Browsing Category

ଖବର

(Video) ଦେଶର ପ୍ରକୃତ ହିରୋ… ପ୍ରବଳ ତୁଷାରପାତରେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କଲେ ସେନା

କୁପୱାରା: ଭାରତୀୟ ସେନାବାହିନୀକୁ ଦେଶର ପ୍ରକୃତ ହିରୋ ବୋଲି କୁହାଯାଏ । ବର୍ତ୍ତମାନଏହାର ଏକ ଜ୍ୱଳନ୍ତ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି । ଜାମ୍ମୁ କାଶ୍ମୀରର କୁପୱାରାରେ ପ୍ରବଳ ତୁଷାରପାତ ହେଉଥିବା ବେଳେ ସାହସର ସହ…

ଗୋଟିଏ ପାନ୍ କାର୍ଡରେ ୧୦୦୦ ଆକାଉଣ୍ଟ: RBI ଟାର୍ଗେଟରେ କେମିତି ଆସିଲା Paytm Payments Bank?

ନୂଆଦିଲ୍ଲୀ: ଜାନୁୟାରୀ ୩୧ ତାରିଖରେ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଫାଷ୍ଟାଗ ରିଚାର୍ଜ, ୱାଲେଟ ଏବଂ ଏହାର ବ୍ୟାଙ୍କ ଆକାଉଣ୍ଟରେ ଟଭ୍କା ଜମା କରିବା…

Team Indiaକୁ ଡବଲ ଝଟକା; ଶସ୍ତାରେ ପାଭିଲିୟନ ଫେରିଲେ ଟିମ ଇଣ୍ଡିଆର ଓପନର

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ପୁଣିଥରେ ନିରାଶ କରିଛନ୍ତି ରୋହିତ ଶର୍ମା । ଦ୍ୱିତୀୟ ମ୍ୟାଚର ତୃତୀୟ ଦିନ ଆରମ୍ଭରୁ ହିଁ ଭାରତକୁ ଏକ ଶକ୍ତ ଝଟକା ଦେଇଛନ୍ତି ଇଂଲଣ୍ଡ ଷ୍ଟାର ବୋଲର…

Big Breaking; କୁହୁଡ଼ି ପାଇଁ ବଡ଼ ଧରଣର ଦୁର୍ଘଟଣା: ବୋଲେରୋ-ଟ୍ରକ ଧକ୍କାରେ ୮ ଗୁରୁତର

ବୌଦ୍ଧ: ଆଜି ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହା ଫଳରେ ରାସ୍ତାରେ ଯାତାୟତ ସମସ୍ୟା ମଧ୍ୟ ପ୍ରଭାବିତ ହୋଇଛି । ଏହି କୁହୁଡ଼ି ଯୋଗୁଁ ବୌଦ୍ଧ ଜିଲ୍ଲାରେ ଏକ ବଡ଼ ଧରଣର ଦୁର୍ଘଟଣା…

ବିରାଟ କୋହଲିଙ୍କୁ ନେଇ ବିସିସିଆଇର ବଡ଼ ଅପଡେଟ: ତା’ ସହ ମିଳିଲା ଖୁସି ଖବର

ନୂଆଦିଲ୍ଲୀ: ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ପରାଜୟ ପରେ ଦ୍ୱିତୀୟ ମ୍ୟାଚରେ ଅତିଥି ଦଳ ଉପରେ ଦବଦବା ଜାରି ରଖିଛି । ତେବେ ଶେଷ ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳକୁ ୧…

ସାବଧାନ୍! ଆଗକୁ ଆସୁଛି ପ୍ରବଳ ବର୍ଷା: Alert ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଦ୍ରୁତ ବେଗରେ ପରିବର୍ତ୍ତନ ହେଉଛି ପାଣିପାଗ । ପ୍ରବଳ ଥଣ୍ଡାରୁ ଏବେ ମୁକ୍ତି ପାଇଛନ୍ତି ଦେଶବାସୀ । ଦୋରେ ବର୍ତ୍ତମାନ ତାପମାତ୍ରାରେ ବୃଦ୍ଧି ରେକର୍ହ କରାଯାଇଛି । ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ…

ଟ୍ୱିନ ସିଟିରେ ଘନ କୁହୁଡ଼ି: ସକାଳୁ ସକାଳୁ ଦେଖାଯାଉନି ରାସ୍ତା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ଭୋରୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ବିଶେଷ କରି ଟ୍ୱିନ ସିଟିରେ କୁହୁଡ଼ିର ପରିମାଣ ଖୁବ ଅଧିକ ରହିଥିବା ଅନୁମାନ କରାଯାଉଛି । ରାସ୍ତା ଠିକ ଭାବରେ ଦେଖା ଯାଉ ନଥିବା ବେଳେ…

ଆଧାର ନାହିଁ ତ ଗୁପଚୁପ ନାହିଁ… କାହିଁକି ଲାଗୁ ହେଲା ଏଭଳି ଅଜବ ନିୟମ? ଜାଣନ୍ତୁ ମାମଲା

ନୂଆଦିଲ୍ଲୀ: ଆପଣମାନେ କେବେ ଗୁପଚୁପ ଖାଇଛନ୍ତି? ସ୍ୱାଦିଷ୍ଟ ଗୁପଚୁପ ଖାଇବାକୁ ଝିଅମାନେ ବେଶି ପସନ୍ଦ କରନ୍ତି । ତେବେ ଯଦି କୌଣସି ଦୋକାନୀ ଗୁପଚୁପ ଖାଇବା ପୂର୍ବରୁ ଆପଣଙ୍କୁ ଆଧାର କାର୍ଡ ଦେଖାଇବାକୁ କହିବ, ତେବେ ଆପଣ…

ଉତ୍କଳ ହସ୍ପିଟାଲରେ ପାଳନ ହେଲା ବିଶ୍ଵ କ୍ୟାନ୍ସର ଦିବସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନୀଳାଦ୍ରି ବିହାରସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶାଲିଷ୍ଟ ଉତ୍କଳ ହସ୍ପିଟାଲରେ ବିଶ୍ଵ କ୍ୟାନ୍ସର ଦିବସ ପାଳନ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ କ୍ୟାନ୍ସର ରୋଗର…

(Video) ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେଉଁ ଉପହାର ଦେଲା ଓଡ଼ିଶା? ସମ୍ବଲପୁରରେ ଖୁସି ହୋଇଗଲେ ପିଏମ ମୋଦୀ

ସମ୍ବଲପୁର: ଆଜି ସାରା ରାଜ୍ୟରେ ମୋଦୀ ମାହୋଲ ଦେଖିବାକୁ ମିଳିଛି । ଓଡ଼ିଶାକୁ ଆସି ରାଜ୍ୟର ବିଭିନ୍ନ ବିକାଶାଭିମୁଖୀ କାର୍ଯ୍ୟ ପାଇଁ ଓଡ଼ିଶାକୁ ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଛି । ଏଠାରେ ପହଞ୍ଚି ରାଜ୍ୟ…