fbpx
Browsing Category

କୃଷି

ନା ମାଟି ନା ଜମି, କିଛି ଦରକାର ନାହିଁ: କମ୍ ଖର୍ଚ୍ଚରେ ଶୂନ୍ୟରେ କରନ୍ତୁ ଆଳୁ ଚାଷ, ମିଳୁଛି ୪ ଗୁଣା ଅଧିକ ଅମଳ

ନୂଆଦିଲ୍ଲୀ: ସାଧାରଣ ଭାବେ ଆଳୁ ଚାଷ ମାଟିରେ ହୋଇଥାଏ । ତେବେ ଆପଣମାନେ ଜାଣନ୍ତି କି ଆଳୁ ଚାଷ ଶୂନ୍ୟରେ ମଧ୍ୟ ହୋଇପାରିବ । ଏକଥାକୁ କେହି ବିଶ୍ୱାସ ନକଲେ ବି ସତ । ଏରୋପୋନିକ ଟେକନିକ ଦ୍ୱାରା ଏହି କାର୍ଯ୍ୟ ହୋଇପାରିବ…

PM Kisaan Yojna: ଖୁସି ଖବର ! ୧୨ ଦିନ ପରେ କୃଷକଙ୍କ ଖାତାକୁ ଆସିବ ଦ୍ୱାଦଶ କିସ୍ତିର ୨,୦୦୦ ଟଙ୍କା

ନୂଆଦିଲ୍ଲୀ: କୃଷକମାନଙ୍କ ପାଇଁ ସଞ୍ଚାଳିତ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ନୂତନ କିସ୍ତିକୁ ନେଇ ଆସିଛି ଏକ ବଡ ଖୁସି ଖବର । ଖୁବଶୀଘ୍ର ହିତାଧିକାରୀମାନଙ୍କୁ ମିଳିବ ଏହି ଯୋଜନାର ଦ୍ୱାଦଶ କିସ୍ତି ।…

ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଅବଧି ବଢ଼ିଲା, ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାଷୀଙ୍କ ପାଇଁ ରାଜ୍ୟ ସରକାର ଏକ ନୂଆ ଘୋଷଣା କରିଛନ୍ତି । ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଚାଷୀଙ୍କ ଏହି…

ବଢ଼ିବ କୃଷକଙ୍କ ଆୟ, କମିବ ଦେଶର ଖାଇବା ତେଲ ଆମଦାନୀ: ICAR ଲାଗୁ କରିବାକୁ ଯାଉଛି ନୂଆ ଯୋଜନା

ନୂଆଦିଲ୍ଲୀ: କୃଷକଙ୍କ ହିତସାଧନ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଲାଗୁ କରିଛନ୍ତି । ତେବେ କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାର କ୍ରମାଗତ ଭାବେ ପ୍ରଚେଷ୍ଟା ଜାରି ରଖିଛନ୍ତି । ଦେଶର ଘରୋଇ ଖାଦ୍ୟ ତୈଳର ଆବଶ୍ୟକତାର…

PM Kisaan Yojanaରେ ହିତାଧିକାରୀଙ୍କ ପାଇଁ ଖୁସିଖବର: ଏହି କୃଷକମାନେ ପାଇବେ ୧୨ତମ କିସ୍ତି

ନୂଆଦିଲ୍ଲୀ: ଦେଶର କୃଷକମାନଙ୍କ ସମୃଦ୍ଧି ଏବଂ ବିକାଶ ପାଇଁ ଆରମ୍ଭ ହୋଇଥିବା ପିଏମ କିସାନ ସମ୍ମାନ ନିଧି ଯୋଜନାର ଦ୍ୱାଦଶ କିସ୍ତିକୁ ପ୍ରାୟ ୧୦ କୋଟି କୃଷକ ଅପେକ୍ଷା କରି ରହିଛନ୍ତି । ଏବେ ଏହାକୁ ନେଇ ଏକ ବଡ ଖବର…

