fbpx
Browsing Category

କୃଷି

ଟମାଟୋ ଦାମ୍ ୧୦୦ ଟପିବାର କାରଣ କ’ଣ: ପ୍ରତିବର୍ଷ ବର୍ଷା ଦିନେ ଟମାଟୋ ମହଙ୍ଗା ହେଉଛି କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ଏବେ ଟମାଟୋ ମୂଲ୍ୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ପୂର୍ବରୁ ଟମାଟୋ କିଲୋ ୨୦-୩୦ ଟଙ୍କା ରହିଥିବା ବେଳେ ଏବେ ତାହା ସେଞ୍ଚୁରୀ ମାରିଛି । ଦେଶର ବିଭିନ୍ନ ରାଜ୍ୟର ଟମାଟୋ…

ଖୁସି ଖବର, ଚାଷୀଙ୍କୁ ବଡ ଉପହାର ଦେଲେ ପ୍ରଧାନମନ୍ତ୍ରୀ: ଆଖୁଚାଷରେ ବୃଦ୍ଧି ପାଇଲା MSP ଦର

ନୂଆଦିଲ୍ଲୀ: ଆଖୁ ଚାଷୀଙ୍କ ପାଇଁ ଏକ ବଡ ଖୁସିଖବର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଖୁଚାଷରେ ଏମଏସପି ଦର ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା…

ବଡ ଖୁସି ଖବର: କୃଷକଙ୍କୁ ୬୦୦୦ ଜାଗାରେ ବର୍ଷକୁ ମିଳିବ ୧୨୦୦୦ ଟଙ୍କା: ଘୋଷଣା କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପିଏମ୍ କିସାନ ଯୋଜନା ଦେଶର କୋଟି କୋଟି କୃଷକଙ୍କୁ ଖୁବ ସହାୟତା ଯୋଗାଇ ଦେଇଛି । କୃଷକଙ୍କୁ ଆର୍ଥିକ କ୍ଷେତ୍ରରେ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଚାଲୁ ରଖିଛନ୍ତି ।…

ଜୁନ ୨୩ରେ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର: ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ଦେଶର କୋଟି କୋଟି କୃଷକଙ୍କ ବିକାଶ ପାଇଁ ଜାରି ରହିଛି ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ । ଖୁବଶୀଘ୍ର ଦେଶର ଚାଷୀମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ଯାଉଛନ୍ତି ମୋଦୀ ସରକାର । ଏଥିପାଇଁ ତାରିଖ ମଧ୍ୟ ଘୋଷଣା…

ସୂର୍ଯ୍ୟଙ୍କ ଅଣ୍ଡା, ମୂଲ୍ୟ ୨.୭ ଲକ୍ଷ!

ଏପରି ଏକ ଶୀର୍ଷକ ଶୁଣି ଆପଣ ଆଶ୍ଚର୍ଯ୍ୟ ଚକିତ ହେବେ ନିଶ୍ଚୟ । ଏହା ଆପଣଙ୍କୁ ହାସ୍ୟାସ୍ପଦ ମନେ ହେବ । କିନ୍ତୁ ଏହା ପଛରେ ଯେଉଁ ସତ୍ୟତା ରହିଛି ତାହା ଜାଣିବା ପରେ ଆପଣଙ୍କ ମନରୁ ସମସ୍ତ ବିସ୍ମୟ ହଟିଯିବ । ଏହା ହେଉଛି…

ଖୁସି ଖବର, ଚାଷୀମାନଙ୍କୁ ମିଳିବ ସବସିଡି: ୧.୦୮ ଲକ୍ଷ କୋଟି ଟଙ୍କାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶର କୃଷକମାନଙ୍କ ପାଇଁ ଏକ ବଡ ଉପହାର ଆଣିଛନ୍ତି ମୋଦି ସରକାର । ଖରିଫ ଋତୁ ପାଇଁ କେନ୍ଦ୍ର ସରକାର ୧.୦୮ ଏକ୍ଷ କୋଟି ଟଙ୍କାର ଉର୍ବରକ ସବସିଡିକୁ ମଞ୍ଜୁରୀ ଦେଇଛନ୍ତି । କ୍ୟାବିନେଟ ବୈଠକ ପରେ ଏ ନେଇ…

PM Kisaan Yojnaରେ ୧୪ତମ କିସ୍ତି ପୂର୍ବରୁ ବଡ ଘୋଷଣା କଲେ କୃଷିମନ୍ତ୍ରୀ: ଚାଷୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତିକୁ ଅପେକ୍ଷା କରି ରହିଛି ସାରା ଦେଶର ଚାଷୀ ସମାଜ । ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ସରକାର ପିଏମ କିସାନର ଶେଷ କିସ୍ତି କୃଷକଙ୍କୁ…

ଖୁସି ଖବର; କୃଷକଙ୍କ ଋଣ ହେବ ଛାଡ: ଏହି ଚାଷୀଙ୍କ ପାଇଁ ବଡ ଘୋଷଣା କଲା ବିଜେପି ସରକାର

ନୂଆଦିଲ୍ଲୀ: କୃଷକଙ୍କୁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଦେବା ପାଇଁ ଭିନ୍ନ ଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ସରକାର । ପିଏମ କିସାନ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ଅଧୀନରେ କେନ୍ଦ୍ର ସରକାର କୃଷକଙ୍କୁ ଆର୍ଥିକ ସହାୟତା…

ବଡ ଖୁସି ଖବର, ମୋଦି ଦେବେ ୩ ଲକ୍ଷ! କୃଷକଙ୍କ ପାଇଁ ସରକାରଙ୍କୁ ଆଦେଶ ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଏକ ବଡ ଖୁସିଖବର ଆଣିଛନ୍ତି କେନ୍ଦ୍ର ସରକାର । ଏଣିକି ଦେଶର କୋଟି କୋଟି କୃଷକଙ୍କୁ ସରକାରଙ୍କ ତରଫରୁ ମିଳିବ ୩ ଲକ୍ଷ ଟଙ୍କା । କୃଷକଙ୍କ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ବିଭିନ୍ନ ସମସ୍ୟା…

ପୁଣି ହେବ କୃଷକ ଆନ୍ଦୋଳନ: ନିର୍ବାଚନୀ ରାଜ୍ୟରେ ବିଜେପି ବିରୋଧରେ ସଂଗଠନର ବିଗୁଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ନିୟମକୁ ନେଇ ହୋଇଥିବା କୃଷକ ଆନ୍ଦୋଳନ ବନ୍ଦ ହୋଇ ସାରିଛି । କିନ୍ତୁ ଏବେ ବି ସରକାରଙ୍କୁ ଘେରିବା ପାଇଁ ସବୁବେଳେ ଚେଷ୍ଟା ଜାରି ରଖିଛି କୃଷକ ସଂଗଠନ । ତେବେ ବର୍ତ୍ତମାନ…