇଲେ, ଜାଣନ୍ତୁ କେଉଁଠି ଲାଗୁହେଲା

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ କମ କରିବା ପାଇଁ କେଜରିୱାଲ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ବୈଧ ପ୍ରଦୂଷଣ ସାର୍ଟିଫିକେଟ ବିନା ଗାଡ଼ି ଚଳାଇଲେ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ରଦ୍ଦ ହୋଇପାରେ ।…

ଅମରିନ୍ଦର ସିଂହ ରାହୁଲ-ସୋନିଆଙ୍କଠୁ ଅଧିକ ଲୋକପ୍ରିୟ ନହୋଇ ଯାଆନ୍ତୁ, ସେଥିପାଇଁ କଂଗ୍ରେସରେ ଏସବୁ କାଣ୍ଡ: ବିଜେପି ମନ୍ତ୍ରୀ

ନୂଆଦିଲ୍ଲୀ : ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କଂଗ୍ରେସରେ ମାନସ ମନ୍ଥନ ଜାରି ରହିଛି । ପାର୍ଟି ହାଇକମାଣ୍ଡ ବରିଷ୍ଠ ନେତା ଅମ୍ବିକା ସୋନିଙ୍କୁ ମୁଖ୍ୟମନ୍ତ୍ରୀ…