Browsing Category

ରାଜ୍ୟ

ଆଗକୁ ଆସୁଛି ବିଧାନସଭା ନିର୍ବାଚନ: ସୌମ୍ୟଙ୍କୁ ନେଇ ବଢ଼ୁଛି ରାଜନୈତିକ ମହଲରେ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ନେଇ ଗତ କିଛିଦିନ ଧରି ରାଜ୍ୟ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଜାରି ରହିଛି । ଦୈନିକ ଖବର କାଗଜ ‘ସମ୍ବାଦ’ର ସମ୍ବାଦକୀୟ ମାଧ୍ୟମରେ ସୌମ୍ୟ…

ଭବାନୀପାଟଣାରେ ଓଲଟିଲା କୋଇଲା ବୋଝେଇ ଟ୍ରକ, ଗାଡି ତଳେ ଫସିରହିଛନ୍ତି ଡ୍ରାଇଭର

ଓଡିଶା ଭାସ୍କର; ଭବାନୀପାଟଣାରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଥିବା ଖବର ଏବେ ସାମ୍ନାକୁ ଆସିଛି । ଫୁରଲୀଝରନ ନିକଟରେ ଏକ କୋଇଲା ବୋଝେଇ ଟ୍ରକ ଓଲଟିପଡି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏଥିରେ ଥିବା ହେଲପର ଜଣଙ୍କ ଗୁରୁତର…

ଆଗାମୀ ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା; ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଏବେ ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଓ ଏହାର ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ରହିଛି…

ଏସ.ସି.ବିରେ ପାଣି ସମସ୍ୟା ପାଇଁ ରୋଗୀ ହନ୍ତସନ୍ତ

କଟକ: ଏସସିବିରେ ଦେଖାଦେଇଛି ପାଣି ସମସ୍ୟା । ବିଦ୍ୟୁତ ସମସ୍ୟା ପରେ ଏବେ ପାଣି ସମସ୍ୟା । କାଲି ରାତିରୁ ମେଡ଼ିକାଲର ସବୁ ୱାର୍ଡ଼ରେ ପାଣି ବନ୍ଦ ହୋଇ ଯାଇଛି । ଶୌଚାଳୟରେ ପାଣି ଆସୁ ନଥିବା ସହ ପିଇବା ପାଣି ପାଇଁ…

Today’s gold rate : ଅକ୍ଟୋବର ଆରମ୍ଭରୁ କମିଲା ସୁନା ଓ ରୁପାର ଦର, କିଣିବା ପୂର୍ବରୁ ନଜର ପକାନ୍ତୁ କେତେ ରହିଛି ମୂଲ୍ୟ

ଭୁବନେଶ୍ୱର : ପାର୍ବଣ ଋତୁରେ ଗ୍ରଅହକଙ୍କ ପାଇଁ ଆସିଛି ଖୁସି ଖବର! ଗତ କିଛି ଦିନ ହେବ ସୁନାର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଗତକାଲି ଅପେକ୍ଷା ଆଜି ସୁନାର ମୂଲ୍ୟ ଆହୁରି କମିଛି । ତେବେ…

Big Breaking : ପୋଖରୀରେ ବୁଡ଼ି ଛାତ୍ର ମୃତ

ଭୁବନେଶ୍ୱର : ଗାନ୍ଧୀ ଜୟନ୍ତିରେ ଘଟିଲା ଅଘଟଣ । ରାଜଧାନୀର ବରମୁଣ୍ଡା ପୋଖରୀରେ ବୁଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ମୃତକ ଛାତ୍ର ଜଣକ ଖଣ୍ଡଗିରି ବାବା ଆଶ୍ରମରେ ରହୁଥିବାର ସୂଚନା ମିଳିଛି । ସୂଚନା…

ASIଙ୍କ ମୃତ୍ୟୁ : ସ୍ୱାମୀ ଆଣିଲେ ହତ୍ୟାର ଅଭିଯୋଗ

ରାଉରକେଲା : ଉଦିତନଗର ଥାନା ମହିଳା ASIଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏନେଇ ଇଝଓ ଆଲିଶା ନରମି ଲୁଗୁନଙ୍କ ସ୍ୱାମୀ ହତ୍ୟା ଅଭିଯୋଗ ଆଣିଛନ୍ତି । କୁହାଯାଉଛି ଯେ, ଆଲିଶାଙ୍କ ମୃତ୍ୟୁ ଅସୁସ୍ଥତା ଯୋଗୁଁ ହୋଇଛି ।…

ଘାଟିରେ ଓଲଟିଲା ବସ : ୧୫ଜଣ ଆହତ

ଗଜପତି : ଗତକିଛି ଦିନ ତଳେ ମୋହନ ଘାଟିରେ ଆରବି କୋଚ ବସ ଓଲଟିଥିଲା ବେଳେ ଆଜି ପୁଣି ଏକ ଯାତ୍ରୀବାହୀ ବସ ଦୁର୍ଘଟଣଗ୍ରସ୍ତ ହୋଇଛି । ଗଜପତି ଜିଲ୍ଲା ମୋହନାର ଗୁଲୁବା ବାମୁଣମଲା ଘାଟିରେ ଭାରସାମ୍ୟ ହରାଇ ଘାଟିରେ ଓଲଟିଲା…

ସ୍କୁଲ ପରିସରରେ ଝୁଲନ୍ତା ମୃତ ଦେହ : ଏପର୍ଯ୍ୟନ୍ତ ମିଳିନି କୌଣସି ପରିଚୟ

ଆନ୍ଦପୁର : ଦିନକୁ ଦିନ ଆତ୍ମହତ୍ୟାର ମାମଲା ବଢିବାରେ ଲାଗିଛି । ସେହିଭଳି ଏକ ଦୁର୍ଘଟଣା ଆନନ୍ଦପୁରରେ ଘଟିଛି । ସ୍କୁଲ ପରିସରରେ ମିଳିଛି ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ । ବସନ୍ତପୁରର ବଳଦେବ ଜିଉ ନୋଡଲ ସ୍କୁଲ…

ଅବିଭକ୍ତ କୋରାପୁଟରେ ବସ ଧର୍ମଘଟ : ‘ଲକ୍ଷ୍ମୀ’ ଯୋଜନାକୁ ନେଇ ଘରୋଇ ବସ ମାଲିକ ସଂଘର ବିରୋଧ

କୋରାପୁଟ: ରାଜ୍ୟରେ ଘରୋଇ ବସ ମାଲିକ ସଂଘର ବିରୋଧ ପ୍ରତିକ୍ରିୟା । ‘ଲକ୍ଷ୍ମୀ’ ଯୋଜନାକୁ ନେଇ ବସ ମାଲିକଙ୍କ ଧର୍ମଘଟ ଚାଲିଛି । ୨୪ ଘଣ୍ଟିଆ ବସ ବନ୍ଦର ଡାକରା ଦେଇଛନ୍ତି ଘରୋଇ ବସ ମାଲିକ ସଂଘ । ଏହି ଧର୍ମଘଟରେ…