Browsing Category
ଦେଶ
ବହୁରୂପୀ କରୋନା, ସିଙ୍ଗାପୁର ଷ୍ଟ୍ରେନ୍ ନେଇ ଚିନ୍ତା
ନୂଆଦିଲ୍ଲୀ: ବାରମ୍ବାର ରୂପ ବଦଳାଉଛି ମହାମାରୀ କରୋନା ଭାଇରସ୍ । ଏହାରି ମଧ୍ୟରେ ସିଙ୍ଗାପୁରରେ ଦେଖାଦେଇଛି ଏହି ଭୂତାଣୁର ନୂଆ ଷ୍ଟ୍ରେନ୍ । ଏଥିପ୍ରତି ସତର୍କ ନହେଲେ ଭାରତ ପାଇଁ ତୃତୀୟ ତରଙ୍ଗର ଆଶଙ୍କା ରହିଥିବା…
ଦେଶରେ ୧୫-୨୦ ଦିନରେ କେମିତି ଦୂର ହେବ ଭ୍ୟାକ୍ସିନର ଅଭାବ, ପ୍ରସ୍ତାବ ଦେଲେ ରୋଡ୍ ମ୍ୟାନ ନୀତିନ ଗଡକରୀ
ନୂଆଦିଲ୍ଲୀ ୧୯ ।୦୫: କରୋନାର ଦ୍ୱିତୀୟ ଲହରରେ ଦେଶର ସ୍ୱାସ୍ଥ୍ୟବସ୍ଥା ଭୁଷୁଡି ପଡିଛି । ଅନେକ ରାଜ୍ୟରେ ଭ୍ୟାକ୍ସିନର ଅଭାବ ଏବେ ବି ଜାରି ରହିଛି । ଏହାକୁ ନେଇ କେନ୍ଦ୍ର ଓ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି…
ବିଜୟ ମାଲ୍ୟାଙ୍କୁ ଝଟକା: ବ୍ରିଟେନ ହାଇକୋର୍ଟରେ ଖାରଜ ହେଲା ପିଟିସନ, ନିଲାମ ହେବ ସମ୍ପତ୍ତି
ଲଣ୍ଡନ, ୧୯ା୫: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲାଗିଛି ଝଟକା । ମାଲ୍ୟା ଦେବାଳିଆ ସଂଶୋଧନ କରିବା ନେଇ ଆଗତ କରିଥିବା ପିଟିସନକୁ ଲଣ୍ଡନ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଭାରତରେ ଥିବା ମାଲ୍ୟାଙ୍କର ସମ୍ପତ୍ତିର…
ପୁଣି କଡ଼ ଲେଉଟାଇଲା ଗେହଲଟ-ପାଇଲଟ୍ ବିବାଦ: ବିଧାୟକଙ୍କ ଇସ୍ତଫାଙ୍କୁ ନେଇ ରାଜନୀତି ସରଗରମ୍
ନୂଆଦିଲ୍ଲୀ, ୧୯ା୫: ଦେଶରେ କରୋନାର ପ୍ରକୋପ ଭୟଙ୍କର ଭାବେ ଜାରି ରହିଥିବା ବେଳେ ରାଜସ୍ଥାନର କଂଗ୍ରେସରେ ସଙ୍କଟ ଦେଖାଦେଇଛି । ପୂର୍ବରୁ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ଶୀତଳ ଯୁଦ୍ଧ ହାଇକମାଣ୍ଡଙ୍କ ପର୍ଯ୍ୟନ୍ତ…
ଦେଶରେ ବଢ଼ିଲା ମୃତ୍ୟୁସଂଖ୍ୟା, ଆଜି ୨.୬୭ ଲକ୍ଷ ଆକ୍ରାନ୍ତ
ନୂଆଦିଲ୍ଲୀ, ୧୯ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୫୨୯ ଜଣଙ୍କ…
ଆଉ କିଛି ଘଣ୍ଟା ପରେ ‘ତଉକ୍ତେ’ର ଖେଳ ସରିବ, ବର୍ତ୍ତମାନ ସୁଦ୍ଧା ନେଇସାରିଲାଣି ୨୯ ଜଣଙ୍କ ଜୀବନ
