Browsing Category

ରାଜ୍ୟ

ହୀରାକୁଦରେ ଖୋଲିଲା ଆଉ ୩ଟି ଗେଟ : ମୋଟ ୭ଟି ଗେଟ ଦେଇ ନିଷ୍କାସିତ ହେଉଛି ବର୍ଷାଜଳ

ସମ୍ବଲପୁର : ପୁଣି ଖୋଲୁଛି ହୀରାକୁଦ ଡ୍ୟାମର ଗେଟ । ଆଜି ପୁଣି ହୀରାକୁଦରେ ୨ଟି ଗେଟ ଖୋଲିଛି । ମୋଟ ୪ଟି ଗେଟ ଦେଇ ଡ୍ୟାମରେ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୯.୬୦ ଫୁଟ ରହିଛି ।…

କାମାକ୍ଷା ନଗରରେ ଫୁଟିଲା ଗୁଳି : ଘଟଣାସ୍ଥଳରେ ବ୍ୟବସାୟୀ ମୃତ

ଭୁବନେଶ୍ୱର : କାମାକ୍ଷାନଗରରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁଳି ମାଡ଼ରେ ପଥର ଖଣି ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ବ୍ୟବସାୟୀ ଜଣଙ୍କ ହେଲେ ନିରାକାର ସାହୁ । କାମାକ୍ଷାନଗରର ଆଳତୁମା ମାଳବନ୍ଧ ନିକଟରେ ହୋଇଛି ଏହି…

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୩ ଜଣ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୬୩କୁ ବୃଦ୍ଧି

ସୁନ୍ଦରଗଡ଼ : ରାଜ୍ୟରେ ସ୍କ୍ରବ ଟାଇଫସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୁନ୍ଦରଗଡ଼ ଜିଲ୍ଲାରେ ଏହାର ପରିମାଣ ଅଧିକ ଦେଖିବାକୁ ମିଳିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୩ ଜଣ ସ୍କ୍ରବ ଟାଇଫସ ରୋଗୀ…

ପାଣିପାଗ ବିଭାଗର ସତର୍କ ସୂଚନା: ୨୯ରୁ ବଢ଼ିବ ବର୍ଷା ପରିମାଣ, ରାଜ୍ୟର ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଉତ୍ତର ଆଣ୍ଡାମାନ ସାଗର ଓ ଏହା ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୩୦ତାରିଖରେ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ…

ଘାଟିରେ ଚାଲିଗଲା ଗୋଟିଏ ପରିବାରର ତିନିଜଣଙ୍କ ଜୀବନ, ସ୍କୁଟିରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ…

ଓଡିଶା ଭାସ୍କର; ଘାଟିରେ ଚାଲିଗଲା ଗୋଟିଏ ପରିବାରର ତିନିଜଣଙ୍କ ଜୀବନ । ସ୍କୁଟିରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା…

ବିଧାନସଭାର ଚତୁର୍ଥ କାର୍ଯ୍ୟଦିବସରେ ରାଜସ୍ୱ ପରିଚାଳନା ବିଭାଗର ଦୁଇଟି ବିଲ୍‍ ପାରିତ

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନର ଚତୁର୍ଥ କାର୍ଯ୍ୟଦିବସରେ ଆଜି ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ସଂଶୋଧନ ବିଲ୍‍-୨୦୨୩ ଏବଂ ଓଡ଼ିଶା ଭୂସଂସ୍କାର…

ଜାତୀୟ ୟାଚିଂ ସିନିୟର ସେଲିଂ ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଓଡ଼ିଆ ଝିଅ ମନସ୍ଵିନୀ ମହାରଣା

ଓଡିଶା ଭାସ୍କର: ମୁମ୍ବାଇର ଜାତୀୟ ୟାଚିଂ ସିନିୟର ସେଲିଂ ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଗଞ୍ଜାମର ଝିଅ ମନସ୍ଵିନୀ ମହାରଣା । ଆର୍‌ଏକ୍ସ ମହିଳା ବର୍ଗରେ ଓଡ଼ିଶା ୟାଚିଂ ଆସୋସିଏଶନ ପକ୍ଷରୁ ମନସ୍ଵିନୀ…

Big Breaking: ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ୍ ଧର୍ମଘଟ

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଅକ୍ଟୋବର ୧୦ ତାରିଖ ଦିନ ବସ୍ ଧର୍ମଘଟ ହେବା କଥା ସାମ୍ନାକୁ ଆସିଛି । ଏହି ଧର୍ମଘଟ ନେଇ ବସ୍ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ନେଇଛନ୍ତି । ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟ…

ଏଣିକି କଲେଜରେ ଲାଗିବ ବାୟୋମେଟ୍ରିକ୍‌‌ ମେସିନ୍‌, ଦୈନିକ ୭ ଘଣ୍ଟା କାଳ ଉପସ୍ଥାନ ରଖିବେ ଅଧ୍ୟାପକ ; ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ

ଭୁବନେଶ୍ୱର; କଲେଜ ଅଧ୍ୟାପକଙ୍କୁ ଜଗିବ ବାୟୋମେଟ୍ରିକ୍‌‌ ମେସିନ୍‌ । ଅଧ୍ୟାପକ ମାନେ ଠିକ୍ ସମୟରେ କଲେଜ ଆସି ପିଲାଙ୍କୁ ପାଠ ପଢ଼ାଇ ଠିକ୍ ସମୟରେ ଘରକୁ ଫେରୁଛନ୍ତି ନା ନାହିଁ ତାହାକୁ ତର୍ଜମା କରି ରିପୋର୍ଟ ପ୍ରଦାନ…

ବାବୁସାନଙ୍କ ‘ଦମନ’ ଘୋଡ଼ାକୁ ମିଳିପାରେ ବଡ଼ ସମ୍ମାନ: ଅଷ୍ଟମ ପ୍ରଜାତିର ଘୋଡ଼ାର ମିଳିପାରେ ମାନ୍ୟତା

ମାଲକାନାଗିରି: ଅଷ୍ଟମ ପ୍ରଜାତିର ଘୋଡ଼ା ଭାବରେ ମାନ୍ୟତା ପାଇପାରେ ମାଲକାନାଗିରିର ଘୋଡ଼ା । ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଦେଖାଯାଉଥିବା ଘୋଡ଼ାକୁ ଏହି ବଡ଼ ମାନ୍ୟତା ପ୍ରଦାନ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।…