ଲବଙ୍ଗ ଚାଷରୁ କମାନ୍ତୁ ଭଲ ଲାଭ, ବାସ୍ ଏହି କଥାର ରଖନ୍ତୁ ଧ୍ୟାନ

ବର୍ତ୍ତମାନ ବର୍ଷାଦିନ ଚାଲିଛି । ଏହି ମାସରେ ଅନେକ ମସଲା ଚାଷ ପାଇଁ ବେଶ୍ ଉପଯୁକ୍ତ ସମୟ ହୋଇଥାଏ । ମସଲା ଚାଷ ପାଇଁ ଏହି ସମୟ ଭଲ ବୋଲି କୁହାଯାଇଥାଏ । ଲବଙ୍ଗ ମଧ୍ୟ ମସଲା ଭଳି ଏକ ଫସଲ ଯାହା ଦେଶର ଅନେକ ବଡ଼…

କେବଳ ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ, ହେବ ବଢ଼ିଆ ଲାଭ

ଯଦି ଆପଣ କମ୍ ନିବେଶ ରେ ଭଲ ଲାଭ କରୁଥିବା ବ୍ୟବସାୟ କରିବାକୁ ଚାହୁଛନ୍ତି ତେବେ ଛତୁଚାଷ ଆପଣଙ୍କୁ ଏକ ଭଲ ଅପ୍ସନ ହୋଇପାରେ । ଏହାକୁ ଆପଣ କେବଳ ୫ ହଜାର ଟଙ୍କାରୁ ଆରମ୍ଭ କରିପାରିବେ । ଏହି ବିଜନେସରେ ଆପଣଙ୍କୁ ଅଧିକ…

ଜୁନ୍‌ରେ ନିଅଣ୍ଟିଆ ବର୍ଷା, ଓଡ଼ିଶାର ୩ ଜିଲ୍ଲା ବର୍ଷା ଶୂନ୍ୟ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଚଳିତ ବର୍ଷ ବର୍ଷା ଋତୁରେ ସ୍ୱାଭାବିକ ଠାରୁ ଅଧିକ ପରିମାଣର ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଓ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଥିଲେ…

ଟ୍ରାକ୍ଟର ଓ କମ୍ବାଇନ ହାର୍ଭେଷ୍ଟର କିଣିଲେ ମିଳୁଛି ୪୦ ପ୍ରତିଶତ ସବସିଡି, କୃଷକଙ୍କୁ ଉପହାର ଦେଲେ ଏହି ରାଜ୍ୟ ସରକାର

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଏକ ଖୁସି ଖବର । ଏଣିକି କୃଷକଙ୍କୁ ଚାଷ କାର୍ୟ୍ୟ କରିବାକୁ ଆଉ କୌଣସି ସମସ୍ୟା ରହିବନି । ଚାଷୀମାନଙ୍କୁ ଟ୍ରାକ୍ଟର ଓ କମ୍ବାଇନ ହାର୍ଭେଷ୍ଟର କିଣିବା କ୍ଷେତ୍ରରେ ୪୦ ପ୍ରତିଶତ ସବସିଡି ମିଳିବ…

ଚାଷ ପାଇଁ ଦରକାର ଶସ୍ତା ଲୋନ୍, ଫଟାଫଟ୍ କରନ୍ତୁ କିସାନ କ୍ରେଡିଟ୍ କାର୍ଡ, ଜାଣନ୍ତୁ ପ୍ରୋସେସ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ପ୍ରତି କୃଷକଙ୍କ ପାଖରେ କିସାନ କ୍ରେଡିଟ୍ କାର୍ଡ ପାଇଁ ଉଦ୍ୟମ କରୁନ୍ତି । କିସାନ କ୍ରେଡିଟ୍ କାର୍ଡ ଦ୍ୱାରା କୃଷକଙ୍କୁ ଚାଷ କାର୍ଯ୍ୟ ପାଇଁ ଟଙ୍କାର ଅସୁବିଧା ହେବନାହିଁ । ଦେଶରେ…