Browsing Category
ଦେଶ
ବିହାରରେ ଟିକା ଦେଇଛନ୍ତି ମୋଦୀ, ପ୍ରିୟଙ୍କା ଓ ଶାହ: ତଦନ୍ତ ନିର୍ଦ୍ଦେଶ ଦେଲେ ବିହାର ସରକାର
ନୂଆଦିଲ୍ଲୀ: ଟିକାକରଣ ସଂଖ୍ୟାକୁ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ବିହାରରୁ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣଙ୍କ ଆଖି ଟେରା ହୋଇଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ…
ବିବାହର ୭ ବର୍ଷ ପର୍ଯ୍ୟନ୍ତ ପତ୍ନୀଙ୍କ ନାମରେ ରହିବ ଯୌତୁକ, Law କମିସନଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବିବାହରେ ଦିଆଯାଉଥିବା ଯୌତୁକକୁ ନେଇ ଏକ ନୂଆ ନିୟମ ଆସିଛି । ଏଣିକି ବିବାହ ପରେ ପତ୍ନୀଙ୍କ ନାମରେ ଯୌତୁକ ରହିବ । ସ୍ୱାମୀ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ । ଏନେଇ ବିଚାର କରିବା ପାଇଁ ଭାରତୀୟ ଲ’…
ବିବାହ ଋତୁରେ ନିଆରା ବାହାଘର: ସଂପୂର୍ଣ୍ଣ ରୀତିନୀତି ଅନୁଯାୟୀ ଦମ୍ପତ୍ତିଙ୍କ ବିବାହ କଲେ ମହିଳା ପୁରୋହିତ
କୋଲକାତା : ଏବେ ଚାଲିଛି ବିବାହ ଋତୁ । କରୋନା କଟକଣା କୋହଳ ହେବା ପରେ ବିବାହକୁ ଧୂମଧାମରେ କରିବାକୁ ସମସ୍ତେ ଲାଗିପଡିଛନ୍ତି । ତେବେ ପଶ୍ଚିମବଙ୍ଗର ହୁଗଲି ଅଞ୍ଚଳରେ ଏକ ନିଆରା ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି…
ବେତନୀ ନଦୀରେ ଅଘଟଣ: ପାଣି ମଝିରେ ଭାରସାମ୍ୟ ହାରାଇ ଓଲଟି ଡଙ୍ଗା, ୧୨ ନିଖୋଜ, ୧୨ ଉଦ୍ଧାର
କୋଲକାତା: ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳର ବେତନୀ ନଦୀରେ ଏକ ଅଘଟଣ ଘଟିଛି । ଭାରସାମ୍ୟ ହାରାଇ ଏକ ଡଙ୍ଗା ଓଲଟି ପଡ଼ିଥିବା ବେଳେ ସେଥିରେ ଥିବା ୧୨ଜଣ ଯାତ୍ରୀ ନିଖୋଜ ହୋଇଥିବା ସୂଚନା ମିଳିଛି । ଅନ୍ୟ ୧୨ଜଣ ଅଳ୍ପକେ…
ଓମିକ୍ରନକୁ ନେଇ ସତର୍କ କରାଇଲା WHO, ତିନି ଗୁଣା ବଢୁଛି ସଂକ୍ରମଣ ଆଶଙ୍କା
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଓମିକ୍ରନ ଭାଇରସକୁ ନେଇ ସତର୍କ ସୂଚନା ଜାରି କରାଯାଇଛି । ହୁର ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ୱାମୀନାଥନ ଏହି ଭାଇରସରେ ସଂକ୍ରମଣ ସମ୍ଭାବନା ୩ ଗୁଣ ବଢୁଥିବା ନେଇ…
ରାସ୍ତା କଡରେ କଲମ ବିକୁଥିଲା କୁନିଝିଅ: I-Phone ଉପହାର ଦେଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଳୀ: ସର୍ବଦା ନିଜର ଅଜବ ଗଜବ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ରୁହନ୍ତି । ହେଲେ ବର୍ତ୍ତମାନ କରିଛନ୍ତି ଏମିତି କିଛି କାମ ଯାହାକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି । ଏକ ଛୋଟ ଝିଅକୁ ଆଇଫୋନ ପ୍ରଦାନ କରି ଚର୍ଚ୍ଚାରେ…
ମହାରାଷ୍ଟ୍ରରେ ଚିହ୍ନଟ ହେଲେ ଆଉ ୨ ଓମିକ୍ରନ ଆକ୍ରାନ୍ତ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ବୃଦ୍ଧି
ମୁମ୍ବାଇ: ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ଓମିକ୍ରନ ଭ୍ୟାରିଆଣ୍ଟ ଏବେ ଭାରତରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହି କ୍ରମରେ ସୋମବାର ମହାରାଷ୍ଟ୍ରରୁ ପୁଣି ଚିହ୍ନଟ ହୋଇଛନ୍ତି ଓମିକ୍ରନ ସଂକ୍ରମିତ ।…
ହାଇଦ୍ରାବାଦ ହାଉସରେ ପୁଟିନଙ୍କୁ ଭେଟିଲେ PM Modi: ଏହି ସବୁ ପ୍ରସଙ୍ଗରେ ହେଲା ଆଲୋଚନା
ନୂଆଦିଲ୍ଲୀ: ୨୧ତମ ଭାରତ-ଋଷିଆ ବାର୍ଷିକ ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଁଞ୍ଚିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ସୋମବାର) ନୂଆଦିଲ୍ଲୀ ଠାରେ ଋଷର ରାଷ୍ଟ୍ରପତି…
ଏମିତି ବି ଆସେ ଦୁର୍ଭାଗ୍ୟ: ZOOM କଲରେ ୯୦୦ କର୍ମଚାରୀଙ୍କୁ କାଢିଲା କମ୍ପାନୀ
ନୂଆଦିଲ୍ଲୀ: କରୋନା କାରଣରୁ ଅର୍ଥନୀତି ଅତ୍ୟନ୍ତ ଦୁର୍ବିସହ ଅବସ୍ଥାରେ ରହିଥିବା ବେଳେ ବିଭିନ୍ନ କମ୍ପାନୀ ପକ୍ଷରୁ ଛଟେଇ କରାଯାଉଛି । ତେବେ ଏକା ସାଙ୍ଗରେ ୯୦୦ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିବା ଆପଣଙ୍କୁ…
ଗର୍ଭବତୀ ମହିଳାଙ୍କ ମୁଣ୍ଡ କାଟି ଦେଲେ ମା’ ଓ ନାବାଳକ ଭାଇ: ମହାରାଷ୍ଟ୍ରରେ ରିଅଲ୍ ଲାଇଫ Sairat କାଣ୍ଡ
ମୁମ୍ବାଇ: ମହାରାଷ୍ଟ୍ରରେ ଘଟିଯାଇଛି ସାଇରାଟ କାଣ୍ଡ । ଅନର କିଲିଂ ଉପରେ ଆଧାରିତ ସାଇରାଟ ଫିଲ୍ମର କାହାଣୀ ପରି ଘଟି ଯାଇଛି ଏକ ହତ୍ୟାକାଣ୍ଡ । ବିଂଶ ଶତାବ୍ଦୀରେ ବି ପରିବାରର ସମ୍ମାନ ପାଇଁ ଘରର ଝିଅଙ୍କୁ ହତ୍ୟା…