Browsing Category

ରାଜ୍ୟ

ଅକ୍ଟୋବର ମାସରୁ ରାଜ୍ୟରେ ଆରମ୍ଭ ହେବ ବାଘ ଗଣନା: ପ୍ରଥମେ ଟ୍ରେନିଂ ନେଲେ ୨୦ ଜଣ ମାଷ୍ଟର ଟ୍ରେନର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଅକ୍ଟୋବର ମାସରେ ରାଜ୍ୟରେ ଆରମ୍ଭ ହେବ ବାଘ ଗଣନା । ରାଜ୍ୟର ଶିମିଳିପାଳ ଜାତୀୟ ଉଦ୍ୟାନ, ସାତକୋଶିଆ, ଡେବ୍ରିଗଡ଼, କେନ୍ଦୁଝର, ସୁନାବେଡ଼ା ସହ ଅନ୍ୟ କିଛି ଜଙ୍ଗଲରେ ଏହି ଗଣନା…

ସବୁ ଜିଲ୍ଲାକୁ ବ୍ୟାପୁଛି ସ୍କ୍ରବ ଟାଇଫସ୍, ୧୦ ଦିନ ଭିତରେ ଜ୍ୱର ଭଲ ନ ହୋଇ ଜଟିଳ ହେଲେ ମୃତ୍ୟୁ ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ସ୍କ୍ରବ ଟାଇଫସ୍ ରୋଗ ଏବେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ଦିନକୁ ଦିନ ଏହି ରୋଗ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ବିଶେଷକରି ସୁନ୍ଦରଗଡରେ ଏହି ରୋଗ ଆତଙ୍କ ଖେଳାଇ ଦେଇଛି…

ଖସିପଡିଲା ଏକ ନିର୍ମାଣାଧୀନ କୋଠାର ଲିଫ୍ଟ, ୪ ମୃୃତ ୫ ଗୁରୁତର

ଗ୍ରେଟର ନୋଏଡା: ଏଠାରେ ଶୁକ୍ରବାର ଏକ ବଡ ଦୁର୍ଘଟଣା ଘଟିଯାଇଛି । ଏଠାରେ ନିର୍ମାଣାଧୀନ ଏକ ବିଲ୍ଡିଂର ଲିଫ୍ଟ ଭାଙ୍ଗିଯିବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । କୁହାଯାଉଛି ଏହି ନିର୍ମାଣଧୀନ କୋଠାଟି ଆମ୍ରପଲ୍ଲୀ…

ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା: ଓଡ଼ିଶାର ୪ ମୃତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୪ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏକ ଲରି ସହ ଆମ୍ବୁଲାନ୍ସ ଧକ୍କା ହୋଇଛି । ଏଥିସହ ୩ ଜଣ ମଧ୍ୟ…

Big Breaking: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍

ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ ଖୋଲିବା କଥା ସାମ୍ନାକୁ ଆସିଛି । ବର୍ତ୍ତମାନ ସମୁଦାୟ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ବଙ୍ଗୋପସଗାରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପର…

ଆଜି କ୍ୟାବିନେଟ୍, ମନ୍ତ୍ରୀପରିଷଦ ବୈଠକ: ୧୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର,: ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟକୁ…

ଦୁଇ ଟ୍ରକ୍ ମୁହାଁମୁହିଁ: ୨ ଡ୍ରାଇଭର ମୃତ

କୁଚିଣ୍ଡା: ରାଜ୍ୟରେ ପ୍ରତିଦିନ ଅନେକ ଦୁର୍ଘଟଣା ଘଟୁଥିବା ବେଳେ ଆଜି ଏନଏଚ-୫୩ରେ ଦୁଇ ଟ୍ରକ ମୁହାଁମୁହିଁ ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୨ଜଣ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ଜମନକିରା ଥାନା ଚେପଟଆମ…

‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କଲେ ନବୀନ: ଗର୍ଭବତୀ ଓ ପୁଷ୍ଟିହୀନ ପିଲାଙ୍କ ସ୍ୱାସ୍ଥ୍ୟର ହେବ ବିକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଗରିବ, ଆଦିବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ…

DSS ତଥ୍ୟ ବଢ଼ାଇଲା ଚିନ୍ତା: ଭୂକମ୍ପ ଜୋନ-୨ ଓ ଜୋନ-୩ରେ ଓଡ଼ିଶାର ୩୦ଟି ଜିଲ୍ଲା, କେବେ କରାଯିବ ସତର୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ମରକ୍କୋରେ ଭୂକମ୍ପରେ ପାଖାପାଖି ୩ ହଜାର ଲୋକଙ୍କର ଜୀବନ ହାନୀ ହେବା ସହିତ ହଜାର ହଜାର ଘରଦ୍ୱାର ଭାଙ୍ଗିରୁଜି ଯାଇଛି । ମରକ୍କୋରେ ୬.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ଦେଖାଦେଇଥିଲା ।…

ବଡ଼ ଖବର; ମାଛ ଧରିବାକୁ ଯାଇଥିବା ବେଳେ ଗଭୀର ଜଳରେ ଭାସିଗଲେ ୩ ଜଣ

ଓଡିଶା ଭାସ୍କର; ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗ୍ରାମପଞ୍ଚାୟତ ପିପିଲିପାଲି ଗ୍ରାମରେ ଏକ ବଡ଼ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି। ନାଳରେ ମାଛ ଧରିବା ବେଳେ ଗଭୀର ଜଳରେ ୩ ଜଣ ବ୍ୟକ୍ତି ବୁଡ଼ି ଯାଇଛନ୍ତି।…