Browsing Category

ଦେଶ

ପତ୍ନୀଙ୍କ ସହ ଯାତ୍ରା କରୁଥିଲେ ବିପିନ ରାୱତ, ଜାଣନ୍ତୁ ହେଲିକପ୍ଟରରେ କିଏ କିଏ ଥିଲେ?

ତାମିଲନାଡୁ: ତାମିଲନାଡୁ କୁନ୍ନୁରରେ ଭାରତ ବାୟୁସେନାର ୧୭-ଭି୫ ହେଲିପକ୍ଟର କ୍ରାସ ହୋଇଛି । ଏହି ହେଲିକାପ୍ଟରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ ବିପିନ ରାୱତ ଥିଲେ । ଆଜି ତାମିଲନାଡୁର ଯେଉଁ ଅଞ୍ଚଳରେ ଏହି…

୨୦୧୮ ତୁଳନାରେ କେତେ କମିଛି ୨ ହଜାର ଟଙ୍କା ନୋଟ୍ ପ୍ରଚଳନ? ସରକାର ଦେଲେ ତଥ୍ୟ

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବରରେ ବଜାରରେ ପ୍ରଚଳିତ ହେଉଥିବା ୨୦୦୦ ଟଙ୍କା ନୋଟର ସଂଖ୍ୟା କମି ୨୨୩.୩ କୋଟି ହୋଇଛି । ପୂର୍ବରୁ ୨୦୧୮ରେ ଏହି ସଂଖ୍ୟା ୩୩୬,୩ କୋଟି ରହିଥିଲା । ଅର୍ଥ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ…

ବାୟୁସେନା ଚପର୍ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୧ ଛୁଇଁଲା

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ହୋଇଥିବା ବାୟୁସେନା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ସିଡିଏସ୍ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଚପର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଚପରଟି…

CDSଙ୍କ ହେଲିକପ୍ଟର କ୍ରାସ୍: ସଂସଦରେ ବିବୃତି ରଖିବେ ରାଜନାଥ ସିଂ

ନୂଆଦିଲ୍ଲୀ: ଭାରତର ସେନା ପ୍ରମୁଖ(ସିଡିଏସ୍) ବିପିନ ରାୱତଙ୍କ ହେଲିକପ୍ଟର କ୍ରାସକୁ ନେଇ ସଂସଦରେ ବିବୃତି ରଖିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାତ ସିଂ । ପତ୍ନୀ ଏବଂ କିଛି ଉଚ୍ଚ ଅଧିକାରୀଙ୍କ ସହିତ ବାୟୁସେନାର…

ସିଡିଏସଙ୍କ ହେଲିକପ୍ଟର କ୍ରାସ୍; ବିପିନ୍ ରାୱତଙ୍କୁ ନିଆଗଲା ହସ୍ପିଟାଲ, ୪ ମୃତଦେହ ଉଦ୍ଧାର

ତାମିଲନାଡୁ: ତାମିଲନାଡୁ କୁନ୍ନୁରରେ ବାୟୁସେନାର ଏମଆଇ ୧୭-ଭି୫ ହେଲିକପ୍ଟର କ୍ରାସ ହୋଇଛିି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ସିଡିଏସ ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ସହ ୧୪ ବରିଷ୍ଠ ଅଧିକାରୀ ଥିଲେ । ଏହାରି…

ସେନା ହେଲିକପ୍ଟର କ୍ରାସ୍; ସେଥିରେ CDS ବିପିନ୍ ରାୱତ ଓ ତାଙ୍କ ପରିବାର ଥିବା ସୂଚନା

ତାମିଲନାଡୁ: ତାମିଲନାଡୁ କୁନ୍ନୁରରେ ସେନା ହେଲିପକ୍ଟର କ୍ରାସ ହୋଇଛି । କୁହାଯାଉଛି ଯେ, ସେଥିରେ ସିଡିଏସ୍ ବିପିନ୍ ରାୱତ ଉପସ୍ଥିତ ଥିଲେ । ବର୍ତ୍ତମାନ ସୁଦ୍ଧା ୩ ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କର…

ଭାରତର ସବୁଠାରୁ ପାୱରଫୁଲ ମହିଳା ହେଲେ ନିର୍ମଳା, Forbes ପକ୍ଷରୁ ପ୍ରକାଶ ପାଇଲା ବିଶ୍ୱର ୧୦୦ ଜଣଙ୍କ ଲିଷ୍ଟ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଚର୍ଚ୍ଚିତ ମ୍ୟାଗାଜିନ୍ ଫୋର୍ବସ ପକ୍ଷରୁ ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି । ଏହି ଲିଷ୍ଟରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ଥାନ ପାଇଛନ୍ତି । ସେ ଏହି…

୫ ବର୍ଷରେ ୩.୯୬ ଲକ୍ଷ କମ୍ପାନୀ ବନ୍ଦ କରିଛନ୍ତି କେନ୍ଦ୍ର ସରକାର, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଗତ ୫ ବର୍ଷରେ ଲକ୍ଷାଧିକ କମ୍ପାନୀକୁ ସରକାରୀ ରେକର୍ଡରୁ ହଟାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଅନୁପାଳନରେ ଅଭାବ କାରଣରୁ ଅନେକ କମ୍ପାନୀକୁ ବନ୍ଦ…

କୁଟା ଗଦାରେ ଶୋଇଥିବା ବେଳେ ହଠାତ୍ ଲାଗିଲା ନିଆଁ, ଦେଖୁ ଦେଖୁ ଜୀବନ୍ତ ଦଗ୍ଧ ହୋଇଗଲେ ୩ ଭାଇ-ଭଉଣୀ

ମିର୍ଜାପୁର: ଉତ୍ତର ପ୍ରଦେଶର ମିର୍ଜାପୁର ଅନ୍ତର୍ଗତ ମଦିହାନ ଅଞ୍ଚଳରେ ଥିବା ପାଚୋଖରା ଖୁର୍ଦ୍ଧ ଗାଁରେ  ଏକ ଅଭାବନୀୟ ଘଟଣା ଘଟିଛି । କୁଟା ଗଦାରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ହୋଇ ୩ ଭାଇ-ଭଉଣୀ ଜୀବନ୍ତ ଦଗ୍ଧ ହୋଇ…

ଘାରିଲା ଓମିକ୍ରନ ଭୟ, ମହାରାଷ୍ଟ୍ର ଫେରିଥିବା ୩୧୮ ଯାତ୍ରୀଙ୍କ ମଧ୍ୟରୁ ୧୨ ନିଖୋଜ

ମୁମ୍ବାଇ : ଓମିକ୍ରନ ଭାରିଏଣ୍ଟର ବିପଦ ମଧ୍ୟରେ ମହାରାଷ୍ଟ୍ରର ଥାନେରୁ ଆସିଛି ଚିନ୍ତାଜନକ ଖବର। ସ୍ଵାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ନିକଟରେ ବିଦେଶରୁ ଫେରୁଥିବା ୩୧୮ ଲୋକଙ୍କ ମଧ୍ୟରୁ ୧୨ ଜଣଙ୍କ ଠିକଣା ମିଳୁନାହିଁ।…