Browsing Category

ରାଜ୍ୟ

ଭୁବନେଶ୍ୱରରେ ହେବ ସାଇନ୍ସ ସିଟି, ୩୦ଟି ଜିଲ୍ଲାରେ ହେବ ପବ୍ଲିକ ସାଇନ୍ସ ପାର୍କ

ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ସାଇନ୍ସ ସିଟି କଲିକତାରେ ଥିବା ସାଇନ୍ସ ସିଟି ଭଳି ଏହା ପ୍ରତିଷ୍ଠା କରାଯିବ । ଏଥିପାଇଁ ରାଜ୍ୟ ସରକାର ୩୦ଏକର ଜମି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନୁମୋଦନ…

ଭୁବନେଶ୍ବର ଲଷ୍ମୀସାଗର ଅଞ୍ଚଳରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ। ରାଜଧାନୀ ଉପକଣ୍ଠରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା। ଘର ଭିତରେ ଫ୍ୟାନରେ ଝୁଲି ପଡିଛନ୍ତି ସ୍ବାମୀ ଓ ସ୍ତ୍ରୀ। ଏଥିରେ ସ୍ତ୍ରୀଙ୍କର ମୃତ ଘଟିଥିବା ବେଳେ ସ୍ବାମୀ ଗୁରୁତର…

ପକ୍କା ଘର ପ୍ରସଙ୍ଗରେ ବିଧାନସଭାରେ ସରଗରମ ଆଲୋଚନା, ତାରାଙ୍କ ଅଭିଯୋଗକୁ ଖଣ୍ଡନ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର: ପକ୍କା ଘର ପ୍ରସଙ୍ଗରେ ବିଧାନସଭାରେ ସରଗରମ ଆଲୋଚନା ହୋଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ଏହି ପ୍ରସଙ୍ଗ ଉଠାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କରିଛନ୍ତି ଟାର୍ଗେଟ। ତାରା କହିଛନ୍ତି ରାଜ୍ୟର…

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ ପଛରେ କଳାହାଣ୍ଡି ପ୍ରଫେସର: VCଙ୍କ ବଡ଼ ଖୁଲାସା

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ ମାମଲାରେ ହୋଇଛି ବଡ଼ ଖୁଲାସା । ପ୍ରଶ୍ନପତ୍ର ଲିକ୍ ମାମଲାରେ କଳାହାଣ୍ଡିର ଅନୁଦାନପ୍ରାପ୍ତ କଲେଜର ପ୍ରଫେସର ସାମିଲ ଥିବା ସୂଚନା ମିଳିଛି ।…

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାରେ ପୁଣି ତ୍ରୁଟି: ଆଜି ବି ପ୍ରଶ୍ନପତ୍ର ଲିକ୍, ଫିଜିକ୍ସ ପରୀକ୍ଷା ବାତିଲ

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାରେ ପୁଣି ଥରେ ହୋଇଛି ବିରାଟ ତ୍ରୁଟି । ଗତକାଲି ପରି ଆଜି ବି ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା ମିଳିଛି । ଆଜି ବିଶ୍ୱବିଦ୍ୟାଳୟରେ ଫିଜିକ୍ସ…

ଓଡ଼ିଶାରେ ହଜାରେ ଟପିଲା କରୋନା ସଂକ୍ରମଣ: ଖୋର୍ଦ୍ଧା ଓ କଟକରେ ସାଙ୍ଘାତିକ ସ୍ଥିତି, ଜାଣନ୍ତୁ ଆଜି କେଉଁଠୁ କେତେ ପଜିଟିଭ ଚିହ୍ନଟ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଆଜି ଦୈନିକ କରୋନା ସଂକ୍ରମଣ ୧୦୦୦ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ଢେଙ୍କାନାଳ: ପରକୀୟା ପ୍ରୀତି ହେଲା କାଳ, ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲା ସ୍ୱାମୀ

ଢେଙ୍କାନାଳ: ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀର ବିବତ୍ସ ହତ୍ୟା କଲା ସ୍ୱମୀ। କେବଳ ହତ୍ୟା ନୁହେଁ ସ୍ତ୍ରୀର ହତ୍ୟା ପରେ ତାଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରି କଟାମୁଣ୍ଡ ଧରି ୧୨ କିମି ଚାଲିଲା । ଏଭଳି ଏକ ଅଭାବନୀୟ…

ପ୍ରଶ୍ନପତ୍ର ଲିକ୍ ମାମଲା: ୧୯ରେ ହେବ ଏଜୁକେସନ ଅନର୍ସ ପରୀକ୍ଷା

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡିବା ପରେ ପରୀକ୍ଷା ବାତିଲ ହୋଇଥିଲା । ଏଜୁକେସନ ଅନର୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଖୋଦ୍…

କାଶୀପୁରରେ ଝାଡ଼ାବାନ୍ତି ଯୋଗୁଁ ଚାଲିଗଲା ୪ ଜୀବନ: ପହଞ୍ଚିନି ମେଡିକାଲ ଟିମ୍

ରାୟଗଡ଼ା(ଓଡ଼ିଶା ଭାସ୍କର): କରୋନା ପୁଣି ବଢ଼ୁଥିବା ବେଳେ ରାୟଗଡ଼ା କାଶିପୁର ବ୍ଲକରେ ଝାଡ଼ାବାନ୍ତି ସାଜିଛି ମୁଣ୍ଡବିନ୍ଧାର କାରଣ । ଝାଡ଼ାବାନ୍ତି ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାଲି ରାତିରେ ଟିକିରି…

ଆସିଲା ଏଡିଆର୍‌ ରିପୋର୍ଟ: କରୋନା କାଳରେ ରାଜନୈତିକ ଦଳ ମାଲାମାଲ, ବିଜେପିକୁ ଅଜସ୍ର ଧନବର୍ଷା

ନୂଆଦିଲ୍ଲୀ: କରୋନା କାଳରେ ଭାରତର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବାବେଳେ ଲୋକେ ହା ହୁତାସରେ ଦିନ କାଟିଥିଲେ । କିନ୍ତୁ ଏହି ସମୟରେ ଭାରତର କିଛି ରାଜନୈତିକ ଦଳଙ୍କ ଉପରେ ଅଜସ୍ର ଧନବର୍ଷା ହୋଇଛି । ବିଶେଷକରି ଭାରତୀୟ…