ନୂଆଦିଲ୍ଲୀ, ୧୯ା୫ (ଓଡିଶା ଭାସ୍କର): ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’ ୨୯ ଜଣଙ୍କ ଜୀବନ ନେଇଛି । ଏଥିସହ ମହାରାଷ୍ଟ୍ର, କେରଳ, ଗୁଜରାଟ, ଗୋଆ ଆଦି ରାଜ୍ୟମାନଙ୍କରେ ତାଣ୍ଡବ ରଚିବା ସହ ବିପୁଳ କ୍ଷୟକ୍ଷତି ଘଟାଇଛି ।…
କରୋନାର ଦ୍ୱିତୀୟ ଲହର କେତେ ଭୟଙ୍କର! ପ୍ରାଣ ହରାଇଲେଣି ୩୦୦ରୁ ଅଧିକ ସାମ୍ବାଦିକ
ନୂଆଦିଲ୍ଲୀ, ୧୯ା୫: କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ସାମ୍ବାଦିକମାନେ ଗ୍ରାଉଣ୍ଡକୁ ଯାଇ ରିପୋର୍ଟ ସଂଗ୍ରହ କରିବା ସହ ନିୟମିତ ଅଫିସ ଯାଇ କାର୍ଯ୍ୟ କରିଆସୁଥିଲେ । ସେଥିପାଇଁ ସାମ୍ବାଦିକଙ୍କୁ କୋଭିଡ୍ ଯୋଦ୍ଧାର…
ସାବଧାନ! ‘ତଉକ୍ତେ’ ପରେ ଆସୁଛି ପୁଣି ଏକ ଭୟଙ୍କର ସାମୁଦ୍ରିକ ଝଡ଼ ‘ୟାଶ’
ନୂଆଦିଲ୍ଲୀ, ୧୯ା୫: ସାମୁଦ୍ରିକ ଝଡ଼ ‘ତଉକ୍ତେ’ର ପ୍ରଭାବରେ ଗୁଜରାଟ, ମହାରାଷ୍ଟ୍ର, କେରଳ, ଗୋଆ ଆଦି ରାଜ୍ୟରେ ଅନେକଙ୍କ ମୃତ୍ୟୁ ଘଟିବା ସହ ପ୍ରବଳ କ୍ଷୟକ୍ଷତି ହୋଇଥିଲା । ତେବେ ଏହି ଝଡ଼ବାତ୍ୟା ପରେ ପୁଣି ଏକ ଭୟଙ୍କର…
କରୋନାରେ ଆଉ ଜଣେ ବିଜେପି ନେତାଙ୍କ ମୃତ୍ୟୁ
ଲକ୍ଷ୍ନୌ: ଦେଶରେ କରୋନା ପଜିଟିଭ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଉ ଜଣେ ବିଜେପି ବିଧାୟକ କରୋନାରେ ଆଖିବୁଜିଛନ୍ତି । ଉତ୍ତରପ୍ରଦେଶର ରାଜ୍ୟ ମନ୍ତ୍ରୀ ବିଜୟ କଶ୍ୟପଙ୍କ ପରଲୋକ…
୨ ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ଟିକା ପ୍ରସ୍ତୁତି, କୋଭାକ୍ସିନ୍ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ହେବ ଟ୍ରାଏଲ
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ ବଡ଼ଙ୍କ ସହ ପିଲାମାନଙ୍କୁ ଶିକାର କରିବାରେ ଲାଗିଛି. ଯାହାକି ଚିନ୍ତାର ବିଷୟ । ଶିଶୁର ଜୀବନ ଉପରେ ଯେପରି ବିପଦ ନଆସେ ସେଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏହି ସମୟରେ, NITI…