Browsing Category
ଦେଶ
ପ୍ରତିଶୋଧ ପାଇଁ ୨୫୦ କୁକୁରଙ୍କୁ ହତ୍ୟା: ମହାରାଷ୍ଟ୍ରରୁ ଧରାପଡିଲେ ଦୁଇ ମାଙ୍କଡ
ମୁମ୍ବାଇ: କୁକୁର-ମାଙ୍କଡ ଗ୍ୟାଙ୍ଗୱାରରେ ୨୫୦ କୁକୁରଙ୍କୁ ହତ୍ୟା କରିଥିବା ମାଙ୍କଡକୁ ମହାରାଷ୍ଟ୍ରରୁ ଗିରଫ କରାଯାଇଛି । ନାଗପୁର ବନ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଅପରେସନରେ ଏହି ଦୁଇ ମାଙ୍କଡଙ୍କୁ ଧରାଯାଇଛି ।…
ମହାରାଷ୍ଟ୍ରରେ ବଢ଼ୁଛି ଓମିକ୍ରନ୍, ପୁଣି ୬ ଆକ୍ରାନ୍ତ ଚିହ୍ନଟ: ଦେଶରେ ୧୫୦ ପାର୍
ମୁମ୍ବାଇ: କରୋନା ଭାଇରାସର ନୂଆ ଭାରିଆଣ୍ଟ ଦେଶରେ ବୃଦ୍ଧି ପାଇବାରେ ଲାଗିଛି । କରୋନା ଭାଇରସ ସଂକ୍ରମଣରେ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଏବେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରବିବାର…
ସ୍ୱର୍ଣ୍ଣ ମନ୍ଦିରରେ ଯୁବକଙ୍କୁ ପିଟିପିଟି ହତ୍ୟା, ନିଜାମପୁର ଗୁରୁଦ୍ୱାରାରେ ବି ଆଉ ଜଣଙ୍କୁ ହତ୍ୟା: ସିସିଟିଭିରେ କଏଦ ହେଲା ଭିଡିଓ…
ପଞ୍ଜାବର ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ଗୁରୁ ଗ୍ରନ୍ଥ ସାହେବଙ୍କ ସହ ଅଶୋଭନୀୟ ଆଚରଣ ଏବଂ ମନ୍ଦିର ଅପବିତ୍ର କରିବାକୁ ଉଦ୍ୟମ କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । 'ଦରବାର ସାହିବ'ର ଏହି ଘଟଣାର…
କ୍ଷମତା ପାଇଁ ହିନ୍ଦୁତ୍ୱର ହାତ ଛାଡିଛି ଶିବସେନା: ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଟାର୍ଗେଟ କଲେ ଗୃହମନ୍ତ୍ରୀ ଅମିତ ଶାହ
ନୂଆଦିଲ୍ଳୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପୁଣି ଥରେ ଶିବସେନାକୁ ଆକ୍ରମଣ କରିଛନ୍ତି । ପୁଣେରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଶିବସେନାକୁ ଇଙ୍ଗିତ କରି କହିଥିଲେ ଶାହ ।…
ଏହି ଦେଶରେ ହସିବା ହେଉଛି ଅପରାଧ: ମିଳୁଛି ଜେଲଦଣ୍ଡ, ଜାଣନ୍ତୁ କଣ ରହିଛି କାରଣ
ନୂଆଦିଲ୍ଳୀ: ଉତ୍ତର କୋରିଆର ପୂର୍ବତନ ସର୍ବୋଚ୍ଚ ଶାସକ କିମ୍ ଜଙ୍ଗ ଦ୍ୱିତୀୟଙ୍କ ୧୦ମ ଶ୍ରାଦ୍ଧବାର୍ଷିକ ଡିସେମ୍ବର ୧୭ ତାରିଖରେ ପାଳନ କରାଯାଇଛି । କିମ୍ ଜଙ୍ଗ ଦ୍ୱିତୀୟଙ୍କ ଏହି ୧୦ମ ଶ୍ରାଦ୍ଧ ବାର୍ଷିକ ଲାଗି ଉତ୍ତର…
