
Browsing Category
ରାଜ୍ୟ
ଗଡକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଏହି ପ୍ରସଙ୍ଗକୁ ନେଇ କଲେ ଚିନ୍ତା ପ୍ରକଟ
ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ରାଜ୍ୟ ମଙ୍ଗଳ ଏବଂ ଜନହିତକାରୀ କାର୍ଯ୍ୟ କରି ଆସିଛନ୍ତି । ବର୍ତ୍ତମାନ ସେ ରାଜ୍ୟର ଅନ୍ୟଏକ ଅସୁବିଧା ପ୍ରସଙ୍ଗକୁ ନେଇ ଗଡକାରୀ ଙ୍କୁ ଚିଠି ଲେଖିବା କଥା…
ରାଜ୍ୟସରକାର ଉନ୍ନତିର ଡେଙ୍ଗୁରା ପିଟୁଛନ୍ତି, କିନ୍ତୁ ଜାତୀୟ ଗଣମାଧ୍ୟମ କିଛି ଭିନ୍ନ ଦୃଶ୍ୟ ଦେଖାଉଛନ୍ତି …ବାସ୍ତବିକତା କଣ ?
ଭୁବନେଶ୍ୱର: ଯାଜପୁର ଜିଲ୍ଳା ରାଜ୍ୟ ରାଜନୀତିକୁ ଅନେକ ଦକ୍ଷ ନେତୃତ୍ବ ଦେଇଛି। ଅତୀତରେ କିମ୍ବା ବର୍ତ୍ତମାନ ଯେବେବି ଆପଣ ରାଜ୍ୟ ରାଜନୀତି ଉପରେ ନଜର ପକାଇବେ ଯାଜପୁର ଜିଲ୍ଲାର ଜନପ୍ରତିନିଧି ରାଜ୍ୟ ଶାସନର…
ରାଜ୍ୟରେ ପୁଣି ହେବ ବର୍ଷା ସହ ଝଡ଼, ୧୭ ଜିଲ୍ଲାକୁ ୟେଲୋୱାଣ୍ଣିଂ ଜାରି
ଭୁବନେଶ୍ୱର: ରାଜ୍ୟରେ ୩ ଦିନ ବ୍ୟବଧାନ ପରେ ଆଉଥରେ ପଶ୍ଚିମା ଝଡ଼ ହେବ ବୋଲି ସୂଚନା ମିଳିଛି । ୨୬ ଓ ୨୭ ତାରିଖରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଝଡ଼ବର୍ଷା ହେବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ, ସ୍ୱତନ୍ତ୍ର ରିଲିଫ…
ମେସିନ୍ ଯୁଗରେ ଲିଭିଗଲାଣି ଆଗକାଳରେ ବ୍ୟବହାର୍ଯ୍ୟ, ନା ଅଛି ଢ଼ିଙ୍କି ନା ଶୁଭୁଛି ଆଉ ଢିକ୍ ଢିକ୍
କୋକସରା(ଭାସ୍କର ନ୍ୟୁଜ୍): ସମୟ ବଦଳିବା ସହିତ ଯୁଗର ମଧ୍ୟ ପରିବର୍ତ୍ତନ ହେଉଛି । ବୈଜ୍ଞାନିକ ଯୁଗରେ ମେସିନ୍ ର ବ୍ୟବହାର ବହୁଳ ଭାବରେ ହେଉଥିବାବେଳେ ଆଗକାଳରେ ବ୍ୟବହାର୍ଯ୍ୟ କରାଯାଉଥିବା ଅନେକ ଜିନିଷ ଏବେ ଲୋପ…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା; ୟେଲ୍ଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଭୂମଧ୍ୟ ସାଗରୀୟ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ…
ରୂପାନ୍ତରଣର ସୂତ୍ର ୫-ଟି ସାରା ଦେଶରେ ରୋଲ ମଡେଲ
ଭୁବନେଶ୍ୱର: ସଫଳତା, ବିକାଶ ଓ ରୂପାନ୍ତରଣର ସୂତ୍ର ୫-ଟି ଏବେ ସାରା ଦେଶପାଇଁ ରୋଲମଡେଲ ପାଲଟିଛି । ସାରା ଦେଶ ଏହି ୫-ଟିକୁ ରଣନୀତି ଭାବେ ଆପଣାଇ ସଫଳତାର ସହ କାର୍ଯ୍ୟ କରିବା ଆରମ୍ଭ କରିଛି । ଏପରିକି କେନ୍ଦ୍ର ସରକାର…
IAS ସ୍ତରରେ ଅଦଳବଦଳ: ନିକୁଞ୍ଜ ବିହାରୀ ଧଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ…
ରାଜ୍ୟର ୧୦୬ଟି ହାଇସ୍କୁଲରେ ଖୋଲିବ ଏକାଦଶ ଶ୍ରେଣୀ: ଚଳିତ ଶିକ୍ଷାବର୍ଷରେ ଆରମ୍ଭ ହେବ ଆଡମିଶନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ୨୦୨୩-୨୪ ଶିକ୍ଷା ବର୍ଷରେ ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ । ଏଥିସହିତ ଆଡମିଶନ ମଧ୍ୟ ଆରମ୍ଭ ହେବ । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା…
ଦତ୍ତେଶ୍ୱର ହୋତା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ନିଯୁକ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଦତ୍ତେଶ୍ୱର ହୋତା ନିଯୁକ୍ତି ପାଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶ୍ରୀ ହେତାଙ୍କୁ ଏହି ପଦରେ…
(Video) ଓଡ଼ିଶାରେ ବିରଳ ଘଟଣା: ନଳକୂପ ଖୋଳୁଖୋଳୁ ବାହାରିଲା ସୁନା ଖଣି, ପାଣିରୁ ସୁନା ଛାଣି ନେଉଛନ୍ତି ଲୋକମାନେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମର ଆଖପାଖରେ ଏପରି କିଛି ଅବିଶ୍ୱସନୀୟ ବିରଳ ଘଟଣା ଦେଖିବାକୁ ମିଳିଥାଏ । ଏପରି ଘଟଣାକୁ ନିଜ ଆଖିରେ ନ ଦେଖିବା ପର୍ଯ୍ୟନ୍ତ କେହି ବିଶ୍ୱାସ କରନ୍ତି ନାହିଁ । ତେବେ ଯଦି…