Browsing Category
ଖବର
ବିଲାତି ଦାମ୍ ଆକାଶଛୁଆଁ: କିଲୋ ପିଛା ୨୫୦ ଟଙ୍କା ପାର୍ ହେଲାଣି ଟମାଟୋ ମୂଲ୍ୟ
ନୂଆଦିଲ୍ଲୀ: ଏହି ମାସରେ ଟମାଟୋ ମୂଲ୍ୟ ଖୁବ ବୃଦ୍ଧି ପାଇଛି । ଟମାଟୋ ରେଟ୍ ବଢିଯିବାରୁ କିଚେନର ବଜେଟ ମଧ୍ୟ ବୃଦ୍ଧି ପାଇଛି । ଦେଶର ବିଭିନ୍ନ ପ୍ରାନ୍ତରେ ଟମାଟୋର ମୂଲ୍ୟ ଭିନ୍ନ ଭିନ୍ନ ରହିଛି । ତେବେ କେବଳ ଟମାଟୋ…
ଦିନିକିଆ ବିଶ୍ୱକପ ଖେଳିବନି ପାକିସ୍ତାନ! ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫଙ୍କ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ତେବେ ଏଥିରେ ପାକିସ୍ତାନର ଯୋଗ ଦେବାକୁ ନେଇ ଏବେ ପର୍ଯ୍ୟନ୍ତ ଆଲୋଚନା ଲାଗି ରହିଛି । ଭାରତରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ…
(Video) କାହିଁକି ଭୟଙ୍କର ରୂପ ନେଇଥାଏ ବିଜୁଳି? ଭୂଇଁ ଉପରେ ବଜ୍ରପାତ ହେଲେ କ’ଣ ହେବ…
ନୂଆଦିଲ୍ଲୀ: ସାଧାରଣତଃ ବର୍ଷାଦିନ ଆସିଲେ ବର୍ଷା ସହ ବିଜୁଳି ଏବଂ ଘଡ଼ଘଡ଼ିର ଶବ୍ଦ ଶୁଣିବାକୁ ମିଳେ । ଆକାଶରେ ସୃଷ୍ଟି ହେଉଥିବା ଏହି ବିଜୁଳିର ପ୍ରଭାବରେ ଅନେକ ଧନ ଜୀବନ ନଷ୍ଟ ହୁଏ । ଆକାଶରେ ଯେତେବେଳେ ଅଧିକ ବାଦଲ ଥାଏ…
Video: ମହିଳାଙ୍କୁ ୪୦୦ ମିଟର ଟାଣିନେଲା ଅଟୋ, ପ୍ରାଣ ବିକଳରେ ଚିତ୍କାର କରୁଥିଲେ ମହିଳା ଶୁଣିଲାନି ଡ୍ରାଇଭର
ନୂଆଦିଲ୍ଲୀ: ମହାରଷ୍ଟ୍ରର କୋହ୍ଲାପୁରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଅଟୋ ଜଣେ ମହିଳାଙ୍କୁ ୪୦୦ ମିଟର ଯାଏଁ ଘୋଷଡ଼ି ନେଇଥିଲା । କୁହାଯାଉଛି କି ଭଡ଼ାକୁ ନେଇ ବିବାଦ ମଝିରେ ଏହି ଘଟଣା ଘଟିଛି ।…
ୱେଷ୍ଟଇଣ୍ଡିଜ ଗସ୍ତରୁ ବାଦ୍ ପଡିଲେ ରହାଣେ! ‘BCCI’ର ଟ୍ୱିଟକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତର ୱେଷ୍ଟଇଣ୍ଡିଜ ଗସ୍ତ । ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ରାହାଣେଙ୍କୁ ଉପଅଧିନାୟକ ପଦ ଦେଇଛି ବିସିସିଆଇ । ତେବେ ୱେଷ୍ଟଇଣ୍ଡିଜ ସିରିଜ ପୂର୍ବରୁ…