ଫିଲିପାଇନ୍ସରେ ତାଣ୍ଡବ ରଚିଲା ରାଇ: ୧୧୨ ଜଣଙ୍କ ପ୍ରାଣହାନି
ନୂଆଦିଲ୍ଳୀ: ଫିଲିପାଇନ୍ସରେ ତାଣ୍ଡବ ରଚିଛି ସାମୁଦ୍ରିକ ବାତ୍ୟା ରାଇ । ଏହି ବାତ୍ୟା ପ୍ରଭାବରେ ରବିବାର ୬୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୧୨ ଛୁଇଁଛି । ବିଗତ ୩ ଦିନ ଧରି ଏହି ଟାଇଫୁନ୍…
୧୫ ବର୍ଷୀୟ ଝିଅକୁ ୯ ଦିନ ଧରି ଗଣଦୁଷ୍କର୍ମ: ୧୩ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍, ୨ଜଣଙ୍କୁ ୪ ବର୍ଷ ଜେଲଦଣ୍ଡ
ନୂଆଦିଲ୍ଲୀ: ଶନିବାର ଦିନ ରାଜସ୍ଥାନ କୋଟାର ଏକ କୋର୍ଟ ଜଣେ ୧୫ ବର୍ଷର ନାବାଳିକାକୁ ୯ ଦିନ ଧରି ଗଣବଳାତ୍କାର କରିଥିବା ୧୩ ଜଣଙ୍କୁ ୨୦ ବର୍ଷ ଏବଂ ଅନ୍ୟ ଦୁଇଜଣଙ୍କୁ ଚାରି ବର୍ଷ ପର୍ୟ୍ୟନ୍ତ ଜେଲ୍ ଦଣ୍ଡରେ ଦଣ୍ଡିତ…
ଭିଜିଲାନ୍ସ ଚଢ଼ାଉ: ୧୫ ଘଣ୍ଟାର ରେଡ୍ ପରେ ମିଳିଲା ମାତ୍ରେ ୧୭ ହଜାର, ରାତି ୧୨ଟାରେ ଫେରିଲେ ଟିମ୍: ସପା ନେତା ରାଜୀବ ରାୟ
ଲଖନଉ: ଆଜି ଉତ୍ତରପ୍ରଦେଶର ଅନେକ ଜିଲ୍ଲାର ସମାଜବାଦୀ ପାର୍ଟି ନେତାଙ୍କ ଘର ଉପରେ ଆୟକର ବିଭାଗର ଚଢ଼ାଉ ପ୍ରକ୍ରିୟା ଜାରି ରହିଛି। ତେବେ ଆୟକର ବିଭାଗ ଟିମ୍ ସପାର ଜାତୀୟ ସଚିବ ତଥା ମୁଖପାତ୍ର ରାଜୀବ ରାୟଙ୍କ ବାସଭବନରୁ…
କେରଳରେ ବିଜେପି ଓ ଏସଡିପିଆଇ ନେତାଙ୍କ ହତ୍ୟା, ୨୪ ଘଣ୍ଟାରେ ଦୁଇ ମର୍ଡର, ୧୪୪ ଧାରା ଲାଗୁ
ବେଙ୍ଗାଲୁରୁ : ବିଜେପି ସମେତ ଦୁଇ ପାର୍ଟିର ନେତାଙ୍କ ହତ୍ୟା କେରଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣା ରବିବାର ସକାଳେ ଅଲପ୍ପୁଝା ଜିଲ୍ଲାରେ ଘଟିଛି । ହତ୍ୟାକାଣ୍ଡ ପରେ ଉତ୍ତେଜନାମୂଳକ ସ୍ଥିତିର ନିୟନ୍ତ୍ରଣ ପାଇଁ…
ଧର୍ମାନ୍ତରଣ କରାଇଲେ ମିଳିବ କଡା ଦଣ୍ଡ, ୧୦ ବର୍ଷ ଜେଲ୍ ଏବଂ ୫ ଲକ୍ଷ ଜରିମାନା
ବେଙ୍ଗାଲୁରୁ : ଧର୍ମାନ୍ତରଣ କରାଇଲେ ମିଳିବ କଡା ସଜା । କର୍ଣ୍ଣାଟକର ବିଜେପି ସରକାର ବିଧାନସଭା ଅଧିବେଶନରେ ଆଣିବାକୁ ଯାଉଛନ୍ତି ଧର୍ମାନ୍ତରଣ ବିରୋଧୀ ଆଇନ । ବିଜେପିର ବସବରାଜ ବୋମ୍ମଇ ସରକାର ଏହାର ସଙ୍କେତ ଦେଇଛନ୍ତି…