ରାତାରାତି କୋର୍ଟରେ ହାଜର ହେଲେ ‘ବାହାନଗା’ ଅଭିଯୁକ୍ତ: ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କଲା
ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୩ ଜଣଙ୍କୁ ଗିରଫ କରିବା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ସିବିଆଇ । ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ମାମଲାରେ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ରାତାରାତି ସିବିଆଇ…
(Video) Mahi Bhai… Keep Playing…. ମଜାଦାର ଭିଡିଓ ପୋଷ୍ଟ କରି ଶୁଭେଚ୍ଛା ଧୋନୀଙ୍କୁ ଜଣାଇଲେ ଦୀପକ ଚହର
ନୂଆଦିଲ୍ଲୀ: ଆଜି ୪୨ ବର୍ଷ ବୟସରେ ପାଦ ଥାପିଛନ୍ତି ଇଣ୍ଡିଆନ କ୍ରିକେଟର ପୂର୍ବତନ ତଥା ସର୍ବଶ୍ରେଷ୍ଟ ଅଧିନାୟକ ଏମ.ଏସ ଧୋନୀ । ଏହି ଅବସରରେ ସଚିନ ତେନ୍ଦୁଲକରଙ୍କ ସମେତ ଅନେକ ଷ୍ଟାର ଖେଳାଳି ମାହିଙ୍କୁ ଜନ୍ମ ଦିନର…
ସିନେମା ହଲରେ କମ୍ ମୂଲ୍ୟରେ ମିଳିବ ଖାଦ୍ୟ! ଏହିସବୁ ଜିନିଷ ଉପରୁ ହଟାଇବେ କାଉନ୍ସିଲ…
ନୂଆଦିଲ୍ଲୀ: ଆଗାମୀ ସପ୍ତାହରେ ଅନୁଷ୍ଠିତ ହେବାକୁ ଯାଉଛି ଜିଏସଟି କାଉନ୍ସିଲ ବୈଠକ । ଏହି ବୈଠକରେ କିଛି ଜିନିଷ ଉପରୁ ଟାକ୍ସ ହଟାଇବା ନେଇ ଆଲୋଚନା କରାଯାଇପାରେ । ଔଷଧ, କୃଷିଭିତ୍ତିକ ସାମଗ୍ରୀ ଇତ୍ୟାଦି ଏହି ବୈଠକ ପରେ…
ବାହାନଗା ଦୁର୍ଘଟଣା ମାମଲାରେ ୩ ଜଣଙ୍କୁ ଗିରଫ କଲା ସିବିଆଇ: ଜାଣନ୍ତୁ କେଉଁମାନେ ଥିଲେ ସାମିଲ…
ବାଲେଶ୍ୱର: ମାସକ ପରେ ବାହାନଗା ଟ୍ରିପଲ ଟ୍ରେନ ଟ୍ରାଜେଡିରେ ଗିରଫ ହୋଇଛନ୍ତି ମାଷ୍ଟରମାଇଣ୍ଡ । କରମଣ୍ଡଳ ଦୁର୍ଘଟଣା ମାମଲାରେ ୩ ଜଣଙ୍କୁ ଗିରଫ କରିଛି ସିବିଆଇ । ଏ ନେଇ ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ପାଇଛି ।…
ବିସ୍ଫୋରଣ ହେଲା ଆଗ୍ନେୟଗିରି! ୨୪ ଘଣ୍ଟାରେ ୨,୨୦୦ ଥର ଭୂକମ୍ପର ଝଟକା
ନୂଆଦିଲ୍ଲୀ: ଅନେକ ସ୍ଥାନରେ ଭୂମିକମ୍ପ ଭୟଙ୍କର ରୂପ ନେଇ ବିପୁଳ କ୍ଷୟକ୍ଷତି ଘଟିଥିବାର ଅନେକ ଉଦାହରଣ ରହିଛି ଞ୍ଜଞ୍ଜା କିନ୍ତୁ ଏହା ମାତ୍ର କେଇଟା ସେକେଣ୍ଡ ବା ମିଲିସେକେଣ୍ଡ ପାଇଁ ଅନୁଭବ ହୋଇଥିବା ଦେଖାଯାଇଛି । ତେବେ…